Daily Archives

November 5, 2022

ପାଟଣାଗଡ଼ ପାର୍ସଲ ବୋମା ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର ପଢ଼ିବେ ସାମ୍ବାଦିକତା ପାଠ। ଜେଲରେ ଥାଇ ପାଠପଢ଼ିବା ନେଇ କଲେ…

କନକ ବ୍ୟୁରୋ: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର ପଢ଼ିବେ ସାମ୍ବାଦିକତା । ଜେଲରେ ଥାଇ ପାଠପଢ଼ିବା ନେଇ ଆବେଦନ କରିଛନ୍ତି ପୁଞ୍ଜିଲାଲ । ଭୁବନେଶ୍ୱର ୟୁନିଟ୍-୬ ସ୍ଥିତ ଷ୍ଟଡି ସେଣ୍ଟରରେ ସେ ପାଠ ପଢ଼ିବା ପାଇଁ ଆବେଦନ କରିଥିବା ସୂଚନା ରହିଛି । ଆବେଦନ…

ମାନୁନାହାନ୍ତି ପ୍ରଶାସନର ନିୟମ। ଅମାନିଆ ପର୍ଯ୍ୟଟକଙ୍କ ପାଇଁ ବିପଦ ସାଜିଛି ରାୟଗଡ଼ା ଝୁଲାପୋଲ।

କନକ ବ୍ୟୁରୋ: ମାନୁନାହାନ୍ତି ପ୍ରଶାସନର ନିୟମ । ଅମାନିଆ ପର୍ଯ୍ୟଟକଙ୍କ ପାଇଁ ବିପଦରେ ଝୁଲାପୋଲ । ତାରବାଡ଼ ଡେଇଁ ଝୁଲା ପୋଲକୁ ଯାଉଛନ୍ତି ପର୍ଯ୍ୟଟକ । ପ୍ରଶାସନର ନିୟମକୁ ବେଖାତିର କରି ବିପଦ ମୁହଁକୁ ଯାଉଛନ୍ତି ପର୍ଯ୍ୟଟକ । ରାୟଗଡ଼ାର ଝୁଲା ପୋଲକୁ ମରାମତି ପାଇଁ ଜିଲ୍ଲା ପ୍ରଶାସନର…

ହାତୀ ଦାଉରୁ ଫସଲକୁ ସୁରକ୍ଷା ଦେବାକୁ ମଂଚରେ ରାତି କାଟୁଛି ଚାଷୀ। ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଞ୍ଚଳରେ ହାତୀ…

କନକ ବ୍ୟୁରୋ: ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଂଚଳରେ ହାତୀ ଉପଦ୍ରବ । କ୍ଷେତରେ ବର୍ଷ ତମାମ ପରିଶ୍ରମ କରି ଚାଷୀ ଫଳାଇଥିବା ସୁନାର ଫସଲକୁ ହାତୀ ଦଳି ନଷ୍ଟ କରୁଛି । ହାତୀ ଦାଉରୁ ଫସଲକୁ ସୁରକ୍ଷା ଦେବାକୁ ମଞ୍ଚରେ ରାତି କାଟୁଛି ଚାଷୀ । କିଏ ମଞ୍ଚା ଉପରେ ବସି ନିଜ କ୍ଷେତକୁ ଚାହିଁ ବସିଛି…

ବର୍ଷା ଋତୁ ସରିଲା ହେଲେ କେନାଲରେ ଆସୁନି ପାଣି। ପୁରୀ ଜିଲ୍ଲା ଗୋପ ବ୍ଲକରୁ ଆସିଲା ଚିତ୍ର।

କନକ ବ୍ୟୁରୋ: ବର୍ଷା ନାହିଁ କି କେନାଲରେ ପାଣି ଆସୁନି । ପାଣି ନପାଇ ଶହ ଶହ ହେକ୍ଟର ଚାଷ ଜମି ଆଁ କରିଛି । ପୁରୀ ଜିଲ୍ଲା ଗୋପ ବ୍ଲକରେ ଗୋପ ଜଳସେଚନ ବିଭାଗ ଅନ୍ତର୍ଗତ ବଡ଼ତରା, ଅଚିତପୁର,ବନାଖଣ୍ଡି ପଂଚାୟତର ଶହ ଶହ ହେକ୍ଟର ଚାଷ ଜମି ଫାଟି ଆଁ କରିଛି । ଚାଷୀମାନେ ପ୍ରତି ବର୍ଷ ଜଳକର ଦେଇ…

କେନ୍ଦ୍ରାପଡାରେ ଫସଲ ନଷ୍ଟ କରୁଛି ମାଟିଗୁଣ୍ଡିଆ ପୋକ। ନଷ୍ଟ ହୋଇଯାଉଛି ଶହ ଶହ ହେକ୍ଟର ଧାନ ଫସଲ।

କନକ ବ୍ୟୁରୋ: ଧାନ ଫସଲ ନଷ୍ଟ କରୁଛି ମାଟିଆଗୁଣ୍ଡି ପୋକ । ଧାନ ଥୋର ବାହାରିବ ସମୟରେ ପୋକ ଲାଗି ନଷ୍ଟ ହୋଇଯାଉଛି ଶହ ଶହ ହେକ୍ଟର ଧାନ ଫସଲ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ବିଜୟନଗର, ଦେଉଳିପଡ଼ା ଏବଂ ବଳିପାଳ ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ଧାନ ଫସଲ ନଷ୍ଟ କରୁଛି ମାଟିଗୁଣ୍ଡିଆ ପୋକ…

ରବି ଚାଷ ପୂର୍ବରୁ କୋରାପୁଟ୍ ବୋରିଗୁମ୍ମାରୁ ଆସିଲା ଜଳ ସଂକଟର ଅଭାବନୀୟ କାହାଣୀ। ପାଳିରେ ମିଳିବ ପାଣି ।

କନକ ବ୍ୟୁରୋ: ପ୍ରକଳ୍ପ ଗୋଟିଏ କିନ୍ତୁ ପାଖାପାଖି ଥିବା ୨୦ ପଂଚାୟତର ଚାଷୀଙ୍କୁ ଭିନ୍ନ ଭିନ୍ନ ସମୟରେ ମିଳିବ ପାଣି । ଜଳସେଚନ ବିଭାଗର ଏଭଳି ବିଚିତ୍ର ବ୍ୟବସ୍ଥା ଏବେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ୨୦ ପଞ୍ଚାୟତର ଚାଷୀଙ୍କୁ ଚିନ୍ତାରେ ପକାଇଛି । ରବି ଚାଷ ପାଇଁ ପାଣିର ନିହାତି…