Daily Archives

January 16, 2023

ବିଦ୍ୟୁତ ଚୋରିକୁ ଧରିବ ଡ୍ରୋନ୍: ବାଲେଶ୍ୱର ସୋରରେ ଟାଟା ପାୱାର କଲା ପରୀକ୍ଷାମୂଳକ ଉଡାଣ

କନକ ବ୍ୟୁରୋ: ଏଣିକି ସହଜ ହେବ ମିଟର ରିଡିଂ । ରୋକାଯାଇପାରିବ ବିଦ୍ୟୁତ ଚୋରି । ଏସବୁ ରୋକିବାକୁ ଡ୍ରୋନର ପରୀକ୍ଷାମୂଳକ ଉଡାଣ ଆରମ୍ଭ କରିଛି ଟାଟା ପାୱାର । ସୋର ଡିଭିଜନ ମଙ୍ଗଳପୁର ଶ୍ରୀନିବାସ ପଡିଆରେ ପ୍ରଥମ କରି ବିଦ୍ୟ୍ରୁତ ମିଟର ରିଡିଂ ଓ କିଭଳି ଚୋର ଧରାଯାଇପାରିବ ସେ ନେଇ ପରୀକ୍ଷାମୂଳକ…

ଅଧାରେ ପଡିଛି ପ୍ରକଳ୍ପ କାମ: ୧୫ ବର୍ଷ ପରେ ବି ସରିପାରୁନି ମହେନ୍ଦ୍ର ତନୟା ନଦୀ ଉପରେ ଦୁଇ ପ୍ରକଳ୍ପ

କନକ ବ୍ୟୁରୋ: ଅଧାରେ ପଡିଛି ପ୍ରକଳ୍ପ କାମ । ବ୍ୟୟ ଅଟକଳ ହୋଇସାରିଥିଲେ ବି କାମ ସରିବାର ନାଁ ନେଉନି । ବର୍ଷକ ମଧ୍ୟରେ କାମ ସାରିବାକୁ ପ୍ରତିଶ୍ରୁତି ମିଳିଥିଲେ ବି ୧୫ ବର୍ଷ ହେଲାଣି ଶେଷ ହେଉନି କାମ । ଗଜପତି ରାୟଗଡ ବ୍ଳକର ଡମ୍ବାପୁର ଓ ଚମ୍ପାପୁରରେ ମହେନ୍ଦ୍ର ତନୟା ନଦୀ ଉପରେ ନିର୍ମାଣ…

ନେପାଳର ୬ ସବୁଠାରୁ ବିପଦପୂର୍ଣ୍ଣ ଏୟାରପୋର୍ଟ: ଲ୍ୟାଣ୍ଡିଂ ବେଳେ ଅଟକି ଯାଏ ନିଶ୍ୱାସ

କନକ ବ୍ୟୁରୋ: ନେପାଳରେ ହୋଇଥିବା ବିମାନ ଦୁର୍ଘଟଣା ପରେ ଏବେ ନେପାଳର ବିପଦପୂର୍ଣ୍ଣ ଏୟାରପୋର୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନେପାଳରେ ଏମିତି କିଛି ଏୟାରପୋର୍ଟ ରହିଛି ଯାହା ଅଧିକ ଖତରନାକ ହୋଇଥାଏ । ତେବେ ନେପାଳ ବିମାନ ଦୁର୍ଘଟଣା ପରେ ପରେ ନଜର ପକାନ୍ତୁ ନେପାଳରେ ଥିବା ଭୟଙ୍କର…

ରାଜ୍ୟରେ ପୁଣି କୋଭିଡ୍ ଟିକାକରଣ । ୧୯ରୁ ଟିକା ନେଇପାରିବେ ଲୋକେ । 

କନକ ବ୍ୟୁରୋ: ୧୯ରୁ ପୁଣି ଦିଆଯିବ କରୋନା ଟିକା । ରାଜ୍ୟରେ ଆସନ୍ତା ୧୯ରୁ ପୁଣି ଦିଆଯିବ କୋଭିଡ୍ ଟିକା । କୋଭିଡ୍ ଟିକାକରଣ ଅଭିଯାନରେ ଉପଲବ୍ଧ ହେବ କୋଭିସିଲ୍ଡ । ୨ୟ ଓ ପ୍ରିକସନ ଡୋଜ ସମୟ ହୋଇଥିଲେ ଟିକା ନେଇପାରିବେ । ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଟିକାକରଣ କେନ୍ଦ୍ରରେ ଉପଲବ୍ଧ…

ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ । ବଢ଼ିପାରେ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ । ଧର୍ମେନ୍ଦ୍ରଙ୍କୁ ମିଳିପାରେ…

କନକ ବ୍ୟୁରୋ: ଆରମ୍ଭ ହୋଇଛି ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେଉଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ବୈଠକ ବେଶ ଗୁରୁତ୍ୱ ବହନ କରୁଛି । ଆଗକୁ ୯ଟି ରାଜ୍ୟରେ ବିଧାନସଭା…

ହାଇକୋର୍ଟଙ୍କ ପାଖରେ ରହିଛି ଶକ୍ତି, ଆପଣ ସେଠାରେ କରନ୍ତୁ ଆବେଦନ… ଯୋଶୀମଠ ପ୍ରସଙ୍ଗରେ ଏଭଳି କାହିଁକି କହିଲେ…

କନକ ବ୍ୟୁରୋ: ଉତ୍ତରାଖଣ୍ଡର ଯୋଶୀମଠରେ ମାଟି ଧସିବା କାରଣରୁ ଅନେକ ସ୍ଥାନରେ ଘରଗୁଡିକରେ ଫାଟ ଦେଖାଯାଇଛି । ଏହି ବିପତ୍ତିକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ଦାଖଲ ହୋଇଥିଲା । ସୋମବାର କୋର୍ଟ ଏହା ଉପରେ ଶୁଣାଣି କରି କହିଛନ୍ତି ଯେ, ଏହିଭଳି ମାମଲା ପୂର୍ବରୁ ହାଇକୋର୍ଟରେ ଜାରିରହିଛି ତେବେ…