Daily Archives

February 22, 2022

ମୁଁ ଜାଣିଥିଲି ମହାନିଲାମୀରେ ମୋତେ ମୁମ୍ବାଇ କିଣିବ, କିନ୍ତୁ… । ଜାଣନ୍ତୁ କଣ କହିଲେ ଚଳିତ ଆଇପିଏଲ…

କନକ ବ୍ୟୁରୋ : ଚଳିତ ଆଇପିଏଲ ପାଇଁ ମହାନିଲାମୀ ଶେଷ ହୋଇଛି । ଆଉ ଏହି ମହାନିଲାମୀରେ ଇଶାନ କିଷାନ ସବୁଠୁ ଦାମୀ ଖେଳାଳୀ ସାଜିଛନ୍ତି । ଇଶାନଙ୍କୁ ୧୫.୨୫ କୋଟି ଟଙ୍କାରେ ମୁମ୍ବାଇ ପୁଣିଥରେ ନିଜ ଟିମରେ ସାମିଲ କରିଛି । ଆଇପିଏଲରେ ବିଧ୍ୱଂସୀ ଇନିଂସ ଖେଳିବାରେ ମହାରଥ ହାସଲ କରିଥିବା ଇଶାନଙ୍କୁ…

ନୂଆ ଲୁକରେ ନଜର ଆସିଲେ ଏହି ପୋଲିଂ ଅଫିସର, ୨୦୧୯ ଭୋଟ ବେଳେ ଫଟୋ ହୋଇଥିଲା ଭାଇରାଲ

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନ ବେଳେ ଜଣେ ମହିଳା ପୋଲିଂ ଅଫିସରଙ୍କ ଫଟୋ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହୋଇଥିଲା । ଏଥିରେ ଦେଖିବାକୁ ମିଳିଥିଲା କି ଜଣେ ମହିଳା ପୋଲିଂ ଅଫିସର ହଳଦୀ ରଙ୍ଗର ଶାଢୀ ସହ ଆଖିରେ କଳା ଚଷମା ଲଗାଇ ହାତରେ ଇଭିଏମ୍ ବାକ୍ସ ଧରି ପୋଲିଂ ସେଣ୍ଟରକୁ ଯାଉଥିଲେ ।…

ୟୁକ୍ରେନକୁ ନେଇ ମୁହାଁମୁହିଁ ପରିସ୍ଥିତି । ୟୁକ୍ରେନର ୨ଟି ଅଞ୍ଚଳକୁ ସ୍ୱାଧୀନ ଦେଶ ଭାବେ ଋଷିଆର ଘୋଷଣା ପରେ ଘନଉଛି…

କନକ ବ୍ୟୁରୋ : ୧୯୪୫ରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ୭୫ ବର୍ଷ ପରେ ପୁଣି ସେହିଭଳି ଏକ ସ୍ଥିତି ସୃଷ୍ଟି ହୋଇଥିବା ଆଶଙ୍କା କରାଯାଉଛି । ଗୋଟିଏ ପଟେ ଅଛି ଋଷିଆ ଏବଂ ଅନ୍ୟପଟେ ଅଛନ୍ତି ଆମେରିକା ଏବଂ ତାର ସହଯୋଗୀ ନାଟୋ ଦେଶ ଗୁଡ଼ିକ । ଫ୍ରାନ୍ସ, ଜର୍ମାନୀ, ଇଟାଲି, ବ୍ରିଟେନ ଭଳି ୟୁରୋପୀୟ ଦେଶ ମାନେ…

ଗୁଜୁରାଟରେ ଘନଉଛି ହିଜାବ ବିବାଦ, ପୋଲିସ ହେପାଜତରେ ବିଶ୍ୱହିନ୍ଦୁ ପରିଷଦର ୧୫ କର୍ମୀ

କନକ ବ୍ୟୁରୋ : କର୍ଣ୍ଣାଟକରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ଏବେ ଦେଶରେ ବିଭିନ୍ନ ରାଜ୍ୟକୁ ବ୍ୟାପିବାରେ ଲାଗିଛି । ଏହି କ୍ରମରେ ଆଜି ଗୁଜୁରାଟ ସୁରଟରେ ବି ହିଂସା ଦେଖିବାକୁ ମିଳିଛି । ଗୁଜୁରାଟ ସୁରତର ଏକ ସ୍କୁଲକୁ ହିଜାବ ପିନ୍ଧି ଛାତ୍ରୀମାନେ ପରୀକ୍ଷା ଦେବାକୁ ଆସିଥିବା ବେଳେ ଏହାକୁ ନେଇ…

ଶେଷ ପର୍ଯ୍ୟାୟ ପଞ୍ଚାୟତ ଭୋଟ ପାଇଁ ଆଜି ସନ୍ଧ୍ୟା ସୁଦ୍ଧା ସରିବ ପ୍ରଚାର । ଭୋଟରଙ୍କୁ ମନେଇବା ପାଇଁ ୩ ରାଜନୈତିକ ଦଳରେ…

କନକ ବ୍ୟୁରୋ : ପଞ୍ଚମ ତଥା ଶେଷ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଶେଷ ପ୍ରଚାର । ସମୟ ସରୁଥିବା ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚାର ମଇଦାନରେ ନେତା ମନ୍ତ୍ରୀଙ୍କ ଲଢେଇ । ଆସନ୍ତା ୨୪ ତାରିଖରେ ପୁରୀ ଜିଲ୍ଲା କାକଟପୁର, ଅସ୍ତରଙ୍ଗ ବ୍ଲକରେ ଭୋଟ୍ ଗ୍ରହଣ କରାଯିବ । ଦୁଇଟି…

ସମସ୍ୟାକୁ ନେଇ ବିଭିନ୍ନ ସ୍ଥାନରେ ଭୋଟ ବର୍ଜନ । ରାସ୍ତା ଓ ପିଇବା ପାଣି ସମସ୍ୟା ନେଇ ମତଦାନରୁ ଦୂରେଇ ରହିଲେ ବିଭିନ୍ନ…

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ଭୋଟ୍ ବର୍ଜନ ଚିତ୍ର । ଗାଁରେ ଥିବା ସମସ୍ୟା ସମାଧାନ ହେଉନଥିବାରୁ ଲୋକେ ଭୋଟ ଦେଇ ନାହାନ୍ତି । ବର୍ଷ ବର୍ଷ ଧରି ଅଭାବ ଅସୁବିଧାରେ ଘାଣ୍ଟି ହେଉଥିବାରୁ ଗଣତନ୍ତ୍ରର ଏହି ମହାନ ପର୍ବରୁ ଦୂରେଇ ରହିଲେ ଭୋଟର । ରାସ୍ତା ନାହିଁ ତ ଭୋଟ୍ ନାହିଁ ।…