Daily Archives

November 5, 2022

ମହାକାଶରୁ ଖସିଲା ଚୀନର ୨୩ ଟନ ଓଜନର ରକେଟ୍ । ପ୍ରଶାନ୍ତ ମହାସାଗରରେ ଖସିପଡିଥିବା ଆମେରିକା ସ୍ପେସ୍ କମାଣ୍ଡର ସୂଚନା

କନକ ବ୍ୟୁରୋ : ଟଳିଲା ବଡ଼ ବିପଦ । ଅନେକ ଆଶଙ୍କା ପରେ ଶେଷରେ ପ୍ରଶାନ୍ତ ମହାସାଗରରେ ଖସିଲା ଚୀନ୍ର ଅନିୟନ୍ତ୍ରିତ ରକେଟ୍ । ୨୩ଟନ୍ ଓଜନର ଚୀନ୍ର ରକେଟ ‘ଲଙ୍ଗ ମାର୍ଚ୍ଚ ଫାଇଭ-ବି’ ଅନିୟନ୍ତ୍ରିତ ହୋଇପଡିବା ପରେ ଏହାକୁ ନେଇ ଅନେକ ଆଶଙ୍କା ଦେଖାଦେଇଥିଲା । ଯାହାକୁ ନେଇ ବୈଜ୍ଞାନିକମାନେ ମଧ୍ୟ…

୩୪ ବର୍ଷରେ ପାଦ ରଖିଲେ କୋହଲି । ସାଥୀ ଖେଳାଳୀଙ୍କ ସହ ମନାଇଲେ ଉତ୍ସବ

କନକ ବ୍ୟୁରୋ : ୩୪ ବର୍ଷରେ ପାଦ ରଖଛନ୍ତି କ୍ରିକେଟ୍ର ରନ ମେସିନ୍ କୁହାଯାଉଥିବା ଭାରତୀୟ ବ୍ୟାଟର ବିରାଟ କୋହଲି । କ୍ରିକେଟ୍ ଇତିହାସରେ ସଚିନ ତେନ୍ଦୁଲକରଙ୍କ ପରେ ଯଦି କେହି ଅଧିକ ପରିଚିତ ଥାଆନ୍ତି ସେ ହେଉଛନ୍ତି କୋହଲି । ଶନିବାର ୩୪ ତମ ଜନ୍ମଦିବସ ଅବସରରେ ଅଷ୍ଟ୍ରେଲିଆରେ ସାଥୀ ଖେଳାଳୀଙ୍କ…

ଇମ୍ରାନଙ୍କ ବୟାନକୁ ନେଇ ଚର୍ଚ୍ଚା । କହିଲେ, ଗୁଳିମାଡ ପଛରେ ୩ ବ୍ୟକ୍ତିଙ୍କ ହାତ ! ଗୁଇନ୍ଦା ମୁଖ୍ୟଙ୍କ ସମ୍ପୃକ୍ତି…

କନକ ବ୍ୟୁରୋ : ଗୁଳିମାଡ଼ରେ ଗୁରୁତର ହେବା ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଆକ୍ରମଣ ନେଇ ଯେଉଁ ବୟାନ ଦେଇଛନ୍ତି ତାକୁ ନେଇ କେବଳ ପାକିସ୍ତାନ ନୁହେଁ ଭାରତରେ ମଧ୍ୟ ଚର୍ଚ୍ଚା ହେଉଛି । ସେ ଜାଣିଥିଲେ ତାଙ୍କ ଉପରେ ଆକ୍ରମଣ ହେବାକୁ ଯାଉଛି । ଏବଂ ଏହି ଆକ୍ରମଣ ପଛରେ…

ଭାରତ ଉପରେ ନଜର ରଖୁଛି ଚୀନ! ପଇଁତରା ମାରୁଛି, ଖବର ସଂଗ୍ରହ କରୁଛି

କନକ ବ୍ୟୁରୋ : ୩ମାସ ନପୁରୁଣୁ ପୁଣି ଥରେ ଭାରତ ବିରୋଧରେ ନିଜର ସେହି ଚିରାଚରିତ ଗୁଇନ୍ଦାଗୀରି ଆରମ୍ଭ କରିଛି ଚୀନ । ଚୀନ ନୌସେନା ଭାରତ ମହାସାଗରେ ଏକ ଜାହଜ ମୃତୟନ କରିଛି ଓ ଏହା ସମ୍ପୂର୍ଣ୍ଣ ଭାବେ ଭାରତର ଗତିବିଧି ଉପରେ ନଜର ରଖୁଥିବା ଭାରତୀୟ ଗୁଇନ୍ଦା ସଂସ୍ଥା ପ୍ରମାଣ ସହ ଦାବି କରିଛି ।…

ହିମାଚଳ ନିର୍ବାଚନ ପାଇଁ ଘୋଷଣାପତ୍ର ଜାରିକଲା କଂଗ୍ରେସ । ସରକାରକୁ ଆସିଲେ ପ୍ରଥମ କ୍ୟାବିନେଟରେ ୧ ଲକ୍ଷ ସରକାରୀ…

କନକ ବ୍ୟୁରୋ : ଶୁକ୍ରବାର ହିମାଚଳପ୍ରଦେଶରେ ପହଁଚି କ୍ୟାମ୍ପେନ କରିଥିଲେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ବାଡ୍ରା । ରାଜ୍ୟବାସୀଙ୍କୁ ଆକୃଷ୍ଟ କରିବା ପାଇଁ ଏଭଳି କିଛି ପ୍ରତିଶ୍ରୁତି ଦେଇଥିଲେ ଓ ବିଜେପି ସରକାରଙ୍କ ବିରୋଧରେ ବର୍ଷିଥିଲେ । ପ୍ରତିଶ୍ରୁତିର ୨୪ଘଂଟା ନପୁରୁଣ ଦଳ…

ହୃତଘାତରେ ଚାଲିଗଲା ଗାଡି ଚାଳକଙ୍କ ଜୀବନ, ବଞ୍ଚାଇଦେଲେ ୫୦ ଯାତ୍ରୀଙ୍କ ଜୀବନ ।

କନକ ବ୍ୟୁରୋ: ମୃତ୍ୟୁ କେତେବେଳେ କେଉଁଠି ଆସିବ ତାହା କହିହେବ ନାହିଁ । ଗାଡ଼ି ଚାଳନା ବେଳେ ହୃଦଘାତରେ ଜଣେ ବସ୍ ଡ୍ରାଇଭରଙ୍କ ଜୀବନ ଯାଇଛି। ହୃଦଘାତ ବୋଲି ଡ୍ରାଇଭର ଅନୁଭବ କରିବା ପରେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବସଟିକୁ ରାସ୍ତାରେ ଠିଆ କରିଥିଲେ । ଫଳରେ ୫୦ ଯାତ୍ରୀ ଏକ ବଡ଼ ଦୁର୍ଘଟଣାରୁ…