Daily Archives

September 5, 2022

ଆଦିବାସୀ ବୋଲି ଅଭିଶପ୍ତ କି ଅର୍ଜୁନୀ ଗାଁ? ବିକାଶ ବଦଳରେ ଦିଶୁଛି ବିକଳ ଚିତ୍ର । 

କନକ ବ୍ୟୁରୋ: ମୁଣ୍ଡ ଉପରେ ଭଙ୍ଗା ମାଟିଘର, ତୁଣ୍ଡକୁ ଯାଉଛି ଭାତ ଲଙ୍କା-ଲୁଣ । ଅସିହା କାଳର ମସିହା ରିଲିଫ୍ ପାଲ ପଲିଥିନ୍ରେ ଢ଼ାଙ୍କି ହୋଇଛି ଘରର ଇଜ୍ଜତ । ବାସ୍ ଏତିକି ହିଁ ବୟାନ କରୁଛି ଯେ, ଆଜି ବି ଓଡ଼ିଶାର ଏମିତି କିଛି ଗାଁ ଅଛି ଯେଉଁଠି ବିକାଶର ପାଦ ଚିହ୍ନ ବି ଦିଶୁନାହିଁ । କଲବଲ…

ଦଳରେ ଚୟନ କରିନଥିବା କୋଚଙ୍କୁ ଗୁରୁଦିବସର ଶୁଭେଚ୍ଛା ଜଣାଇଲେ ଗାଙ୍ଗୁଲି: ସେୟାର କଲେ ଖରାପ ସମୟର କଥା…

କନକ ବ୍ୟୁରୋ: ପୂର୍ବତନ ଭାରତୀୟ କ୍ରିକେଟର ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଗୁରୁ ଦିସବରେ ନିଜ ଗୁରୁମାନଙ୍କୁ ମନେ ପକାଇଛନ୍ତି । ଆଜି ସେ ଏକ ଭିଡିଓ ସେୟାର କରି ନିଜ ଜୀବନର କିଛି ଖାସ କଥା କହିଛନ୍ତି । ଏହାସହ କହିଛନ୍ତି ନିଜ ଫେବରେଟ ଗୁରୁ କିଏ । ଟିମରେ ଜାଗା ପାଇବାଠୁ ଆରମ୍ଭ କରି…

ନବରଙ୍ଗପୁରର ଶିକ୍ଷକ ଗାଁ ଗମ୍ଭାରୀଗୁଡ଼ା । ଏଠି ଘରେ ଘରେ ଅଛନ୍ତି ଶିକ୍ଷକ

କନକ ବ୍ୟୁରୋ: ନବରଙ୍ଗପୁରର ଶିକ୍ଷକ ଗାଁ ଗମ୍ଭାରୀଗୁଡ଼ା । ନବରଙ୍ଗପୁରର ଉପାନ୍ତ ଅଞ୍ଚଳ ଚନ୍ଦାହାଣ୍ଡି ବ୍ଲକର ଶତାଧିକ ଶିକ୍ଷକଙ୍କ ଗାଁ ହେଉଛି ଗମ୍ଭାରୀଗୁଡ଼ା ଗାଁ । ଏହି ଗାଁରେ ଘରେ ଘରେ ଅଛନ୍ତି ଶିକ୍ଷକ । ପାଖାପାଖି ଶହେରୁ ଅଧିକ ଶିକ୍ଷକ ଏହି ଗାଁରେ ଅଛନ୍ତି । ୩୦ ଜଣ ଶିକ୍ଷକ ଅବସର ନେଇଥିବା…

ନବରଙ୍ଗପୁର ଉମରକୋଟରେ ଅଭାବନୀୟ ଘଟଣା । ଶ୍ମଶାନରେ ବିଜୁଳି ଆଲୁଅ ନଥିବାରୁ ବାଇକ୍ ଲାଇଟରେ ହେଲା ଅନ୍ତିମ ସଂସ୍କାର । 

କନକ ବ୍ୟୁରୋ: ଗାଡ଼ି ଲାଇଟରେ ହେଲା ଅନ୍ତିମ ସଂସ୍କାର । ନବରଙ୍ଗପୁର ଉମରକୋଟ୍ରେ ଥିବା ଏକ ଶ୍ମଶାନରେ ଲାଇଟ୍ ନଥିବାରୁ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି । ରକ୍ଷଣା ବେକ୍ଷଣା ଅଭାବରୁ ଶ୍ମଶାନଟି ଅନ୍ଧାରରେ ରହିଛି । ଗତ ଶନିବାର ଦିନ ଜଣଙ୍କ ଅନ୍ତିମ ସଂସ୍କାର ବାଇକ ଆଲୁଅରେ କରିଛନ୍ତି ପରିବାର…

ଝାଡ଼ାବାନ୍ତି ଭୟରେ ଗାଁରେ ପଡ଼ିଲା ତାଟି କବାଟ । ପାଟଣାଗଡ଼ ଖପ୍ରାଖୋଲ ବ୍ଲକ ଦେଦର୍ହା ଗାଁରେ ୨ ମୃତ, ୧୦ରୁ ଅଧିକ…

କନକ ବ୍ୟୁରୋ: ପାଟଣାଗଡ଼ ଖପ୍ରାଖୋଲ ବ୍ଲକ ଦେଦର୍ହା ଗାଁରେ ଝାଡ଼ାବାନ୍ତି ଆତଙ୍କ । ୧୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଝାଡ଼ାବାନ୍ତିରେ ୨ଜଣଙ୍କର ମୃତ୍ୟୁ ପରେ ଗାଁରେ ପହଞ୍ଚିଛନ୍ତି ମେଡ଼ିକାଲ ଟିମ୍ । ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ସହ ସଚେତନ କରାଇଛନ୍ତି…

ବିଜେପି ସହ ବିଶ୍ୱାସ ଘାତକ କରିଛନ୍ତି ଉଦ୍ଧବ, ତାଙ୍କୁ ଉଚିତ ଶିକ୍ଷା ମିଳିବା ଦରକାର: ଅମିତ ଶାହା 

କନକ ବ୍ୟୁରୋ: ବିଜେପି ସହ ବିଶ୍ୱାସ ଘାତକତା କରିଛନ୍ତି ଶିବସେନା ନେତା ଉଦ୍ଧବ ଠାକରେ । ତାଙ୍କୁ ଉଚିତ ଶିକ୍ଷା ମିଳିବା ଦରକାର । ରାଜନୀତିରେ ସବୁ ସହ୍ୟ କରାଯାଇପାରିବ ହେଲେ ବିଶ୍ୱାସଘାତକତା ନୁହେଁ । ମହାରାଷ୍ଟ୍ର ଗସ୍ତରେ ଆସି ଉଦ୍ଧବ ଠାକରେଙ୍କୁ ଏଭଳି ଟାର୍ଗେଟ କରିଛନ୍ତି ଅମିତ ଶାହା ।…