Daily Archives

December 1, 2022

କମ୍ପୁଛି ପଦ୍ମପୁର ମଇଦାନ,୩ ଦିନ ଧରି ବିଜେପି ପ୍ରଚାରର ମଙ୍ଗ ଧରିଛନ୍ତି ଧର୍ମେନ୍ଦ୍ର। ପ୍ରଚାର ପାଇଁ କାଲି ପହଞ୍ଚିବେ…

କନକ ବ୍ୟୁରୋ: ପଦ୍ମପୁରରେ ଆସନ୍ତାକାଲି ପାୱାର ସୋ କରିବ ବିଜେଡି । ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡିର ନମ୍ବର ୱାନ ଷ୍ଟାର ପ୍ରଚାର ନବୀନ ପଟ୍ଟନାୟକ । ଗୋଟିଏ ଦିନରେ ତିନି ତିନି ଜନସଭାରେ ପଦ୍ମପୁରବାସୀଙ୍କୁ ସମ୍ବୋଦ୍ଧିତ କରିବେ । ପଦ୍ମପୁରର ତିନୋଟି ବ୍ଲକ ପାଇକମାଲ, ଝାରବନ୍ଧ ଓ…

ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ସାମିଲ ହେଲେ ବଡ଼ ବଡ଼ ଶିଳ୍ପପତି। ଆଶା ଦେଖାଇଲେ ସଜ୍ଜନ ଜିନ୍ଦଲ,ଅନୀଲ ଅଗ୍ରୱାଲଙ୍କ ଭଳି…

କନକ ବ୍ୟୁରୋ: ମେକ୍ ଇନ୍ ଓଡିଶା କନକ୍ଲେଭ୍-୨୦୨୨ ମଞ୍ଚରୁ ରାଜ୍ୟବାସୀଙ୍କୁ ବଡ ବଡ ଶିଳ୍ପର ସ୍ୱପ୍ନ ଦେଖାଇଛନ୍ତି ଦେଶ ବିଦେଶରୁ ଆସିଥିବା ଶିଳ୍ପପତି । ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ମେକ୍ ଇନ୍ ଓଡିଶାର ମୋଟ ୧୪୫ଟି ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ ପାଇଛି । ଏହା ଦ୍ୱାରା ରାଜ୍ୟକୁ…

ଅର୍ଚ୍ଚନା ‘ଫାଶ’ର ହୋଟେଲ ଲିଙ୍କ୍: ହୋଟେଲରେ ହୋଇଥିଲା କି ହନିଟ୍ରାପର ଡିଲ୍?

କନକ ବ୍ୟୁରୋ: ଅର୍ଚ୍ଚନା ନାଗଫାଶର ଗୁମର ଖୋଲିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜଣକ ପରେ ଜଣକୁ ଜେରା କରିଚାଲିଛି । ବେଆଇନ ଟଙ୍କା କାରବାର କରିଥିବା ଲୋକଙ୍କ ମୁଣ୍ଡରେ ଚଡକ ପଡିଛି । ଇଡିରେ ହାଜର ହୋଇଛନ୍ତି ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ ଦାସ । ଅର୍ଚ୍ଚନା ନାଗ ମାମଲାରେ ସମନ ପାଇବା ପରେ…

ଚାଷୀଙ୍କ ହାତରେ ଚାବିକାଠି: କ’ଣ ଚାହୁଁଛନ୍ତି ପଦ୍ମପୁର ଚାଷୀ?

କନକ ବ୍ୟୁରୋ: ଚାଷ ଓ ଚାଷୀକୁ ନେଇ ବଡ଼ ରାଜନୀତି ଭିତରେ ଚାଷୀଙ୍କୁ ଯେତେବେଳେ କହିବାର ସୁଯୋଗ ମିଳିଛି, ଛାତି ତଳେ ଚାପି ରଖିଥିବା କୋହକୁ କ୍ୟାମେରା ଆଗରେ ବୟାନ୍ କରିଛି । ପଦ୍ମପୁର ଉପ-ନିର୍ବାଚନ ପୂର୍ବରୁ, ଗ୍ରାଉଣ୍ଡ ଜିରୋରେ କନକ ନ୍ୟୁଜ୍ର ଚାଷୀ ସମାବେଶରେ ସ୍ପଷ୍ଟ ବାରି ହୋଇପଡ଼ିଛି ଚାଷୀ…

୫୧ ହଜାର କୋଟି ଟଙ୍କାର ନିବେଶ ପାଇଁ ୩ଟି ବୁଝାମଣାପତ୍ର ସ୍ୱାକ୍ଷରିତ, ଓଡିଶା ଅକ୍ଷୟଶକ୍ତି ନୀତି -୨୦୨୨ ଘୋଷିତ

କନକ ବ୍ୟୁରୋ : ଓଡିଶା ସରକାରଙ୍କ ମେକ୍ ଇନ୍ ଓଡିଶା କନକ୍ଲେଭର ତୃତୀୟ ସଂସ୍କରଣ -୨୦୨୨ ପ୍ରଥମ ଦିନରେ ଓଡିଶା ଅକ୍ଷୟଶକ୍ତି ନୀତି -୨୦୨୨ ଘୋଷିତ ହୋଇଛି । ଅକ୍ଷୟଶକ୍ତି ସଂପର୍କିତ ଏକ ବିଜନେସ ଲିଡର ଅଧିବେଶନରେ ଯୋଗଦେଇ ଶକ୍ତି, ଶିଳ୍ପ, ଏମଏସଏଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ ବକ୍ତବ୍ୟ ରଖିବା ସହ…

ଜାତୀୟ ଏମଏସଏମଇ ପ୍ରତିଷ୍ଠାନ ଓ ଏଏସବିଏମ ବିଶ୍ଵବିଦ୍ୟାଳୟ ମଧ୍ୟରେ ବୁଝାମଣା ସ୍ବାକ୍ଷରିତ। ଲାଭାନ୍ୱିତ ହେବେ…

କନକ ବ୍ୟୁରୋ: ଭାରତ ସରକାରଙ୍କର ଜାତୀୟ ଏମଏସଏମଇ ପ୍ରତିଷ୍ଠାନ ଓ ଏଏସବିଏମ ବିଶ୍ଵବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ଏଏସବିଏମ ବିଶ୍ଵବିଦ୍ୟାଳୟର ସେଣ୍ଟ୍ରାଲ ଅଡିଟରିଅମରେ ଜାତୀୟ ଏମଏସଏମଇ ପ୍ରତିଷ୍ଠାନର ମହାନିର୍ଦ୍ଦେଶକ ଡକ୍ଟର ଗ୍ଲୋରୀ ସ୍ୱରୂପା ଓ ଏଏସବିଏମ…