Daily Archives

December 22, 2022

ରୁଷ ସହ ଯୁଦ୍ଧ ଭିତରେ ପ୍ରଥମ ଥର ଆମେରିକା ଗସ୍ତରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି। ଜୋ ବାଇଡେନଙ୍କୁ କଲେ ସାକ୍ଷାତ।

କନକ ବ୍ୟୁରୋ: ରୁଷ ସହ ଯୁଦ୍ଧ ଭିତରେ ପ୍ରଥମ ଥର ଆମେରିକା ଗସ୍ତରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ସାକ୍ଷାତ କରିଛନ୍ତି । ଜେଲେନ୍ସ୍କି କହିଛନ୍ତି କେବେବି ଆତ୍ମସମର୍ପଣ କରିବୁନି । ସମର୍ଥନ କରିଥିବାରୁ ସେ ଆମେରିକାକୁ ଧନ୍ୟବାଦ ଜଣାଇଛନ୍ତି ।…

ସ୍ଥିତି ଉପରେ ନଜର ରଖିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ, ଗାଇଡ ଲାଇନ ପାଳିବାକୁ ଅପିଲ କଲେ ଅରିନ୍ଦମ ବାଗଚୀ।

କନକ ବ୍ୟୁରୋ: ଚୀନର ସ୍ଥିତି ଉପରେ ଭାରତ ନଜର ରଖିଥିବା କହିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ । ଏମଇର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛି, ଚୀନର ସ୍ଥିତି ଉପରେ ନଜର ରଖାଯାଇଛି । ଆବଶ୍ୟକ ମୁତାବକ ଦେଶମାନଙ୍କୁ ଚିକିତ୍ସା କ୍ଷେତ୍ରରେ ଭାରତ ସାହାଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ । ଏଥିସହ ଯେଉଁ…

ଭାରତରେ ହେବ ବି ଚୀନ୍ ଭଳି ପରିସ୍ଥିତି? ଚିନ୍ତାରେ ସରକାର ଓ ଜନତା।

କନକ ବ୍ୟୁରୋ: ନୂଆ ବର୍ଷ ପୂର୍ବରୁ କରୋନା ଓମିକ୍ରନର ନୂଆ ଭାରିଆଣ୍ଟ ବିଏଫ-୭ ଭାରତ ସମେତ ଆଉ ଦେଶରେ ଚିନ୍ତା ବଢ଼ାଇ ଦେଇଛି । ଏହି ଭାରିଆଣ୍ଟରେ ଅଧିକ ପ୍ରଭାବିତ ହୋଇଛି ଚୀନ । ଚୀନ୍ ବ୍ୟତୀତ ଆମେରିକା ଓ ଜାପାନ ଭଳି ଦେଶରେ ମଧ୍ୟ କୋଭିଡ୍ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢ଼ିଚାଲିଛି । ଏହାକୁ…

ଭୁବନେଶ୍ୱର ଏମ୍ସରେ ବିରଳ ଅସ୍ତ୍ରୋପ୍ରଚାର। ହାତ କଟିଯିବାର ୮ଘଣ୍ଟା ପରେ ଆସିଥିଲେ ବି ଯୋଡିବାରେ ସଫଳ ହେଲେ ଡାକ୍ତର।

କନକ ବ୍ୟୁରୋ: ପୁଣି ଯୋଡ଼ାହେଲା କଟାହାତ । ନୂଆ ଜୀବନ ପାଇଲେ ଝିଅ । ଅପରେସନ ଟେବୁଲରେ ଥୁଆ ହୋଇଥିଲା କଟାହାତ । ଆଉ ଏହାକୁ ଶରୀର ସହ ଯୋଡିବାକୁ ଚାଲିଥିଲା ଅସ୍ତ୍ରୋପଚାର । ପ୍ଲାଷ୍ଟିକ ସର୍ଜରୀ, ଅସ୍ଥିଶଲ୍ୟ ଓ ନିଶ୍ଚେତକ ବିଭାଗର ଡାକ୍ତରଙ୍କ ୧୦ ଘଂଟାର ଅକ୍ଲାନ୍ତ ପରିଶ୍ରମ ପରେ ଏଭଳି ଏକ ବିରଳ…

ମୁଖ୍ୟମନ୍ତ୍ରୀଙ୍କ ସଭାରେ କଳା ପୋଷାକ ଉପରେ କଟକଣା। ବାଲେଶ୍ୱର ପୋଲିସ ପଡିଆ ବାହାରେ ପୋଲିସର ଶକ୍ତ ନିର୍ଦ୍ଦେଶ।

କନକ ବ୍ୟୁରୋ: ଏକ ଅଘୋଷିତ କଟକଣା ଲୋକଙ୍କୁ କେତେ ଅପଦସ୍ତ କରିପାରେ ବାଲେଶ୍ୱରରୁ ଆସିଥିବା ଚିତ୍ରରୁ ବୟାନ୍ ହୋଇଛି । କିଏ ଜ୍ୟାକେଟ୍ ଖୋଲି ଟାଙ୍ଗି ଦେଉଛି ତ’ ଆଉ କିଏ ଶାଲ କାଢ଼ି ରଖି ଦେଉଛି । ଏମିତି କି କଳା ବ୍ୟାଗ୍ କିମ୍ବା କଳା ହେଲମେଟ୍୍ ବି ଏଥିରୁ ବାଦ ପଡିନି । ବାଲେଶ୍ୱରରେ…

ଚୀନରୁ ଆସୁଛି କରୋନାର କରୁଣ ଦୃଶ୍ୟ। ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା, ଚିକିତ୍ସା ପାଇଁ ଲମ୍ବା ଧାଡିଲେ ଲୋକେ।

କନକ ବ୍ୟୁରୋ: ବ୍ରିଟେନର ଗବେଷଣା ସଂସ୍ଥା “ଏୟାରଫିନିଟି ଏଲଟିଡି’ ଚୀନର କରୋନା ସ୍ଥିତିକୁ ନେଇ ଅନୁଧ୍ୟାନ କଲା ପରେ ଯେଉଁ ତଥ୍ୟ ଦେଇଛି, ତାହା ହୋସ୍ ଉଡ଼ାଇଲା ଭଳି । ରିପୋର୍ଟରେ କୁହାଯାଇଛି ଯେ, ଏବେ ଚୀନରେ ଦିନକୁ ୧୦ ଲକ୍ଷ ସଂକ୍ରମଣ ଘଟୁଛି, ଆଉ କରୋନାରେ ପ୍ରତିଦିନ ୫ ହଜାର ଆକ୍ରାନ୍ତଙ୍କ…