Daily Archives

August 25, 2022

ବନ୍ୟା କମିଛି, ହେଲେ କମିନି ଲୋକଙ୍କ ଦୁର୍ଦ୍ଦଶା। ଛାତ ଉପରେ ଆଶ୍ରୟ ନେଇଛନ୍ତି ବନ୍ୟା ବିପନ୍ନ।

କନକ ବ୍ୟୁରୋ: ଛାତ ଉପରେ ଆଶ୍ରୟ ନେଇଛନ୍ତି । ଏଭଳି ଦୃଶ୍ୟ ଖୋର୍ଦ୍ଧା ଜିଲ୍ଲା ଶରଧାପୁର ଗାଁରୁ ଆସିଛି । ପୁରା ଗାଁ ଏବେ ପାଣି ଘେରରେ । ଗାଁ ମଝିରେ ଏବେବି ଆଣ୍ଠୁଏ ଉଚ୍ଚର ପାଣି । ଘରେ ବି ପାଣି ପଶିଯାଇଛି । ଫଳରେ ଲୋକ ଏବେ ଛାତ ଉପରେ ଆଶ୍ରୟ ନେଉଛନ୍ତି । ଦିନ ରାତି ବନ୍ୟା ବିପନ୍ନଙ୍କ ସମୟ…

ଯାଜପୁରରେ ପାଣିରେ ବୁଡିଛି ଶହ ଶହ ଚାଳଘର। ବନ୍ୟାରେ ଧରାପଡିଲା ସରକାରୀ ଯୋଜନାର ସତ। 

କନକ ବ୍ୟୁରୋ: ବୈତରଣୀ ଶାଖା ନଦୀ କାଣୀ ନଦୀରେ ଘାଇ ହେବା ଫଳରେ ସାମନାକୁ ଆସିଛି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର ସରକାରୀ ଘର ବଣ୍ଟ।। ଯିବାର ବିକଳ ଚିତ୍ର । ବ୍ଲକରେ ଥିବା ୩୫ପଞ୍ଚାୟତର ବିଭିନ୍ନ ଗାଁରେ ଏବେ ବି ଧାଡି ହୋଇ ଠିଆ ହୋଇଛି ଚାଳ ଛପର ଘର । ବନ୍ୟା ପାଣି ଘରେ ପଶିବା ପରେ ଚାଳ…

ଉତ୍କର୍ଷ କେନ୍ଦ୍ରଭାବେ ବିକଶିତ ହେବ ଭିସୁଟ। ମୁଖ୍ୟଶାସନ ସଚିବ, ୫ଟି ସଚିବଙ୍କ ଗସ୍ତ ପରେ ଘୋଷଣା। 

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫ଟି ସଚିବ ଭି. କେ. ପାଣ୍ଡିଆନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରମୁଖ ସଚିବ ହେମନ୍ତ ଶର୍ମା ଆଜି ସମ୍ବଲପୁର ଗସ୍ତରେ ଯାଇ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ,…

ଭଙ୍ଗାହାଡ଼ ଯୋଡୁଛନ୍ତି ରାୟଗଡାର ହରିଶ୍ଚନ୍ଦ୍ର, ମାଗଣାରେ ମଣିଷ ଓ ପଶୁଙ୍କ କରୁଛନ୍ତି ଚିକିତ୍ସା।

କନକ ବ୍ୟୁରୋ: କଥାରେ ଅଛି ମାନବ ସେବା ହିଁ ମାଧବ ସେବା । ଏହି ଉକ୍ତିଟିକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ହରିଶ୍ଚନ୍ଦ୍ର ହିକକା । ରାୟଗଡା ଜିଲ୍ଲା କୋଲନରା ବ୍ଳକ ଗୋପି କାଙ୍କୁବାଡି ଗ୍ରାମରେ ବାସ କରନ୍ତି ହରିଶ୍ଚନ୍ଦ୍ର ହିକକା । ପିଢି ପରେ ପିଢି ଧରି ହରିଶ୍ଚନ୍ଦ୍ରଙ୍କ ପରିବାର ବିନା…

ହିତାଧିକାରୀଙ୍କୁ ମିଳିନି ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କା ଘର, ବନ୍ୟା ବେଳେ ଖୋଲିଲା ସରକାରୀ ଯୋଜନାର ସତ।

କନକ ବ୍ୟୁରୋ: ରାଜ୍ୟରେ ଚଳିତ ବନ୍ୟା ବେଳେ ସାମ୍ନାକୁ ଆସିଛି ସରକାରୀ ଯୋଜନାର ସତ । ଗରିବଙ୍କୁ ପକ୍କା ଘରେ ରଖିବା ପାଇଁ ଯୋଜନା କରୁଥିବା ସରକାରୀ ଯୋଜନା କେତେ ମାତ୍ରାରେ ଲୋକଙ୍କ ପାଖରେ ପହଞ୍ଚି ପାରିଛି ତାର ସତ ଏବେ ସାମ୍ନାକୁ ଆସିଛି । ବୈତରଣୀ ଶାଖା ନଦୀ କାଣୀ ନଦୀରେ ଘାଇ ହେବା ଫଳରେ…

ପର କରିଦେଲେ ପୁଅବୋହୂ, ପରିତ୍ୟକ୍ତ ଘରେ ବିତୁଛି ବୃଦ୍ଧାଙ୍କ ଜୀବନ…

କନକ ବ୍ୟୁରୋ: ପର କରିଦେଲେ ପୁଅବୋହୂ । ଗାଁ ମୁଣ୍ଡରେ ଥିବା ପରିତ୍ୟକ୍ତ ଘରେ ବିତୁଛି ବୃଦ୍ଧାଙ୍କ ଜୀବନ । ଏହା ହେଉଛି ଜଣେ ଅଲୋଡା ମାଆଙ୍କ କାହାଣୀ । ବାଙ୍କୀ ଶିଶୁଆ ଗାଁ ବାଲିସାହିର ଦୁଲା ରାଉତଙ୍କୁ ପୁଅ ବୋହୂ ପର କରିବା ପରେ ଗାଁର ପରିତ୍ୟକ୍ତ ଭାଗବତ ଘରେ ରହୁଛନ୍ତି ୮୫ ବର୍ଷୀୟ ବୃଦ୍ଧା…