Daily Archives

March 15, 2022

ମିଜାଇଲ୍ ମାଡ଼କୁ ନେଇ ସଂସଦରେ ବିବୃତ୍ତି ରଖିଲେ ପ୍ରତିରକ୍ଷା ମନ୍ତ୍ରୀ: କହିଲେ, ଏହି ଘଟଣା ଅଜଣାତରେ ଘଟିଛି

କନକ ବ୍ୟୁରୋ: ପାକିସ୍ତାନଠୁ ଅଳ୍ପ ଦୂରରେ ଭାରତର ମିଜାଇଲ୍ ମାଡ଼କୁ ନେଇ ସଂସଦରେ ବିବୃତି ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରାଜନାଥ କହିଛନ୍ତି, ମିଜାଇଲ ମାଡ଼ ଦୁର୍ଘଟଣାବଶତଃ ହୋଇଛି । ଏହି ଘଟଣା ଅଜଣାତରେ ଘଟିଛି । ମିଜାଇଲ୍ ୟୁନିଟର ରୁଟିନ୍ ମେନଂଟେନାନ୍ସ ବେଳେ ଭୁଲବଶତଃ ଏକ…

ତ୍ରୁଟି ସୁଧାରିଲା ସିବିଏସଇ । ଉତ୍ତର ଲେଖିବା ପାଇଁ ଉଦ୍ୟମ କରିଥିବା ପିଲାଙ୍କୁ ମିଳିବ ଫୁଲ ମାର୍କ ।

କନକ ବ୍ୟୁରୋ : ସିବିଏସଇ ଦଶମ ଶ୍ରେଣୀ ଟର୍ମ ୱାନ୍ ପରୀକ୍ଷାର ଓଡିଆ ବିଷୟରେ ପ୍ରଶ୍ନପତ୍ର ତ୍ରୁଟି ପ୍ରସଙ୍ଗରେ ଗ୍ରେସ ମାର୍କ ପାଇଲେ ଛାତ୍ରଛାତ୍ରୀ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ଏହାକୁ ଗୁରୁତ୍ୱର ସହ ନେଇ ୨୪ ଘଣ୍ଟା ଭିତରେ ତ୍ରୁଟି ସୁଧାରିଛି ସିବିଏସଇ…

କ୍ୟାମେରାମ୍ୟାନ ମାନସଙ୍କୁ ମାରିଲେ କାହିଁକି? ଭିଡିଓ କ୍ଲିପ ଭାଇରାଲ ହେବାର ଭୟ ଥିଲା କି ?

କନକ ବ୍ୟୁରୋ: ସାମ୍ନାକୁ ଏକ ସାଧାରଣ ହତ୍ୟାକାଣ୍ଡ ଭଳି ପ୍ରତୀୟମାନ ହେଉଥିବା ଏହି ପୁରା ମାମଲା ପଛରେ ସାଂଘାତିକ ଷଡଯନ୍ତ୍ରର ଦିଗ ରହିଛି, ଯାହା ଏକ ଭିଡିଓ କ୍ଲିପ୍ ଚାରିପାଖେ ଘୁରିବୁଲୁଛି । ଯେଉଁଥି ପାଇଁ ଶର୍ମିଷ୍ଠା, ଉକ୍ତ କ୍ୟାମେରାମ୍ୟାନ୍ଙ୍କ ପଛରେ ହାତଧୋଇ ପଡିଥିଲେ । ମାନସଙ୍କ…

ଲକ୍ଷ୍ମୀସାଗର ଗଣ୍ଡଗୋଳ ମାମଲାର ଅଭିଯୁକ୍ତ ଗିରଫ: ଅଭିଯୁକ୍ତ ଶିଖର ଜେନାକୁ ଗିରଫ କଲା ପୋଲିସ

କନକ ବ୍ୟୁରୋ: ଭୁବନେଶ୍ୱରରେ ଗତ ଶୁକ୍ରବାର ହୋଇଥବା ଗଣ୍ଡଗୋଳକୁ ନେଇ ଲକ୍ଷ୍ମୀ ସାଗର ଥାନା ସାମ୍ନାରେ ଉତେଜନା ବଢୁଛି । ଶିଖର ଜେନାଙ୍କୁ ଲକ୍ଷ୍ମୀସାଗର ଥାନା ପୋଲିସ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି । ଶିଖର ଜେନାଙ୍କୁ ଲକ୍ଷ୍ମୀସାଗର ଥାନାରେ ରଖାଯାଇଥିବା ବେଳେ ତାଙ୍କ ସମର୍ଥକଙ୍କ…

କୋଭିଡ ଆଳରେ ବିଧାନସଭାର ପ୍ରେସ ଗ୍ୟାଲେରୀକୁ ସାମ୍ବାଦିକଙ୍କୁ ବାରଣ । ଲୋକସେବା ଭବନକୁ ମଧ୍ୟ ରିପୋର୍ଟିଂ ପାଇଁ…

କନକ ବ୍ୟୁରୋ : ବିଧାନସଭାର ବଜେଟ ଅଧିବେଶନ ବେଳେ ପ୍ରେସ ଗ୍ୟାଲେରୀରେ ବସି ପାରିବେ ନାହିଁ ସାମ୍ବାଦିକ । ଯେତେବେଳେ କରୋନା ପରୀକ୍ଷା କରାଯାଇ ବିଧାୟକଙ୍କୁ ଗୃହକୁ ଛଡାଯାଉଛି ଓ ସାମ୍ବାଦିକଙ୍କର ନମୂନା ପରୀକ୍ଷା କରାଯାଇ ବିଧାନସଭା ପରିିସରକୁ ଆସିବାକୁ ଅନୁମତି ମିଳୁଛି, ସେଭଳି ସ୍ଥଳେ ପ୍ରେସ…