ଢେଙ୍କାନାଳରେ ରହିଛି ଅଭିନବ ଡାଳୁଅଙ୍କ ୨କୋଟିର ସମ୍ପତି: ୪ ଜିଲ୍ଲାରେ ଅଛି ମୋଟ ୧୪ଟି ପ୍ଲଟ୍

1,130

କନକ ବ୍ୟୁରୋ: ଅଭିନବଙ୍କ ଅମାପ ସମ୍ପତି । ପୁଲିସ ବାବୁଙ୍କ କୁବେର ସମ୍ପତି । ଢେଙ୍କାନାଳରେ ଡିଏସପି ଅଭିନବ ଡାଳୁଙ୍କ ଢେଙ୍କାନାଳରେ ରହିଛି ୨ କୋଟି ସମ୍ପତି । ଜଟଣୀ, ଢେଙ୍କାନାଳ, ଖୋର୍ଦ୍ଧା, ଯାଜପୁର, କେନ୍ଦୁଝରରେ ପୋଲିସ ବାବୁଙ୍କ ରହିଛି ମୋଟ ୧୪ଟି ପ୍ଲଟ୍ । ସ୍ତ୍ରୀ ଓ ଶଳାଙ୍କ ନାଁରେ ବି ମିଳିଲା ସମ୍ପତ୍ତି । ଲଂଚା ନେବାବେଳେ ଢେଙ୍କାନାଳ ଡିଏସପିଙ୍କୁ ଧରିଥିଲା ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ଟିମ୍ ।

ଅଭିନବଙ୍କ ଅମାପ ସମ୍ପତ୍ତି
– ପୁଲିସ ବାବୁଙ୍କ କୁବେର ସମ୍ପତ୍ତି
– ଢେଙ୍କାନାଳରେ ଡିଏସପି ଅଭିନବ ଡାଳୁଙ୍କ ୨ କୋଟି ସମ୍ପତ୍ତି ଠାବ
– ଜଟଣୀ, ଢେଙ୍କାନାଳ, ଖୋର୍ଦ୍ଧା, ଯାଜପୁର, କେନ୍ଦୁଝରରେ ମୋଟ ୧୪ଟି ପ୍ଲଟ୍
– ସ୍ତ୍ରୀ ଓ ଶଳାଙ୍କ ନାଁରେ ବି ରହିଛି ସମ୍ପତ୍ତି
– ଶାଶୁଙ୍କ ନାଁରେ ୨ଟି ପ୍ଲଟ୍ ଠାବ
– ଶଳାଙ୍କ ନାଁରେ କେନ୍ଦୁଝରରେ ରହିଛି ୨ଟି ପ୍ଲଟ୍
– ୨୦୧୮ ରୁ ୨୦୨୨ ମଧ୍ୟରେ ସମ୍ପତ୍ତି କରିଥିବା ସୂଚନା
– ଡିଏସପି ଡାଳୁଅଙ୍କ ସମ୍ପତ୍ତି ନେଇ ଖୋଳତାଡ କରୁଛି ଭିଜିଲାନ୍ସ
– ୨ ଦିନିଆ ରିମାଣ୍ଡରେ ନେଇ କରିଥିଲା ଜେରା