Daily Archives

March 15, 2022

ପୌର ନିର୍ବାଚନ ପାଇଁ ୫ ଦିନ ବନ୍ଦ ରହିବ ମଦ ଦୋକାନ: ମାର୍ଚ୍ଚ ୨୨ରୁ ୨୬ ଡ୍ରାଏ-ଡେ’ ଘୋଷଣା

କନକ ବ୍ୟୁରୋ: ପୌର ନିର୍ବାଚନ ପାଇଁ ୫ ଦିନ ବନ୍ଦ ରହିବ ମଦ ଦୋକାନ । ସମସ୍ତ ପୌରାଞ୍ଚଳ ଓ ମହାନଗର ନିଗମ ଅଞ୍ଚଳରେ ବନ୍ଦ ରହିବ ଦୋକାନ । ମାର୍ଚ୍ଚ ୨୨ରୁ ୨୬ ଡ୍ରାଏ ଡେ ଘୋଷଣା । ସବୁ ମଦ ଦୋକାନ, ବାର ବନ୍ଦ ପାଇଁ ଅବକାରୀ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ଏହାସହ ରାଜ୍ୟର ସମସ୍ତ…

ନିର୍ବାଚନ ପ୍ରଚାରରେ କମ୍ପୁଛି ରାଜଧାନୀ । ଘର ଘର ବୁଲି ପ୍ରଚାର କରୁଛନ୍ତି ନେତା ଓ କର୍ମୀ, ଶୋଭାଯାତ୍ରାରେ କରୁଛନ୍ତି…

କନକ ବ୍ୟୁରୋ : ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ଜୋରଦାର ହେଉଛି ପ୍ରଚାର । ବିଶେଷକରି ତିନି ଦଳର ମେୟର ପ୍ରାର୍ଥୀ ଡୋର ଟୁ ଡୋର କ୍ୟାମ୍ପେନିଂ କରୁଛନ୍ତି । ତେବେ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି ରାଜଧାନୀରେ ଲାଗି ରହିଥିବା ଡ୍ରେନ ଓ ସ୍ୱରେଜ…

ଚୀନରେ ପୁଣି ବଢ଼ିଲା କରୋନା ସଂକ୍ରମଣ । ୧୩ଟି ସହରରେ ଲକଡ଼ାଉନ୍, ୩କୋଟି ଲୋକଙ୍କୁ କଟକଣା ମାନିବାକୁ ନିର୍ଦ୍ଦେଶ ।

କନକ ବ୍ୟୁରୋ : ଭାରତରେ ତୃତୀୟ ଲହର ସମୟରେ ଓମିକ୍ରନ ଭୂତାଣୁ ସଂକ୍ରମଣ ବଢ଼ାଇଥିବା ବେଳେ ଏବେ ଚୀନରେ ଚିନ୍ତା ବଢ଼ାଇଛି ଏହି ପ୍ରଜାତି । ଚୀନରେ ସଂକ୍ରମଣ ବଢୁଥିବା ବେଳେ ଦିନକରେ ୫ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୩ଟି ସହରରେ ଲକଡାଉନ ଘୋଷଣା ହୋଇଥିବା ବେଳେ ପ୍ରାୟ ୩ କୋଟି ଲୋକ…

୨୪ଘଣ୍ଟା ଭିତରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ । ୨୨ରେ ନେଇପାରେ ବାତ୍ୟାର ରୂପ ।

କନକ ବ୍ୟୁରୋ : ମାର୍ଚ୍ଚ ମାସର ତୃତୀୟ ସପ୍ତାହରେ ବାତ୍ୟା ହେବ କି? ଆସନ୍ତା ୨୪ଘଣ୍ଟାରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟ ପରବର୍ତ୍ତୀ ପର୍ଯ୍ୟାୟରେ ଘନୀଭୂତ ହୋଇ ବାତ୍ୟାର ରୂପ ନେବ ବୋଲି ଅନୁମାନ କରାଯାଉଛି । ଯଦିଓ ଭାରତୀୟ ପାଣିପାଗ ବିଭାଗ ବାତ୍ୟାର ରୂପରେଖ ଓ ଦିଗକୁ ନେଇ ପୂର୍ବାନୁମାନ…

ଫିଟୁଛି ମାନସ ସ୍ୱାଇଁ ହତ୍ୟା ମାମଲା ଗୁମର । ରହସ୍ୟମୟ ଭିଡିଓ କ୍ଲିପକୁ ନେଇ ହୋଇଛି ହତ୍ୟା, ମୋଷ୍ଟ ୱାଣ୍ଟେଡ୍ ୱେବ୍…

କନକ ବ୍ୟୁରୋ : ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟା ମାମଲାର ଗୁମର ଧିରେ ଧିରେ ଫିଟିବାରେ ଲାଗିଛି । ଚାନ୍ଦବାଲିରୁ ଅପହରଣ କରି ଭୁବନେଶ୍ୱରରେ ହତ୍ୟା କରାଯାଇଥିଲା ଓ ତାପରେ ନୟାଗଡରେ ପାହାଡ ତଳେ ଶବକୁ ପୋତି ଦିଆଯାଇଥିଲା । ମାମଲାରେ ସାମ୍ବାଦିକା ତଥା ୱେବ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା…

ବୁଧବାର ବସୁଛି କେନ୍ଦ୍ର କ୍ୟାବିନେଟ ବୈଠକ, ହୋଲି ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ ଘୋଷଣା କରିପାରନ୍ତି…

କନକ ବ୍ୟୁରୋ : ବୁଧବାର ଦିନ ୧ଟା କେନ୍ଦ୍ର କ୍ୟାବିନେଟର ବୈଠକ ସଂସଦ ଭବନରେ ବସିବ । ଏହି ବୈଠଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିବେ । କେଉଁ ପ୍ରସଙ୍ଗରେ ଏହି ବୈଠକ ବସିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିଲେ ବି କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ନେଇ…