Daily Archives

March 21, 2022

ଓଡ଼ିଶାରେ ବଢ଼ିଚାଲିଛି ଟାଟା ପାୱାରର ଜୁଲମ୍ । ଭଲ ସେବା ବଦଳରେ ଲୋକଙ୍କୁ ଲୁଟି ଚାଲିଛି କମ୍ପାନୀ ।

କନକ ବ୍ୟୁରୋ : ଓଡ଼ିଶାରେ ବଢିଚାଲିଛି ଟାଟା ପାୱାରର ଦୌରାତ୍ମ୍ୟ । ବିଦ୍ୟୁତ ବିଲ୍ ନାଁରେ ଉପଭୋକ୍ତାଙ୍କୁ ଲୁଟି ଚାଲିଛି । ଏଭଳି ଏକ ଅଭିଯୋଗ ଆସିଛି ଭୁବନେଶ୍ୱର ଖାରବେଳ ନଗରରୁ, ଯେତେବେଳେ ଉପଭୋକ୍ତାଙ୍କ ନିକଟକୁ ଆସିଛି ପାଖାପାଖି ୪ଲକ୍ଷ ଟଙ୍କାର ବିଲ । ଏନେଇ ଅଭିଯୋଗ ପରେ ଟାଟା ପାୱ୍ୱାର…

ଚୀନ୍ ଆକାଶରେ ବଡ଼ ଦୁର୍ଘଟଣା । ଖସି ପଡିଲା ୧୩୨ ଜଣ ଯାତ୍ରୀ ଥିବା ବିମାନ ।

କନକ ବ୍ୟୁରୋ : ମଝି ଆକାଶରେ ବଡ ଦୁର୍ଘଟଣା । ୧୩୨ ଜଣ ଯାତ୍ରୀଙ୍କୁ ନେଇ ଚୀନର କୁନମିଙ୍ଗରୁ ଗୁଆଙ୍ଗଝୁକୁ ଯାଉଥିବା ଇଷ୍ଟର୍ଣ୍ଣ ଏୟାର ଲାଇନ୍ସର ବୋଇଂ ୭୩୭ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ପାହାଡରେ ପିଟି ହୋଇଯିବା ପରେ ଖସିପଡିଛି । ଚୀନ୍ ରାଷ୍ଟ୍ରପତି ଏହି ଘଟଣାରେ ତଦନ୍ତ…

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଅଭିଯୁକ୍ତ ନିରଞ୍ଜନ ସେଠୀ ।

କନକ ବ୍ୟୁରୋ : ଜେଲ୍ ଗଲେ ନିରଞ୍ଜନ ସେଠୀ । କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଜେଲ୍ ଗଲେ ପୂର୍ବତନ ଓଆଇଏସ୍ ଅଫିସର ନିରଞ୍ଜନ ସେଠୀ । ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ନିରଞ୍ଜନ । ତେବେ ଜେଏମଏଫସି କୋର୍ଟରେ ଜାମିନ ଆବେଦନ ଖାରଜ ପରେ ଜେଲ୍ ଯାଇଛନ୍ତି ନିରଞ୍ଜନ ସେଠୀ ।…

ପୌର ନିର୍ବାଚନ ପାଇଁ ଚାଲିଛି ଧୂଆଁଧାର ପ୍ରଚାର । ମଇଦାନକୁ ଓହ୍ଲାଇଲେ ହେଭିୱେଟ୍ ।

କନକ ବ୍ୟୁରୋ : ପୌର ନିର୍ବାଚନ ପାଇଁ ଧୂଆଁଧାର ପ୍ରଚାର ଚାଲିଛି । ଆସନ୍ତାକାଲି ପ୍ରଚାର ସରୁଥିବାରୁ ଶେଷ ସମୟରେ ଭୋଟରଙ୍କୁ ମନେଇବାକୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ହେଭିୱେଟ ନେତା । ଗୋପାଳପୁର ଏନଏସିରେ ବିଜେଡି ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ । ଯାଜପୁରରେ…

ଗୁନ ସିଂହାରୀ ମାମଲାର ପ୍ରତିଶୋଧ ପାଇଁ କୃଷ୍ଣ ପ୍ରତିହାରୀଙ୍କୁ କରାଯାଇଛି ହତ୍ୟା । ଏମିତି ରଚାଯାଇଥିଲା ହତ୍ୟାର ବ୍ଲୁ…

କନକ ବ୍ୟୁରୋ : ପୁରୀର ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟାର ପ୍ରତିଶୋଧ ପାଇଁ ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ପୁରୀ ଏସପି । ଗିରଫ ୬ଜଣଙ୍କ ମଧ୍ୟରେ ରହିଛନ୍ତି ଗୁନ ସିଂହାରୀଙ୍କ ଭାଇ ଓ ପୁତୁରା ।…

ବନ୍ଧା ହେଲେ ନିରଞ୍ଜନ, ହେଲେ ପଛରେ କିଏ ? ଶର୍ମିଷ୍ଠାଙ୍କ ପାଖରେ ଏଯାଏଁ ବି ପହଞ୍ଚିନି ପୁଲିସର ହାତ ।

କନକ ବ୍ୟୁରୋ : ମାନସ ସ୍ୱାଇଁ ହତ୍ୟାକାଣ୍ଡରେ ନିରଞ୍ଜନ ସେଠୀଙ୍କ ସମ୍ପୃକ୍ତି ଥିବା ପ୍ରମାଣ ମିଳିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ନିରଞ୍ଜନ କାହିଁକି ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ହେଲେ, ତାହା ଅନେକ ସନ୍ଦେହ ସୃଷ୍ଟି କରିଛି । ନିରଂଜନ ସେଠୀ ଜଣେ ଅବସରପ୍ରାପ୍ତ ଓଆଇଏସ ଅଫିସର । ନିକଟରେ…