Daily Archives

March 12, 2022

‘ରୁଷ ସହ ଲଢିବନି ଆମେରିକା’ । ‘ନାଟୋ-ମସ୍କୋ ଲଢିଲେ ତୃତୀୟ ବିଶ୍ୱଯୁଦ୍ଧ’

କନକ ବ୍ୟୁରୋ: ରୁଷ-ୟୁକ୍ରେନ ଯୁଦ୍ଧ ୧୭ ଦିନରେ ପହଞ୍ଚିଛି । ଯୁଦ୍ଧ ରୋକିବାକୁ ଗୋଟିଏ ପଟେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି ବିଭିନ୍ନ ଦେଶର ମୁଖିଆଙ୍କ ସହ କଥା ହେଉଛନ୍ତିା ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ରୁଷ ସହିତ ଯୁଦ୍ଧ କରିବନି ଆମେରିକା । ଯଦି ନାଟୋ…

ମାତିଛନ୍ତି ମୂର୍ତ୍ତି ଚୋର ଗ୍ୟାଙ୍ଗ । ପୁଲିସକୁ ଚ୍ୟାଲେଞ୍ଜ ଦେଇ ବିଭିନ୍ନ ମନ୍ଦିରରୁ ଚୋରି କରୁଛନ୍ତି ମୂଲ୍ୟବାନ…

କନକ ବ୍ୟୁରୋ : ପୁରୀ ଜିଲ୍ଲାରେ ମୂର୍ତ୍ତି ଚୋର ମାତିଛନ୍ତି । ପୁଲିସକୁ ଚାଲେଞ୍ଜ ଦେଇ ଗୋଟିଏ ପରେ ଗୋଟିଏ ମନ୍ଦିରରୁ ପ୍ରାଚୀନ ମୂର୍ତି ଲୁଟ କରି ନେଉଛନ୍ତି । ଶୁକ୍ରବାର ରାତିରେ ବୀରନରସିଂହପୁରର ଗୋପୀନାଥ ମନ୍ଦିରରୁ ୫ଟି ଅଷ୍ଟଧାତୁ ମୂର୍ତି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଆଗକୁ…

ୟୁକ୍ରେନ-ରୁଷ୍ ଯୁଦ୍ଧ ଉପରେ ରସାୟନିକ ଅସ୍ତ୍ରର ଭୟ? ରୁଷକୁ କଡ଼ା ଚେତାବନୀ ଦେଲେ ବାଇଡେନ୍

କନକ ବ୍ୟୁରୋ: ୟୁକ୍ରେନ ଉପରେ ରୁଷ ଆକ୍ରମଣ ୧୭ ଦିନରେ ପହଞ୍ଚିଥିବା ବେଳେ ଯୁଦ୍ଧ ଥମିବାର ନାଁ ନେଉ ନାହିଁ । ବରଂ ଯୁଦ୍ଧର ଭୟାବହତା ଆଶଙ୍କା ବଢ଼ିଚାଲିଛି । କାରଣ ରୁଷ ଭାକ୍ୟୁମ ବୋମା ବ୍ୟବହାର କରିଥିବା ନେଇ ବ୍ରିଟେନ୍ କହିବା ପରେ ଆମେରିକା ଆଶଙ୍କା ପ୍ରକାଶ କରିଛି ଯେ, ପୁଟିନ୍ ୟୁକ୍ରେନରେ…

ସରିଲା ବ୍ଲକ ଅଧ୍ୟକ୍ଷ ନିର୍ବାଚନ । ରାଜ୍ୟର ୩୧୪ ବ୍ଲକରୁ ଅଧିକାଂଶ ବ୍ଲକରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ବାଜିମାତ୍ ।

କନକ ବ୍ୟୁରୋ: ଘୋଡାବେପାର ଅଭିଯୋଗ ଓ ନେତାଙ୍କ ଛକାପଞ୍ଝା ଭିତରେ ରାଜ୍ୟର ସବୁ ପଞ୍ଚାୟତ ସମିତିକୁ ନୂଆ ଅଧ୍ୟକ୍ଷ ମିଳିଛି । ନବ ନିର୍ବାଚନ ପଞ୍ଚାୟତ ସମିତି ସଭ୍ୟ ମାନେ ନିଜ ଭିତରୁ ଜଣଙ୍କୁ ଅଧ୍ୟକ୍ଷ ଭାବେ ନିର୍ବାଚିତ କରିଛନ୍ତି । ରାଜ୍ୟର ଅଧିକାଂଶ ବ୍ଲକରେ ବିଜେଡି ସମର୍ଥିତ ପ୍ରାର୍ଥୀ…

ମାଟ୍ରିକ ପାଇଁ ତାରିଖ ଆସିଲା, ଯୁକ୍ତ ଦୁଇ ପରୀକ୍ଷା ହେବ କେବେ ? ଦ୍ୱନ୍ଦ୍ୱରେ ଅଭିଭାବକ ଓ ଛାତ୍ରଛାତ୍ରୀ ।

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷା ପାଇଁ ତାରିଖ ଆସିସାରିଛି । ହେଲେ ଯୁକ୍ତ ଦୁଇ ପରୀକ୍ଷା କେବେ ହେବ ସେ ନେଇ ଘୋଷଣା ହୋଇ ନାହିଁ । ଯାହାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ । ସେପଟେ ଯୁକ୍ତ ୨ ପରୀକ୍ଷା ଅଫଲାଇନରେ କରିବାକୁ ଯୋଜନା କରିଛି ସିଏଚଏସଇ । ଏନେଇ ପ୍ରସ୍ତୁତି…

ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ନିର୍ମାଣ କାର୍ଯ୍ୟକୁ ନେଇ ବିବାଦ । ଗାତ ଖୋଳାଯିବା ବିରୋଧରେ ତେଜୁଛି ଅସନ୍ତୋଷ

କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ଚର୍ତୁପାଶ୍ୱକୁ ସମ୍ବେଦନଶୀଳ ଅଞ୍ଚଳ ଘୋଷଣା କରାଯାଇଥିବା ବେଳେ ମନ୍ଦିର ଚାରିପଟେ ଗର୍ତ୍ତ ସୃଷ୍ଟି କରିବାକୁ ନେଇ ବିବାଦ ଦେଖାଦେଇଛି । ମେଘନାଦ ପାଚେରୀ ନିକଟରେ ୨୦ ଫୁଟ ଗଭୀର ଗାତ ମନ୍ଦିର ପ୍ରତି ବିପଦ ସୃଷ୍ଟି କରିଥିବା ଅଭିଯୋଗ ହୋଇଛି । ଓକିଲ ସଂଘ ଐତିହ୍ୟ…