Daily Archives

July 4, 2022

ବିଧାନସଭାରେ ଉଠିଲା ରୁଚିକା ଆତ୍ମହତ୍ୟା ପ୍ରସଙ୍ଗ: ଘଟଣାର ସିବିଆଇ ତଦନ୍ତ ଦାବି କରିଛି ବିଜେପି 

କନକ ବ୍ୟୁରୋ: ବିଧାନସଭାରେ ଉଠିଛି ରୁଚିକା ମହାନ୍ତି ଆତ୍ମହତୟା ଝଡ  । ବିରୋଧୀ ଏହି ପ୍ରସଙ୍ଗ ଉଠାଇବା ପରେ ଗୃହ ରାଷ୍ଟ୍ରମନ୍ତ୍ରୀ  ବିବୃତି ରଖିଛନ୍ତି ।  ସେ କହିଛନ୍ତି ଏଭଳି ସମ୍ବେନଶୀଳ ସେ କହିଛନ୍ତି ,. ଘଟଣାକୁ  ସରକାର ଅତି ଗୁରୁତର ସହ ନେବା ସହ  ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । …

କୃଷ୍ଣପ୍ରସାଦ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କର୍ମଚାରୀଙ୍କ ମରୁଡି। ସତ ଲୁଚାଇବାକୁ ଗଣମାଧ୍ୟମକୁ ନାଲି ଆଖି।

କନକ ବ୍ୟୁରୋ: ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କର୍ମଚାରୀଙ୍କ ମରୁଡି । ଶିକ୍ଷାର ଉର୍ଣ୍ଣତି ପାଇଁ ସରକାର କେତେ କଣ ପଦକ୍ଷପ ହାତକୁ ନେଉଛନ୍ତି । ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକଶିକ୍ଷା ଅଧିକାରିଙ୍କ କାର୍ଯ୍ୟାଳୟକୁ ଦେଖି, ଆପଣମାନେ ଜାଣିପାରିବେ କେମିତି କାର୍ଯ୍ୟକାରୀ…

ଶିକ୍ଷା ଅବ୍ୟବସ୍ଥାକୁ ନେଇ ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ। ଭୁବନେଶ୍ୱର ବମିଖାଲ ବିଦ୍ୟାଳୟରେ ଶିକ୍ଷକ ଅଭାବ,…

କନକ ବ୍ୟୁରୋ: ଶିକ୍ଷା, ସମାଜ ଗଠନର ମୂଳପିଣ୍ଡ । ହେଲେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବିକଳଚିତ୍ର ପ୍ରତ୍ୟେକ ଦିନ ଗଣମାଧ୍ୟମ ସାମ୍ନାକୁ ଆସୁଛି । କେଉଁଠି ଫାଇଭ-ଟି ସ୍କୁଲର ଦୁର୍ବଳ ବ୍ୟବସ୍ଥା ସରକାରୀ ଯୋଜନାକୁ ଉପହାସ କରୁଛି ତ ଆଉ କେଉଁଠି ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଛାତ୍ରଛାତ୍ରୀ…

ଗାଁ ଗାଁ ବୁଲୁଛନ୍ତି ସରପଞ୍ଚ, ଘରକୁ ଘର ବୁଲି ଲୋକଙ୍କୁ ପଚାରୁୁଛନ୍ତି ସମସ୍ୟା। ଖାତାରେ ଲେଖି ସମାଧାନ ପାଇଁ ଖୋଜୁଛନ୍ତି…

କନକ ବ୍ୟୁରୋ: ଘର ଘର ବୁଲୁଛନ୍ତି ସ୍ଥାନୀୟ ଜନପ୍ରତିନିଧି । ହାତରେ ଅଛି ଖାତା କଲମ । ଘର ଘର ବୁଲି ଲୋକ ସମସ୍ୟା ସଂପର୍କରେ ପଚାରି ବୁଝୁଛନ୍ତି । ଆଉ ଲୋକଙ୍କ ଅଭିଯୋଗକୁ ଖାତାରେ ଲେଖୁଛନ୍ତି ସରପଞ୍ଚ, ସାଥିରେ ଅଛନ୍ତି ସମିତିସଭ୍ୟ ଓ ସମର୍ଥକ । ଗତ ପଞ୍ଚାୟଚତ ନିର୍ବାଚନ ସମୟରେ ଲୋକଙ୍କୁ…

୪୮ ଘଣ୍ଟା ପରେ ବି ଖୋଲୁନି ରୁଚିକା ମୃତ୍ୟୁ ରହସ୍ୟ: ସୁଇସାଇଡ ନୋଟରେ ଥିବା ୩ ସିନିୟରଙ୍କୁ ଧରିବାରେ ବିଫଳ ପୋଲିସ

କନକ ବ୍ୟୁରୋ: ରୁଚିକାଙ୍କ ସୁଇସାଇଡ ନୋଟକୁ ଆଧାର କରି ତିନି ସିନିୟର କିଏ ତାଙ୍କୁ ଖୋଜୁଛି ପୋଲିସ୍ । କିନ୍ତୁ କିଏ ସେହି ସିନିୟର ଜଣା ନଥିବାରୁ ସେମାନଙ୍କ ନିକଟରେ ପହଁଚିବା ପାଇଁ ରୁଚିକା ରହୁଥିବା ହଷ୍ଟେଲକୁ ସିଲ କରାଯାଇଛି । ତଦନ୍ତ ନସରିବା ପର୍ଯ୍ୟନ୍ତ ଛାତ୍ରୀନିବାସରେ ରହୁଥିବା କୌଣସି…

ବିବାଦୀୟ କୋଟିଆକୁ ନେଇ ମୁହଁଖୋଲିଲେ ପଦ୍ମଶ୍ରୀ ବାବା ବଳିଆ। କୋଟିଆରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ନେଇ…

କନକ ବ୍ୟୁରୋ: ବିବାଦୀୟ କୋଟିଆରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ନେଇ ରାଜ୍ୟସରକାରଙ୍କୁ ପ୍ରଶଂସା କରିଛନ୍ତି ପଦ୍ମଶୀ ବାବା ବଳିଆ । ରଥଯାତ୍ରା ଅବସରରେ କୋଟିଆଗସ୍ତରେ ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ସହ ଆନ୍ଧ୍ରପ୍ରଦେଶର ବିବାଦୀୟ କାର୍ଯ୍ୟକ୍ରମକୁ ନିନ୍ଦା…