Daily Archives

July 16, 2022

ବିନା ମାସ୍କରେ ମଲ, ଦୋକାନ, ଷ୍ଟୋରକୁ ପ୍ରବେଶ ମନା। ନିୟମ କଡାକଡି କଲା ବିଏମସି।

କନକ ବ୍ୟୁରୋ : ରାଜଧାନୀରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ନିୟମ କଡାକଡି କରିଛି । କୋଭିଡ୍ ନିୟମ ଅମାନ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଚେତାବନୀ ଦିଆଯାଇଛି । ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କଲା ବିଏମସି । ବିନା ମାସ୍କରେ ମଲ, ଦୋକାନ,…

ପ୍ରତିବାଦ ବେଳେ ଫଟୋସୁଟ୍ । ଆର୍ଥିକ ସଙ୍କଟ ଭିତରେ ଶ୍ରୀଲଙ୍କା ରାଷ୍ଟ୍ରପତି ଭବନରେ ଯୁବତୀଙ୍କ ଫଟୋସୁଟକୁ ନେଇ ସବୁଠି…

କନକ ବ୍ୟୁରୋ: ପଡୋଶୀ ଶ୍ରୀଲଙ୍କାର ସ୍ଥିତି ବିଷୟରେ ଆପଣ ଭଲ ଭାବେ ଜାଣିଥିବେ । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ମାଳଦ୍ୱୀପ ଚାଲିଯାଇଛନ୍ତି । ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ଦେଶରେ ଜରୁରୀକାଳୀନ ସ୍ଥିତିର ଘୋଷଣା କରିଛନ୍ତି । ଏହାପରେ…

ଅର୍ଥମନ୍ତ୍ରୀଙ୍କ ଜିଏସଟି ଛାଟ, ସୋମବାରରୁ ଖାଦ୍ୟ ପାନୀୟ ସହ ଚିକିତ୍ସା ଖର୍ଚ୍ଚ ବି ହେବ ମହଙ୍ଗା

କନକ ବ୍ୟୁରୋ : ଗୋଟିଏ ପଟେ କରୋନା ମହାମାରୀ ପାଇଁ ସାଧାରଣ ଲୋକଙ୍କ ଜୀବନ ଜୀବିକା ଅସହଜ ହୋଇପଡିଥିବା ବେଳେ ଠିକ୍ ସେତିକି ବେଳେ ସରକାରଙ୍କ ଟ୍ୟାକ୍ସ ଛାଟ ପୁଣି ଲୋକଙ୍କ ମେରୁଦଣ୍ଡ ଉପରେ ସିଧା ସଳଖ ପ୍ରହାର କରିବାକୁ ଯାଉଛି । ପ୍ରଥମେ ଇନ୍ଧନର ଅହେତୁକ ମୂଲ୍ୟ ବୃଦ୍ଧି ପରେ ଖାଦ୍ୟା ସାମଗ୍ରୀର…

ମୁଖ୍ୟମନ୍ତ୍ରୀଙ୍କୁ ବାର୍ଷିକ ରିପୋର୍ଟ ପ୍ରଦାନ କଲେ ବିଜେଡି ସାଂସଦ ଅମର ପଟ୍ଟନାୟକ । ପଢନ୍ତୁ, କେଉଁ ବିଷୟ କଲେ…

କନକ ବ୍ୟୁରୋ: ବିଜେଡି ସାଂସଦ ଅମର ପଟ୍ଟନାୟକ ତାଙ୍କର ବାର୍ଷିକ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି । ଏହି ରିପୋର୍ଟରେ ସେ ବିଭିନ୍ନ ପ୍ରସଙ୍ଗ ଉପରେ ଉଲ୍ଲେଖ କରିଛନ୍ତି । ବିଶେଷକରି ଓଡ଼ିଶାର ନାର୍ଯ୍ୟ ଦାବି, ଓଡ଼ିଆଙ୍କ ସ୍ୱାର୍ଥ କେମିତି ସଂସଦରେ ପ୍ରତିପାଦିତ ହୋଇପାରିବ, ତାହା…

ଜୁଲାଇ ୧୮ରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ। ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ।

କନକ ବ୍ୟୁରୋ : ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଜୁଲାଇ ୧୮ ତାରିଖରେ ଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାଷିତ ହେବ । ସକାଳ ୧୧ଟାରେ ଗେଟ ଖୋଲିବ । ମହାନଦୀ ଅବବାହିକାର ମୁଖ୍ୟ ଯନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି…

କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଦୁଇ ମାସ ନୁହେଁ, ଏବେ ଅଢେଇ ମାସ ପାଇଁ ଖେଳାଯିବ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ।

କନକ ବ୍ୟୁରୋ: ବଢିବାକୁ ଯାଉଛି କ୍ରିକେଟ୍ ଫ୍ୟାନ୍ସମାନଙ୍କର ମଜା । କାହିଁକି ନା, ଏଣିକି କେବଳ ୨ ମାସ ନୁହେଁ ବରଂ ଅଢେଇ ମାସ ଧରି ଖେଳାଯିବ ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ୍ । ଏଥିିପାଇଁ ଇଣ୍ଟରନ୍ୟାସନାଲ କ୍ରିକେଟ୍ କାଉନସିଲ୍ ମଧ୍ୟ ନିଜ ଭବିଷ୍ୟତର ଟୁର ପୋଗ୍ରାମରେ ଅଢେଇ ମାସ…