Daily Archives

October 18, 2022

ଟି-୨୦ ବିଶ୍ୱକପକୁ ନେଇ ସଚିନଙ୍କ ବଡ ଭବିଷ୍ୟବାଣୀ, ଏହି ୪ଟି ଟିମ୍ ଖେଳିପାରନ୍ତି ସେମିଫାଇନାଲ । ଟିମ୍ ଇଣ୍ଡିଆ ପାଇଁ…

କନକ ବ୍ୟୁରୋ : ବାଜି ସାରିଛି ବିଗୁଲ, ଆରମ୍ଭ ହୋଇସାରିଛି ଫଟାଫଟ କ୍ରିକେଟର ମହାମୁକାବିଲା । ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବା ସହ ଭାରତ ନିଜର ବିଶ୍ୱକପ ଅଭିଯାନ ଆରମ୍ଭ କରିବ । ତେବେ ଏହାପୂର୍ବରୁ ଅଭ୍ୟାସ ମ୍ୟାଚରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୬ ରନରେ ମାତ୍ ଦେଇଛି ଟିମ୍…

ଦାଉଦକୁ ଭାରତକୁ ହସ୍ତାନ୍ତର କରାଯିବ କି? ଗଣମାଧ୍ୟମରେ ପ୍ରଶ୍ନରେ ଚୁପ ରହିଲେ ପାକିସ୍ତାନୀ ଅଧିକାରୀ ।

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ଇଣ୍ଟରପୋଲର ୯୦ତମ ମହାସଭା ଆୟୋଜିତ ହେଉଛି । ଏଥିରେ ବିଶ୍ୱର ୧୯୫ ଦେଶର ପ୍ରତିନିଧି ଉପସ୍ଥିତ ରହିଛନ୍ତି । ପାକିସ୍ତାନ ମଧ୍ୟ ଏଥିରେ ସାମିଲ ରହିଛି । ପ୍ରତିନିଧି ମଣ୍ଡଳରେ ସାମିଲ ଜଣେ ଅଧିକାରୀଙ୍କୁ ଗଣମାଧ୍ୟମ ପକ୍ଷରୁ ଦାଉଦ ଇବ୍ରାହିମ ନେଇ ପ୍ରଶ୍ନ…

କନକ ନ୍ୟୁଜ ପ୍ରଭାବ, ୧୦୦ ଦିନର ଧାରଣା ପରେ ଗୁହାରି ଶୁଣିଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ, ନିଷିଦ୍ଧ ନୁହେଁ ଏବେ କିଡନୀ…

କନକ ବ୍ୟୁରୋ : ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ ପରେ ରାଜ୍ୟ ସରକାର ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ନିସ୍ପତ୍ତି ନେଇଛନ୍ତି । ଦୀର୍ଘଦିନ ହେବ କିଡନୀ ରୋଗୀମାନେ ନିଷିଦ୍ଧ ଔଷଧ ନୁହେଁ ବରଂ ଅସଲି ଔଷଧ ପାଇବା ଦାବିରେ ଦେଇଥିବା ଧାରଣା ଆଜି ଫଳପ୍ରଦ ହୋଇଛି । ୧୦୦ ଦିନର ଧାରଣା ପରେ ସେମାନଙ୍କ…

ୟୁକ୍ରେନ ପରେ ଏବେ ଟାର୍ଗେଟରେ ଇସ୍ରାଏଲ, ଏହି କାରଣରୁ ଋଷ ତରଫରୁ ମିଳିଲା ଧମକ

କନକ ବ୍ୟୁରୋ : ଋଷର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରୀ ମେଦବେଦେବ ଏବେ ଇସ୍ରାଏଲକୁ ଧମକ ଦେଇଛନ୍ତି । ଇସ୍ରାଏଲ ୟୁକ୍ରେନକୁ ଯୋଗାଉଥିବା ଯୁଦ୍ଧାସ୍ତ୍ରକୁ ନେଇ ସେ ଏଭଳି ଧମକ ଦେଇଛନ୍ତି । ଦିମିତ୍ରୀ କହିଛନ୍ତି କି ଯଦି ଇସ୍ରାଏଲ ପୁଣି ୟୁକ୍ରେନକୁ ଯୁଦ୍ଧାସ୍ତ୍ର ଯୋଗାଏ ତେବେ ଋଷ ସହ ଥିବା…

ବିଶ୍ୱ ପାଇଁ ଆତଙ୍କବାଦ, ଡ୍ରଗ୍ସ, ଦୁର୍ନୀତି ବଡ ବିପଦ। ଇଣ୍ଟରପୋଲ ମହାସଭାକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ମୋଦୀ।

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମଙ୍ଗଳବାର ନୂଆଦିଲ୍ଲୀ ପ୍ରଗତି ମଇଦାନରେ ଆୟୋଜିତ ୯୦ ତମ ଇଣ୍ଟରପୋଲ ମହାସଭାର ଶୁଭାରମ୍ଭ କରିଛନ୍ତି । ଏହି ମହାସଭାରେ ବିଶ୍ୱର ୧୯୫ ଦେଶର ପ୍ରତିନିଧି ସାମିଲ ହୋଇଛନ୍ତି । ଏହି ପ୍ରତିନିଧି ଦେଶଗୁଡିକର ମନ୍ତ୍ରୀ, ପୋଲିସ ମୁଖ୍ୟ, କେନ୍ଦ୍ରୀୟ ବ୍ୟୁରୋ ମୁଖ୍ୟ ଏବଂ…

ଅର୍ଚ୍ଚନା ନାଗ ପ୍ରସଙ୍ଗରେ ପୋଲିସର ତଦନ୍ତକୁ ନେଇ ଉଠିଲା ପ୍ରଶ୍ନ: ତାରାଙ୍କ ବିସ୍ଫୋରକ ବୟାନ କହିଲେ, ଅର୍ଚ୍ଚନାଙ୍କ…

କନକ ବ୍ୟୁରୋ: ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ଗିରଫଦାରୀକୁ ସପ୍ତାହେରୁ ଅଧିକ ସମୟ ହୋଇଗଲାଣି । କିନ୍ତୁ ପୋଲିସର ତଦନ୍ତ କେତେ ଆଗେଇଛି, ତାକୁ ନେଇ ଉଠୁଛି ପ୍ରଶ୍ନ । ଅର୍ଚ୍ଚନା ‘ନାଗ’ ଫାଶରେ ଫସିଥିବା ନେତା, ମନ୍ତ୍ରୀ, ଅଧିକାରୀ, ବ୍ୟବସାୟୀଙ୍କୁ ପୋଲିସ ପଚରାଉଚରା କରିଛି କି…