Daily Archives

February 22, 2022

ପଞ୍ଚମ ପର୍ଯ୍ୟାୟ ପାଇଁ ସରିଲା ପ୍ରଚାର । ଶେଷଦିନରେ ବଡ଼ ନେତାଙ୍କ ଶକ୍ତି ପ୍ରଦର୍ଶନ ।

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ଶେଷ ହୋଇଛି ପ୍ରଚାର । ଆଉ ପ୍ରଚାରରେ ଶେଷ ସ୍ପର୍ଶ ଦେଇଛନ୍ତି, ବଡ ବଡ ନେତା । ସବ୍ୟସାଚୀ ଅର୍ଚ୍ଚିତା, ଶ୍ରୀତମ ଦାସ ଓ ହେଭିୱେଟ ନେତା ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ଆସନ୍ତୁ ଜାଣିବା ଆଜି ରାଜ୍ୟରେ କେମିତି ଚାଲିଥିଲା ଶେଷ…

ଋଷ-ୟୁକ୍ରେନ ବିବାଦ ଭିତରେ ସାମ୍ନାକୁ ଆସିଲା ବ୍ରିଟେନ, ଋଷ ଉପରେ ଲଗାଇଲା ଏହିସବୁ ପ୍ରତିବନ୍ଧକ

କନକ ବ୍ୟୁରୋ : ଋଷ-ୟୁକ୍ରେନ ବିବାଦ ମଧ୍ୟରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ଏକ ଜରୁରୀକାଳୀନ ବୈଠକ ଡାକି ଋଷ ରାଷ୍ଟ୍ରପତି ପୁତିନଙ୍କ ଉପରେ ଅସନ୍ତୁଷ୍ଟ ଜାହିରି କରିଛି । ଡୋନେସ୍ତକ ଓ ଲୁହାଁସ୍ତକକୁ ଋଷ ସେନା ପଠାଇବା ନେଇ ଘୋଷଣା କରିବା ପରେ ଭାରତ ବି ନିଜ ପକ୍ଷ ସ୍ପଷ୍ଟ କରିଛି । ଭାରତ…

ପଞ୍ଚାୟତ ରାଜନୀତିରେ ରକ୍ତର ଛିଟା । ଭଦ୍ରକ ଧାମନଗରରେ ଭୟଙ୍କର ନିର୍ବାଚନୀ ହିଂସା ନେଇଗଲା ଜଣଙ୍କ ଜୀବନ ।

କନକ ବ୍ୟୁରୋ : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶାନ୍ତିଶୃଙ୍ଖଳାରେ ଶେଷ ହୋଇଥିଲେ ବି ଗତକାଲି ରାତିରେ ଭଦ୍ରକର ଧାମନଗରରେ ସାଂଘାତିକ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା । ବିଜେଡି ଓ ବିଜେପି କର୍ମୀମାନେ ମୁହାଁମୁହିଁ ହୋଇ ଯାଇଥିଲେ । ସେମାନଙ୍କ ମଧ୍ୟରେ ସଂଘର୍ଷ ଏତେ ଭୟଙ୍କର ହୋଇଯାଇଥିଲା ଯେ…

ଯଦି ୟୁକ୍ରେନ୍-ରୁଷିଆ ଯୁଦ୍ଧ ହୁଏ… କ’ଣ ପଡ଼ିବ ପ୍ରଭାବ ? ପ୍ରଭାବିତ ହେବ କି ଭାରତ ?

କନକ ବ୍ୟୁରୋ : ୟୁକ୍ରେନ୍ ଓ ଋଷ ମଧ୍ୟରେ ଉତ୍ତେଜନାର ପ୍ରଭାବ ଏବେଠାରୁ ପଡିବା ଆରମ୍ଭ ହେଲାଣି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ପାଖାପାଖି ଶହେ ଡଲାର ହେଲାଣି । ଭାରତରେ ବିଭିନ୍ନ ରାଜ୍ୟରେ ନିର୍ବାଚନ ଥିବାରୁ ସରକାର ଏବେ ତେଲ ଦର ବୃଦ୍ଧି କରୁନାହାନ୍ତି । କିନ୍ତୁ…

ଯୁଦ୍ଧ ମୁହାଁ ହେଉଛି ବିଶ୍ୱ । ଗୋଟିଏ ପଟେ ଆମେରିକା, ବ୍ରିଟେନ୍, ଫ୍ରାନ୍ସ ଭଳି ଦେଶ ଏବଂ ଅନ୍ୟପଟେ ଏକା ରୁଷିଆ ।

କନକ ବ୍ୟୁରୋ : ୟୁକ୍ରେନ ଓ ରୁଷ ମଧ୍ୟରେ ଉତେଜନା ସାରା ବିଶ୍ୱକୁ ଯୁଦ୍ଧ ଆଶଙ୍କା ଭିତରକୁ ଠେଲି ଦେଇଛି । ଚିନ୍ତାର ବିଷୟ ହେଉଛି, ଏହି ବିବାଦରେ ବିଶ୍ୱର ବଡ ବଡ ଶକ୍ତି ପକ୍ଷଭୁକ୍ତ ହୋଇଛନ୍ତି । ଗୋଟିଏ ପଟେ ଆମେରିକା, ବ୍ରିଟେନ, ଫ୍ରାନ୍ସ ଓ ଜର୍ମାନୀ ଭଳି ଶକ୍ତିଶାଳୀ ରାଷ୍ଟ୍ର ଅନ୍ୟପଟେ ରୁଷିଆ…

ଖୁସିଖବର : ୟୁକ୍ରେନରେ ଫଶିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ମିଶନ ଆରମ୍ଭ, ପ୍ରଥମ ପର୍ଯ୍ୟାୟରେ ୨୪୨ ଭାରତୀୟଙ୍କୁ ଧରି…

କନକ ବ୍ୟୁରୋ : ୟୁକ୍ରେନ-ଋଷ ମଧ୍ୟରେ ବିବାଦ ଭିତରେ ଭାରତ ପାଇଁ ଖୁସି ଖବର । ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସ୍ଥିତି ଉତ୍ପନ୍ନ ହୋଇଥିବା ବେଳେ ହଜାର ହଜାର ଭାରତୀୟ ଏଠାରେ ଫଶି ରହିଛନ୍ତି । ତେଣୁ ସମସ୍ତ ଭାରତୀୟ ଉଦ୍ଧାର କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଯେଉଁ ଉଦ୍ୟମ ଆରମ୍ଭ ହୋଇଥିଲା…