Daily Archives

January 23, 2023

ସେବାୟତ ପରିବାର’ର ପୁଅ ପାଇଁ ମିଳୁନି ଝିଅ । ସେବାୟତ ଗଣନାରେ ଝିଅ ସଂଖ୍ୟା କମିବା ନେଇ ଆସିଲା ତଥ୍ୟ

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କୁ ସେବା କରୁଥିବା ସେବାୟତ ପରିବାରରେ ଝିଅଙ୍କ ସଂଖ୍ୟା କମୁଛି । ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର ଷ୍ଟଡିଜ ପକ୍ଷରୁ କରାଯାଇଥିବା ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ତଥ୍ୟ ଅନୁସାରେ, ଝିଅଙ୍କ ତୁଳନାରେ ୧୬୬ ଜଣ ପୁଅ ଅଧିକ ରହିଛନ୍ତି । ତେଣୁ…

ଶନିଦେବଙ୍କୁ ଏକ କୋଟି ଟଙ୍କାର ସୁନା କଳସ ଦାନ ପ୍ରସଙ୍ଗରେ ମୁହଁ ଖୋଲିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ମାତ୍ର ୧୦ ଲକ୍ଷ ଟଙ୍କା…

କନକ ବ୍ୟୁରୋ: ମହାରାଷ୍ଟ୍ରର ଶନି ମନ୍ଦିରରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୁନାକଳସ ଦାନକୁ ଚର୍ଚ୍ଚା ବଢିଛି । ଏ ନେଇ ଗଣମାଧ୍ୟମରେ ଚର୍ଚ୍ଚା ବଢିବା ପରେ ସତ କହିଛନ୍ତି ସ୍ୱାସ୍ଥ୍୍ୟମନ୍ତ୍ରୀ ନବ ଦାସ । ସେ କହିଛନ୍ତି, ଠାକୁରଙ୍କୁ ଦାନ କରିବାରେ ଭୁଲ୍ ରହିଲା କେଉଁଠି । ଓଡିଶାବାସୀ ଖୁସିରେ ରହିବା…

ସୁଟକେସ୍ ଭିତରେ ସ୍ୱାମୀଙ୍କ ଶବ: ପରକିୟା ପ୍ରୀତି ପାଇଁ ପ୍ରେମିକ ଓ ଭାଇଙ୍କ ସହଯୋଗରେ ସ୍ୱାମୀଙ୍କୁ ମାରି ଜଙ୍ଗଲରେ…

କନକ ବ୍ୟୁରୋ: ପରକୀୟା ପ୍ରେମ କେତେ ଯେ ଭୟଙ୍କର ହୋଇପାରେ ତାହା ନାଚୁଣୀ ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି । ନାଚୁଣୀର ଦାରୁ ଗାଁ ନିକଟ ଜଙ୍ଗଲରେ ରବିବାର ଦିନ ଏକ ସୁଟକେଶରୁ ଜଣେ ଯୁବକଙ୍କ ମୃତ ଦେହ ମିଳିଥିଲା । ପରେ ଏହି ମୃତଦେହ ମନୋରଞ୍ଜନ ମହାପାତ୍ରଙ୍କ ବୋଲି ଜଣାପଡିଥିଲା । ତେବେ…

କେଉଁ ଆସନରୁ ନିର୍ବାଚନ ଲଢିବେ ଧର୍ମେନ୍ଦ୍ର? ଦୁଇଟି ଆସନକୁ ନେଇ ବଢିଲା ଚର୍ଚ୍ଚା

କନକ ବ୍ୟୁରୋ: ଏଥର ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୈନିକ ଖବର କାଗଜ ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସର ଓଡିଶା ଚ୍ୟାପ୍ଟର କାର୍ଯ୍ୟକ୍ରମରେ ଭାଗ ନେଇ ନିର୍ବାଚନ ଲଢିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଗାମୀ ନିର୍ବାଚନରେ ଲଢ଼ିବେ କି…

ନବରଙ୍ଗପୁରରେ ଆବାସକୁ ନେଇ ତାତିଲେ ଜନତା। ପଞ୍ଚାୟତ ଅଫିସରେ ତାଲା ପକାଇଲେ ଉତ୍ୟକ୍ତ ହିତାଧିକାରୀ।

କନକ ବ୍ୟୁରୋ: ଆବାସ ତାଲିକା ନେଇ ବିଭିନ୍ନ ସ୍ଥାନରେ ତାତି । ହିତାଧିକାରୀଙ୍କ ନାଁ ନଥିବାରୁ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ କିଛି ସ୍ଥାନରେ ଉତେଜନା ଦେଖିବାକୁ ମିିଳିଛି । ନବରଙ୍ଗପୁରରେ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିବା ବେଳେ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି…

ନିଆରା ଢଙ୍ଗରେ ପାଳିତ ହୋଇଛି ନେତାଜୀଙ୍କ ଜୟନ୍ତୀ: ଲୁହା ନିର୍ମିତ ନେତାଜୀଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାଞ୍ଜଳି

କନକ ବ୍ୟୁରୋ: ନିଆରା ଢଙ୍ଗରେ ପାଳିତ ହୋଇଛି ନେତାଜୀଙ୍କ ଜୟନ୍ତୀ । ସ୍ୱାଧିନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ବିଭିିନ ସ୍ଥାନରେ ପାଳନ ହେଉଛି । ତେବେ ବ୍ରହ୍ମପୁର ସରକାରୀ ଆଇଟିଆଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏହାକୁ ଏକ ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି ।।…