Daily Archives

September 15, 2022

ଅବସର ନେଲେ ମହାନ ଟେନିସ ଖେଳାଳି ରୋଜର ଫେଡେରର: ୨୪ ବର୍ଷରେ ୨୦ ଥର ହୋଇଛନ୍ତି ଗ୍ରାଣ୍ଡ ସ୍ଲାମ ଚାମ୍ପିୟନ 

କନକ ବ୍ୟୁରୋ: ସୁଇଜରଲାଣ୍ଡର ମହାନ ଟେନିସ ଖେଳାଳି ରୋଜର ଫେଡେରର ଅବସର ଘୋଷଣା କରିଛନ୍ତି । ୪୧ ବର୍ଷିୟ ଏହି ଟେନିସ ଖେଳାଳି ଟ୍ୱିଟରରେ ଏକ ଇମୋସନାଲ ପୋଷ୍ଟ କରି ଏହି ଘୋଷଣା କରିଛନ୍ତି । ଫେଡେରର ଶେଷ ଥର ପାଇଁ ଆସନ୍ତା ସପ୍ତାହରେ ଲଣ୍ଡନରେ ହେବାକୁ ଥିବା ଲେବର କପରେ ଖେଳିବେ । ଫେଡେରର ପୁରୁଷ…

ଇନଭେଷ୍ଟର୍ସ ମିଟକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ବୟାନ କହିଲେ, ସ୍ୱାଗତଯୋଗ୍ୟ ପଦକ୍ଷେପ ।

କନକ ବ୍ୟୁରୋ: ମୁମ୍ବାଇରେ ନିବେଶକଙ୍କ ସହ ନବୀନ ଗତକାଲି ମାରାଥନ ବୈଠକ କରିଥିଲେ । କିଭଳି ଓଡିଶାରେ ଅଧିକରୁ ଅଧିକ ପୁଞ୍ଜି ନିବେଶ ହୋଇପାରିବ, ସେନେଇ ଉଦ୍ୟମ କରିଛନ୍ତି । କିନ୍ତୁ ଏହାକୁ ନେଇ ବିଜେପିର ଦୁଇ ମନ୍ତବ୍ୟକୁ ସାମ୍ନାକୁ ଆସିଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଇନଭେଷ୍ଟର୍ସ…

ଗୋଟିଏ ମଂଚରେ ଏକାଠି ହେବେ ୪ ପ୍ରମୁଖ ନେତା, ହେବ କି ଭାରତ-ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବୈଠକ ?

କନକ ବ୍ୟୁରୋ : ଶୁକ୍ରବାର ଉଜବେକିସ୍ତାନରେ ବସିବାକୁ ଯାଉଛି ଏସସିଓ ବା ସାଂଘାଇ କୋର୍ପୋସନ ଅର୍ଗାନାଇଜେସନ ବୈଠକ । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ଚୀନ ରାଷ୍ଟ୍ରପତି ଜିନ୍ ପିଙ୍ଗଙ୍କ ସମେତ ପାକିସ୍ତାନ…

ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ନବୀନ। ଓପନିଂ ବେଲ୍ ବଜାଇଲେ ମୁଖ୍ୟମନ୍ତ୍ରୀ।

କନକ ବ୍ୟୁରୋ: ସମୟ- ଦିନ ୧୦ଟା ୫୯ । ସ୍ଥାନ-ବମ୍ବେ ଷ୍ଟକ ଏକ୍ସଚେଞ୍ଜ । ମୁମ୍ବାଇ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ଲାଗି ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଅଫିସ ଯାଇ ଓପନିଂ ବେଲ ବଜାଇଛନ୍ତି । ବିଏସଇ ଅଫିସ ଯାଇ ନବୀନ ପଟ୍ଟନାୟକ ବିଏସଇ ଅଧ୍ୟକ୍ଷ ଏସ.ଏସ ମୁନ୍ଦ୍ରାଙ୍କୁ…

ଦବଙ୍ଗ ଖାନକୁ ହତ୍ୟା କରିବାକୁ ମସୁଧା । ‘ପ୍ଲାନ୍ ବି’ର ଖୁଲାସା କଲା ପଞ୍ଜାବ ପୋଲିସ, ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ…

କନକ ବ୍ୟୁରୋ : ପଞ୍ଜାବ ଗାୟକ ସିଦ୍ଧୁ ମୁଶେୱାଲା ହତ୍ୟା ଘଟଣାରେ ଗିରଫ ହୋଇଛି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ । ଏବେ ସେ ଜେଲରେ । କିନ୍ତୁ ଏହି ହତ୍ୟା ଘଟଣା ପୂର୍ବରୁ ବିଷ୍ନୋଇ ଗ୍ୟାଙ୍ଗର ଟାର୍ଗେଟରେ ଥିଲେ ସଲମାନ୍ ଖାନ୍ । ଯାହା ଏବେ ପୋଲିସ ଖୁଲାସା କରିଛି । ଏଥିପାଇଁ ଷଡଯନ୍ତ୍ର ରଚିଥିଲା…

ଓଡ଼ିଶାକୁ ଖୁସି ଖବର ଦେଲେ ଅଶ୍ୱିନୀ ବୈଷ୍ଣବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ମିଳିବ ୫-ଜି ସେବା।

କନକ ବ୍ୟୁରୋ: ଓଡ଼ିଶାକୁ ଖୁବଶୀଘ୍ର ଆସିବ ୫-ଜି । ପ୍ରଥମ ପର୍ଯ୍ୟାୟରେ ହିଁ ମିଳିବ ସେବା । ଅକ୍ଟୋବର ମାସରେ ଦେଶରେ ୫-ଜି ସେବା ଆରମ୍ଭ ହେବାକୁ ଯାଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୩ଟି ସହରରେ ୫-ଜି ସେବା ଆରମ୍ଭ ହେବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଗଲା । ଯେଉଁଥିରେ…