ଏବେବି ରହସ୍ୟ ଘେରରେ ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ: ଏସଆଇଟି ହାତରେ ଲାଗିଲା ଗୁରୁତ୍ୱପୂର୍ଣ୍ଣ ଫୋନ୍ ରେକର୍ଡିଂ
କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ଉତରାଖଣ୍ଡ ଅଙ୍କିତା ଭଣ୍ଡାରୀ ହତ୍ୟା ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି । ମାମଲାର ତଦନ୍ତ କରୁଥିବା ଏସଆଇଟି ହାତରେ କିଛି ଫୋନ ରେକର୍ଡିଂ ଲାଗିଛି । ଏଥିରେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ଯ୍ୟ ଓ ଅଙ୍କିତାଙ୍କ ବନ୍ଧୁ ପୁଷ୍ପ ମଧ୍ୟରେ କଥାବାର୍ତା…