Daily Archives

January 3, 2023

ନୂଆ ଶିକ୍ଷାବର୍ଷରୁ ନୂଆ ପାଠ୍ୟକ୍ରମ । ଆସୁଛି ବାଲ୍ ବାଟିକା ଯୋଜନା ।

କନକ ବ୍ୟୁରୋ: ନୂଆ ଶିକ୍ଷାବର୍ଷରୁ ନୂଆ ପାଠ୍ୟକ୍ରମ । ଆସୁଛି ବାଲ୍ ବାଟିକା ଯୋଜନା । ୩ ବର୍ଷ ବୟସରୁ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହେବ ବାଲ୍ ବାଟିକା । ବାଲ୍ ବାଟିକା ରହିବ ୩ ବର୍ଷ ଏବଂ ପ୍ରଥମ, ଦ୍ୱିତୀୟ ମିଶାଇ ପ୍ରଥମ ପର୍ଯ୍ୟାୟରେ ରହିବ ୫ ବର୍ଷ । ସେହିପରି ତୃତୀୟ, ଚତୁର୍ଥ, ପଞ୍ଚମ…

ଦିଲ୍ଲୀ ହିଟ୍ ଆଣ୍ଡ ରନ୍ ମାମଲାରେ ନୂଆ ମୋଡ: ସିସିଟିଭିରେ ଲୁଚିଛି ମୃତ୍ୟୁ ପଛର ରହସ୍ୟ?

କନକ ବ୍ୟୁରୋ: ଦିଲ୍ଲୀରେ ଅଞ୍ଜଳୀ ମୃତ୍ୟୁ ମାମଲାର ରହସ୍ୟ ଲୁଚିଛି କି ସିସିଟିଭିରେ? ଦିଲ୍ଲୀ ପୋଲିସ ଏହି ଘଟଣାରେ ତଦନ୍ତ ଜାରି ରଖିଛି । ଏହାରି ଭିତରେ ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଯେଉଁଥିରେ ଅଞ୍ଜଳି ଏବଂ ତାଙ୍କ ବାନ୍ଧବୀ ଝଗଡା କରୁଥିବା ଦେଖିବାକୁ ମିଳିଛି । ପରେ ଉଭୟ…

ଓଡିଶାରେ ଆଉ ଜଣେ ଋଷ ନାଗରିକଙ୍କ ମୃତ୍ୟୁ । ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଋଷ ଇଞ୍ଜିନିୟର ମିଲ୍ ୟାକୁବ୍ ସର୍ଗେଇଙ୍କ…

କନକ ବ୍ୟୁରୋ: ୧୫ ଦିନ ବ୍ୟବଧାନରେ ୩ ଋଷିଆ ନାଗରିକଙ୍କ ମୃତ୍ୟୁ । ରାୟଗଡା ବୁଲିବାକୁ ଆସିଥିବାବେଳେ ଋଷର ବ୍ୟବସାୟୀ ତଥା ସାଂସଦ ପାଭେଲ ଆଂଟୋଭ ଓ ତାଙ୍କ ବନ୍ଧୁ ଭ୍ଲାଦିମିର ବିଦାନୋଭଙ୍କ ସନ୍ଦେହଜନକ ମୃତ୍ୟୁ ପରେ, ପୁଣି ଜଣେ ରୁଷିଆ ନାଗରିକଙ୍କ ମୃତ୍ୟୁ ହୋଇଛି । ପାରାଦୀପ ବନ୍ଦରରେ ଆସି…

ଅଙ୍ଗନବାଡି କର୍ମଚାରୀଙ୍କ ଆନ୍ଦୋଳନ ସ୍ଥଗିତ: ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ସ୍ଥଗିତ

କନକ ବ୍ୟୁରୋ: ଅଙ୍ଗନୱାଡ଼ି କର୍ମୀଙ୍କ ଆନ୍ଦୋଳନ ସ୍ଥଗିତ । ଭୁବନେଶ୍ୱରରେ ଚାଲିଥିବା ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖିଛି ସଂଘ । ଫେବୃୟାରୀ ଦ୍ୱିତୀୟ ସପ୍ତାହ ଯାଏଁ ଏହି ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିବା ବେଳେ ପରବର୍ତୀ ଆଲୋଚନା ପରେ ପୁଣି ନିଷ୍ପତି ନିଆଯିବ ବୋଲି ସୂଚନା ଦିଆଯାଇଛି । ଆଠ…

ଶ୍ରୀମନ୍ଦିରରେ କମୁଛି ଆୟ, ବଢ଼ୁଛି ଖର୍ଚ୍ଚ । ବ୍ୟୟ ଅଟକଳଠାରୁ ଖର୍ଚ୍ଚ ହେଉଛି ଅଧିକ ଟଙ୍କା । ଉଠିଲା ପ୍ରଶ୍ନ, କାହିଁକି…

କନକ ବ୍ୟୁରୋ: ସମସ୍ତଙ୍କ ମନରେ ଏକ ଧାରଣା ରହିଛି, ଶ୍ରୀମନ୍ଦିର ରାଜକୋଷରେ ଧନର ଅଭାବ ରହୁନି । କିନ୍ତୁ ଏବେ ଶ୍ରୀଜଗନ୍ନାଥ ମନ୍ଦିରରୁ ଅତ୍ୟନ୍ତ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ଏଠାରେ ଆୟ ତୁଳନାରେ ବ୍ୟୟ ଅଧିକ ହେଉଛି । ହୁଣ୍ଡିକୁ ଆସୁନି ଟଙ୍କା । ଏପ୍ରିଲରୁ ଜୁନ୍ ଭିତରେ ବ୍ୟୟ ଅଟକଳ ୧…

ଚର୍ଚ୍ଚାରେ ମୃତ୍ୟୁ ପୂର୍ବରୁ ଡାକ୍ତର ଶୁଭଶ୍ରୀଙ୍କ ନାଚ: ଗୀତର ତାଳେ ତାଳେ ନାଚି ପାଳନ କରିଥିଲେ ଜିରୋନାଇଟ୍

କନକ ବ୍ୟୁରୋ: ମୃତ୍ୟୁ ପୂର୍ବରୁ ସହକର୍ମୀମାନଙ୍କ ସହ ଜିରୋନାଇଟ୍ ସେଲିବ୍ରେସନ କରିଥିଲେ ଡାକ୍ତର ଶୁଭଶ୍ରୀ କର । ବର୍ଷ ୨୦୨୨ର ଶେଷ ଦିନର ଶେଷ ସମୟର ପ୍ରତିଟି ମୁହୁର୍ତକୁ ଝୁମି ଝୁମି ବିତାଇଥିଲେ ଶୁଭଶ୍ରୀ । ସହକର୍ମୀମାନଙ୍କ ସହ ଜିରୋ ନାଇଟ ପାଳନରେ ମସଗୁଲ ଥିଲେ । ବଲିଉଡ ଗୀତର ତାଳେ ତାଳେ…