Daily Archives

June 5, 2022

ବିବାଦୀୟ ନେତା ସ୍ୱଚ୍ଛ ଭାବମୂର୍ତ୍ତି ପାଇଁ ବାଦ ପଡିଲେ । ନିର୍ବାଚନ ପାଇଁ ବିବାଦର ବୋଝ ଓହ୍ଲାଇଲେ ନବୀନ ।

କନକ ବ୍ୟୁରୋ: ପ୍ରତାପ ଜେନା, ଅରୁଣ ସାହୁ, ଦିବ୍ୟଶଙ୍କର ମିଶ୍ର, ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରୁ ବାଦ ପଡିଥିବା ଏହି ନେତାଙ୍କୁ ନେଇ ଏବେ ବେଶ ଚର୍ଚ୍ଚା । ଲୋକସେବା ଭବନରେ ଶପଥଗ୍ରହଣ ସମାରୋହ ବେଳେ ମନ୍ତ୍ରିମଣ୍ଡଳରୁ ବାଦ ପଡିଥିବା ପ୍ରତାପ, ଦିବ୍ୟଶଙ୍କର…

ଶପଥ ଗ୍ରହଣ ପରେ ବିଭାଗ ବଣ୍ଟନ । ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ?

କନକ ବ୍ୟୁରୋ : ଦୁଇ ଦିନ ଧରି ରାଜ୍ୟ ରାଜନୀତିରେ ଯେଉଁ ହଲଚଲ ଚାଲିଥିଲା ତାର ଅନ୍ତ ଘଟିଛି । ନବୀନଙ୍କ ନୂଆ ଟିମ ଶପଥ ଗ୍ରହଣ କରିଛନ୍ତି । ନବୀନଙ୍କ ଏହି ନୂଆ ଟିମରେ ୧୩ ଜଣ କ୍ୟାବିନେଟ ମନ୍ତ୍ରୀ ରହିଥିବା ବେଳେ ୮ ଜଣ ରାଷ୍ଟ୍ର୍ର ମନ୍ତ୍ରୀ ରହିଛନ୍ତି । ପୂର୍ବ ମନ୍ତ୍ରୀମଣ୍ଡଳର ୯ ଜଣଙ୍କୁ…

ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଲେ ଆଦିବାସୀ ନେତା ଜଗନ୍ନାଥ ସାରକା । ଚର୍ଚ୍ଚା, ‘ଜଗନ୍ନାଥ‘ ନାଁ ପାଇଁ ତାଲିକାରେ ପ୍ରଥମେ…

କନକ ବ୍ୟୁରୋ : ମନ୍ତ୍ରିମଣ୍ଡଳରେ ଜଗନ୍ନାଥ । ଜଗନ୍ନାଥଙ୍କ ନାଁରୁ ଆରମ୍ଭ ହେଲା ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ । ଜଗନ୍ନାଥ ସାରକା, ଯିଏ ନବୀନଙ୍କ ମନ୍ତ୍ରିମଣ୍ଡଳରେ ଆଜି ପ୍ରଥମ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଜଗନ୍ନାଥ ସାରକାଙ୍କୁ ଆଦିବାସୀ…

୨୦୨୪ ପାଇଁ ଟିମ୍ ବନାଇଲେ ନବୀନ, ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ୫ ମହିଳା ।

କନକ ବ୍ୟୁରୋ: ପଞ୍ଚମ ପାଳିର ତୃତୀୟ ବର୍ଷ ଅତିକ୍ରମ କରିସାରିଛି ନବୀନ ସରକାର । ଏବେ ଆଗକୁ ୨୦୨୪ ନିର୍ବାଚନ । ଚର୍ଚ୍ଚା ହେଉଛି, ନବୀନଙ୍କ ନୂଆ ଟିମ୍ ଏହାକୁ ଆଖି ଆଗରେ ରଖି କରାଯାଇଛି । ଦଳରେ ତାଜାପଣ ଭରିବା ସହ ଭାବମୂର୍ତିକୁ ଆହୁରି ଉଜ୍ୱଳ କରି ନିର୍ବାଚନକୁ ସାମ୍ନା କରିବାକୁ ଚାହୁଁଛି…

ନବୀନଙ୍କ ନୂଆ ଟିମ: ରାଜେନ୍ଦ୍ର ଢୋଲକିଆ ନୂଆ କ୍ୟାବିନେଟ ମନ୍ତ୍ରୀ । ସମ୍ଭାଳିବେ ଯୋଜନା ଓ ସଂଯୋଜନା ବିଭାଗ ।

କନକ ବ୍ୟୁରୋ: ନବୀନଙ୍କ ୫ମ ପାଳିରେ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ହୋଇଛି । ୧୩ କ୍ୟାବିନେଟ ମନ୍ତ୍ରୀ ଶପଥ ନେଇଛନ୍ତି । ତେବେ ଚର୍ଚ୍ଚାରେ ନଥିବା ନୂଆପଡାର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ କ୍ୟାବିନେଟରେ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ ଯୋଜନା ଓ ସଂଯୋଜନା ବିଭାଗର ଦାୟିତ୍ୱ…

ଗଞ୍ଜେଇ ବେପାରୀଙ୍କ ସାଢେ ୪ କୋଟିରୁ ଅଧିକ ସମ୍ପତି: ସ୍କୁଟିରେ ଗଞ୍ଜେଇ ଓ ଅଫିମ ନେଇ ଯାଉଥିବା ବେଳେ ଧରାପଡିଥିଲେ 

କନକ ବ୍ୟୁରୋ: କଥାରେ ଅଛି ଅଧର୍ମ ବିତ ବଢେ ବହୁତ, ଗଲା ବେଳେ ଯାଏ ମୂଳ ସହିତ । ଆଉ ଏହା ପ୍ରମାଣିତ ହୋଇଛି ଗଞ୍ଜାମ ଜିଲ୍ଲାର କୋଟିପତି ଗଞ୍ଜେଇ ବେପାରୀ ରଜନୀକାନ୍ତ ପଟ୍ଟନାୟକଙ୍କ କ୍ଷେତ୍ରରେ । ଗଞ୍ଜେଇ, ଭାଙ୍ଗ, ଅଫିମ ଭଳି ନିଶା ଦ୍ରବ୍ୟ ବେପାର ବେଆଇନ ଉପାୟରେ ଅର୍ଜନ କରିଥିବା କୋଟି କୋଟି…