Daily Archives

October 29, 2022

ଧାମନଗର ପ୍ରଚାର ମୈଦାନରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ତେରଛା ବାଣ: କହିଲେ, ରହିନି ରାବଣ, ଦୁର୍ଯ୍ୟୋଧନଙ୍କ ଅହଙ୍କାର

କନକ ବ୍ୟୁରୋ: ଧାମନଗରରେ ଦୁଇ ଦିନ ଧରି ବିଜେପିର ପ୍ରଚାର ମଙ୍ଗ ଧରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଚାର ମଇଦାନରୁ ରାଜ୍ୟ ସରକାରଙ୍କୁ ତେରଛା ବାଣ ମାରିଛନ୍ତି ଧର୍ମେନ୍ଦ୍ର । କହିଛନ୍ତି, ଗୋରା ବି ଦିନେ ଶାସନ କରୁଥିଲେ । ରାବଣ ଦୁର୍ଯ୍ୟୋଧନର ବି ଅହଙ୍କାର ରହିନାହିଁ । ଏବେ…

ବାବରଙ୍କ ଉପରେ ଖପ୍ପା ପାକିସ୍ତାନର ପୂର୍ବ ଅଧିନାୟକ । କହିଲେ, ବାବରଙ୍କ ଜିଦି ପାଇଁ ହାରୁଛି ପାକିସ୍ତାନ ।

କନକ ବ୍ୟୁରୋ :  ଟି-୨୦ ବିଶ୍ୱକପରେ ଦୁର୍ବଳ ଜିମ୍ବାୱେ ଠାରୁ ପରାଜିତ ହେବା ପରେ ପାକିସ୍ତାନର ପ୍ରଦର୍ଶନକୁ ନେଇ ଉଠିଛି ପ୍ରଶ୍ନ । ଖାସକରି ପାକିସ୍ତାନର ଅଧିନାୟକ ବାବର ଆଜମଙ୍କୁ ନେଇ ଖପ୍ପା ଅଛନ୍ତି ପାକିସ୍ତାନର ପୂର୍ବତନ କ୍ୟାପେଟନ ।  ପାକିସ୍ତାନ ଟିମର ୨ ପୂର୍ବତନ ଅଧିନାୟକ ୱାକର ୟୁନୁସ ଓ…

ନୂଆ ଆଇଟି ନିୟମ ସାମାଜିକ ଗଣମାଧ୍ୟମ କମ୍ପାନୀର ମନମାନୀ ଉପରେ ଲଗାଇବ ବ୍ରେକ୍, ଭୁଲ ତଥ୍ୟ ପୋଷ୍ଟ କଲେ ତୁରନ୍ତ…

କନକ ବ୍ୟୁରୋ: ଆଇଟି ନିୟମରେ ସଂଶୋଧନ ପରେ ସାମାଜିକ ଗଣମାଧ୍ୟମର କମ୍ପାନୀ ଅଧିକ ସଚେତନ ହେବା ଆବଶ୍ୟକ ହୋଇପଡିଛି । ଅଧିକ ଦାୟିତ୍ୱବାନ ହୋଇ କାମ କଲେ କୌଣସି ବେଆଇନ ପୋଷ୍ଟ ରୋକାଯାଇପାରିବ । କେନ୍ଦ୍ର ଆଇଟି ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଶନିବାର ଏହା ସ୍ପଷ୍ଟ କରିଛନ୍ତି ।…

ବିଜେପିକୁ ପୁଣି ଟାର୍ଗେଟ କଲେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ, ଅପରେସନ ଲୋଟସକୁ ନେଇ ଆଣିଲେ ଏଭଳି ଅଭିଯୋଗ

କନକ ବ୍ୟୁରୋ : ହିମାଚଳ ପ୍ରଦେଶ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିବା ବେଳେ ଖୁବଶୀଘ୍ର ଗୁଜରାଟ ପାଇଁ ମଧ୍ୟ ତାରିଖ ଘୋଷଣା ହେବ । ଏହାର ମଧ୍ୟରେ ଆମ୍ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ କଥା କଟାକଟି ଜୋର ଧରିଛି । ଏହି କ୍ରମରେ ଆମ୍ ଆଦମୀ ପାର୍ଟିର ନେତା ତଥା ଦିଲ୍ଲୀର ଉପ…

ପୁଣି ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି: ଜାଣନ୍ତୁ, କେବେ ଯାଏଁ ବଢିଲା କେଉଁ ନମ୍ବର

କନକ ବ୍ୟୁରୋ: ପୁଣି ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି । ନମ୍ବର ପ୍ଲେଟ ଅବଧି ବଢାଇଲା ରାଜ୍ୟ ପରିବହନ ବିଭାଗ । ୨୦୨୩ ଫେବ୍ରୁଆରୀ ଯାଏଁ ଅବଧି ବଢାଇଲେ ସରକାର । ଶେଷ ଅଙ୍କ ୧, ୨, ୩, ୪ ପାଇଁ ନଭେମ୍ବର ୩୦ ଶେଷ ତାରିଖ । ଶେଷ ଅଙ୍କ ୫, ୬ ପାଇଁ ଡିସେମ୍ବର ୩୧ ଶେଷ ତାରିଖ । ୭, ୮…

ଯାତ୍ରା ମଞ୍ଚ ଉପରକୁ ଜୋତାମାଡ ଘଟଣାରେ ବଢିଲା ବିବାଦ । ନଗ୍ନ ନୃତ୍ୟ ଅଭିଯୋଗରେ ଚପଲ ଫୋପାଡିଥିଲେ ମହିଳା ।

କନକ ବ୍ୟୁରୋ: ଯାତ୍ରାର ରେକର୍ଡ ଡ୍ୟାନ୍ସ ଚାଲିଥିବାବେଳେ, ନଗ୍ନ ନୃତ୍ୟ ଅଭିଯୋଗରେ ଜଣେ ମହିଳା ଚପଲ ଫୋପାଡି ପ୍ରତିବାଦ କରିବାକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଭଦ୍ରକ ଜିଲ୍ଲା ଚରମ୍ପାରେ ଚାଲିଥିବା ଏକ ଯାତ୍ରାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ରାଜ ନନ୍ଦିନୀ ପାର୍ଟି ପକ୍ଷରୁ…