ବିରୋଧୀଙ୍କ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ମନ୍ତବ୍ୟରେ ଜବାବ ରଖିଲେ ମୁଖ୍ୟମନ୍ତ୍ରୀ: ଭିଡିଓ ବାର୍ତ୍ତାରେ କହିଲେ, ଭଲକଥା । ବିରୋଧୀ ମଧ୍ୟ ଏଆଇ ବ୍ୟବହାର କରନ୍ତୁ

270

କନକ ବ୍ୟୁରୋ: ଆର୍ଟିଫିସିଆଲ ଇଂଟିଲିଜେନ୍ସ ବ୍ୟବହାର ନେଇ ବିରୋଧୀଙ୍କ ଅଭିଯୋଗ ଉପରେ ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ଭିଡିଓ ବାର୍ତାରେ ସେ ନିଜେ କହୁନାହାଁନ୍ତି, ଏଆଇ ବ୍ୟବହାର କରି ଭିଡିଓ କରାଯାଉଥିବା ନେଇ ବିଜେପି ଅଭିଯୋଗ ଆଣିଥିଲା । ଏହାର ଜବାବ ରଖି ନୀବନ କହିଛନ୍ତି, ଭଲ କଥା, ସେମାନେ ବି ଏଆଇ ବ୍ୟବହାର କରନ୍ତୁ ।