Daily Archives

July 20, 2022

ପୁରୀ ମଶାଣିଚଣ୍ଡୀ ଛକରେ ଭୁଷୁଡିଲା ଛାତ। ଓଡ୍ରାଫ ଏବଂ ଅଗ୍ନିଶମବାହିନୀର ଉଦ୍ଧାରକାର୍ଯ୍ୟ ଜାରି।

କନକ ବ୍ୟୁରୋ: ପୁରୀରେ ଭୁଷୁଡିଲା ଛାତ । ମଶାଣିଚଣ୍ଡୀ ଛକରେ ଘରର ଛାତ ଭୁଷୁଡିଛି । ଛାତତଳେ ଅନେକ ଫସିରହିଥିବା ବେଳେ ଉଦ୍ଧାରକାର୍ଯ୍ୟ ଜାରିରହିଛି । ଓଡ୍ରାଫ ଏବଂ ଅଗ୍ନିଶମବାହିନୀର ଟିମ୍ ଛାତତଳେ ଚାପି ହୋଇରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରୁଛନ୍ତି । ୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର…

ରାଷ୍ଟ୍ରପତି ନିର୍ବାଚନକୁ ନେଇ ମୋହନ ମାଝୀଙ୍କ ବଡ ବୟାନ । କହିଲେ ମୋକିମଙ୍କ ସହ କଂଗ୍ରେସରୁ ଆଉ ଜଣେ ବିଧାୟକ…

କନକ ବ୍ୟୁରୋ: ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁ ବିଜେପିର ପ୍ରାର୍ଥୀ ହେଲେ ବି ବିରୋଧୀ ନେତାଙ୍କ ଭିତରେ ଯେଉଁ ଦ୍ୱନ୍ଦ୍ୱ ତିଆରି କଲେ, ସେଥିରେ ଆଜି ନିଆଁ ଢ଼ାଳିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । କଂଗ୍ରେସର ଆଉ ଜଣେ ବିଧାୟକ ଦ୍ରୌପଦୀଙ୍କୁ ଭୋଟ୍ ଦେଇଥିବା ସେ ଦାବି କରିଛନ୍ତି । ମୋହନ…

ପ୍ୟାକେଟ ଅଟା ଉପରେ ଜିଏସଟି ଆଦାୟ କଲେ ବନ୍ଦ ହୋଇଯିବ ରାଜ୍ୟର ପ୍ରାୟ ୫୦ ହଜାର ଅଟାକଳ । ପ୍ରଭାବିତ ହୋଇପାରନ୍ତି ୫ ଲକ୍ଷ…

କନକ ବ୍ୟୁରୋ: ଅଟା ଉପରେ ଜିଏସଟି ଲାଗୁ ହେବା ପରେ କେବଳ ଖାଉଟି ନୁହଁନ୍ତି ଛୋଟ ଛୋଟ ଅଟା ଚକି ବସାଇ ପରିବାର ଚଳାଉଥିବା ବ୍ୟବସାୟୀ ବି ଚିନ୍ତାରେ ପଡିଛନ୍ତି । ଜିଏସଟି ଲାଗୁ ହେବା ପରେ ସେମାନେ ବିକ୍ରି କରୁଥିବା ଅଟା ପ୍ୟାକେଟର ଦାମ ବଢ଼ିଗଲେ ବ୍ୟବସାୟ ମାନ୍ଦା ହେବ ବୋଲି ଆଶଙ୍କା କରିଛନ୍ତି ।…

ଅଭିଯୋଗପତ୍ର ଧରି ପହଞ୍ଚିଲେ ଭାଇ-ଭଉଣୀ । ଥଇଥାନ ପାଇଁ ଆଗକୁ ଆସିଲା ଜିଲ୍ଲା ପ୍ରଶାସନ।

କନକ ବ୍ୟୁରୋ: ଗୁହାରି ଶୁଣିଲେ ଜିଲ୍ଲାପାଳ । କୁନି କୁନି ଭାଇ-ଭଉଣୀଙ୍କ ଅଭିଯୋଗ ଶୁଣି ଥଇଥାନ ପାଇଁ ଆଗକୁ ଆସିଲା ଜିଲ୍ଲା ପ୍ରଶାସନ । ବାପାମାଆ ଛେଉଣ୍ଡ ଭାଇଭଉଣୀ ସହାୟତା ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ହାଜର ହୋଇଛନ୍ତି । ହାତରେ ଅଭିଯୋଗ ପତ୍ର ଧରି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ…

‘ଗବର ସିଂ ଟାକ୍ସ’ ବିରୋଧରେ ଗର୍ଜିଲା କଂଗ୍ରେସ । ସଂସଦ ପରିସର ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ପ୍ରତିବାଦ

କନକ ବ୍ୟୁରୋ: ପ୍ୟାକେଟ୍ ଦହି, ପାଉଁରୁଟି ଓ ପନିର ଭଳି ସାଧାରଣ ଖାଉଟି ଦ୍ରବ୍ୟ ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବା ପରେ ଏହାକୁ ନେଇ ପ୍ରତିବାଦକୁ ଓହ୍ଲାଇଛି କଂଗ୍ରେସ । ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ବିରୋଧୀ ଦଳର ସାଂସଦ । ସରକାର ଗୃହରେ…

ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ଲଗାଇବାକୁ ମନାକଲା କେରଳ । ରାଜ୍ୟ ଅର୍ଥମନ୍ତ୍ରୀ କହିଲେ, ଖୁଚୁରା…

କନକ ବ୍ୟୁରୋ: ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଉପରେ ଟିକସ ଲଗାଇବ ନାହିଁ କେରଳ । ମୁଢ଼ି, ଚୁଡ଼ା, ଗୁଡ଼, ଅଟା ଏବଂ ଅନ୍ୟ ଖାଦ୍ୟ ପଦାର୍ଥ ଉପରେ କେନ୍ଦ୍ର ସରକାର ଜିଏସଟି ଲଗାଇବା ପରେ ଏହା ବିରୋଧରେ ପ୍ରତିବାଦ ତେଜିବାରେ ଲାଗିଛି ଆଉ ଏଥିରେ ଏକ ପାଦ ଆଗେଇଛି କେରଳ । କୌଣସି ପରିସ୍ଥିତିରେ ଏହି ସବୁ…