Daily Archives

February 3, 2022

କରୋନା ବିରୋଧୀ ଲଢେଇରେ ଜୋରଦାର ଚାଲିଛି ଟିକାକରଣ, ଖୁବଶୀଘ୍ର ଭାରତ ବାୟୋଟେକ ଆଣୁଛି ନାଜାଲ ଭ୍ୟାକ୍ସିନ

କନକ ବ୍ୟୁରୋ : କରୋନା ବିରୋଧୀ ଲଢେଇ ଭିତରେ ଜୋରଦାର ଚାଲିଛି ଟିକାକରଣ ଅଭିଯାନ । ଏହାରି ଭିତରେ ଟିକା ଉତ୍ପାଦନ କମ୍ପାନୀ ଭାରତ ବାୟୋଟେକ୍ ଆଣୁଛି ଆଉ ଏକ କରୋନା ଟିକା । ଯାହାକୁ କି ଛୁଂଚିରେ ଦେବା ବଦଳରେ ନାକରେ ସ୍ପ୍ରେ କରାଯିବ । ଏହି ନାଜାଲ ଟିକା ସାରା ବିଶ୍ୱ ପାଇଁ ଗେମ୍ ଚେଂଜର ହୋଇପାରେ…

କିଏ ଜିତିବ ସୁନ୍ଦରଗଡ? ୫ ବର୍ଷରେ ବଦଳିଛି ସୁନ୍ଦରଗଡ ରାଜନୀତି । ବାଜିରେ ଲାଗିଛି ଦଳ ଛାଡିଥିବା ନେତାଙ୍କ ଭାଗ୍ୟ

କନକ ବ୍ୟୁରୋ: ୨୦୧୯ ସାଧାରଣ ନିର୍ବାଚନରେ ଶାସକ ବିଜେଡି ସହ ତିନି ଜାତୀୟ ଦଳ ବିଜେପି, କଂଗ୍ରେସ ଓ ବାମଦଳକୁ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ଦେଇଥିବା ଏକମାତ୍ର ଜିଲ୍ଲା ସୁନ୍ଦରଗଡରେ କିଏ ପିନ୍ଧିବ ପଞ୍ଚାୟତ ଶିରପା? ଏହି ପ୍ରଶ୍ନ ସେତେବେଳେ ଉଠିଛି, ଯେତେବେଳେ ୨୦୧୭ ପଞ୍ଚାୟତ ନିର୍ବାଚନ ପରେ…

ଅଷ୍ଟ୍ରେଲିଆ ଗଣମାଧ୍ୟମ ଖୋଲିଲା ଡ୍ରାଗନ ପର୍ଦ୍ଦା, ଗଲୱାନ ସଂଘର୍ଷରେ ମରିଛନ୍ତି ୪୨ ଚୀନ ସେନା

କନକ ବ୍ୟୁରୋ :୨୦୨୦ରେ ହୋଇଥିବା ଗଲୱାନ୍ ସଂଘର୍ଷରେ ମରିଥିଲେ ୪୨ ଚୀନ୍ ସେନା । ଅଷ୍ଟ୍ରେଲିଆ ନ୍ୟୁଜ୍ ପେପର ‘ଦ କ୍ଲାକ୍ସନ’ରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଭାରତ-ଚୀନ୍ ମଧ୍ୟରେ ସଂଘର୍ଷ ବେଳେ ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମୀ ବା ପିଏଲ୍ଏର ଯବାନ ଗଲୱାନ୍ ନଦୀରେ ଭାସି…

ସର୍ବାଧିକ ଅନୁଦାନ ଦେବା ପରେ ବିକାଶର ଚିତ୍ର ଦେଖାଇଲେ ବୈଷ୍ଣବ । କହିଲେ, ୟୁପିଏ ତୁଳନାରେ ଏନଡିଏ ବେଳେ ମିଳିଛି ୧୦…

କନକ ବ୍ୟୁରୋ: ଓଡିଶାକୁ କେନ୍ଦ୍ରର ରେକର୍ଡ ରେଳ ଅନୁଦାନ ନେଇ କେନ୍ଦ୍ର ରେଳମନ୍ତ୍ରୀ ଦିଲ୍ଲୀରେ ଜବାବ ରଖିଛନ୍ତି ।  ସେ କହିଛନ୍ତି, ଏଥରର ଅନୁଦାନ ୟୁପିଏ ସରକାରର ଅନୁଦାନ ତୁଳନାରେ ୧୦ ଗୁଣା ଅଧିକ । ତେବେ ରାଜ୍ୟରେ ରେଳ ପ୍ରକଳ୍ପକୁ ଅଗ୍ରଗତି କରିବାରେ ପାଣ୍ଠିର ଅଭାବ ରହିବ ନାହିଁ ବୋଲି ସେ…

ବିବାଦୀୟ ବୟାନ ଦେଇ ସମାଲୋଚନାର ଶିକାର ହେଲେ ରାହୁଲ ଗାନ୍ଧୀ, ଆମେରିକା କଲା ନାପସନ୍ଦ

କନକ ବ୍ୟୁରୋ : ନିଜର ବୟାନ ପାଇଁ ପୁଣି ସମାଲୋଚନାର ଶିକାର ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମୋଦି ସରକାରଙ୍କ ବୈଦେଶିକ ନୀତିକୁ କଟାକ୍ଷ’ କରିବାକୁ ଯାଇ ଏବେ ନିଜେ ନିଜ ଭାଷଣରେ ଫଶିଛନ୍ତି ରାହୁଲ । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ରାହୁଲଙ୍କ ବୟାନକୁ ମିିଳିନି ସମର୍ଥନ ।…

ଚା’ ପିଇବାକୁ ଡାକି ବିଶ୍ୱାସରେ ବିଷ ଦେଲା ବନ୍ଧୁ । କିଡନାପ୍ କରି ମାଗିଥିଲା ୩୦ ଲକ୍ଷ ଟଙ୍କା ।

କନକ ବ୍ୟୁରୋ : ବନ୍ଧୁ କରିଥିଲା ବନ୍ଧୁ ଅପହରଣର ଷଡଯନ୍ତ୍ର । ଭୁବନେଶ୍ୱରର ଇସାନ ଅଗ୍ରୱାଲଙ୍କ ଅପହରଣକାରୀଙ୍କୁ ପୁଲିସ ୩୬ ଘଂଟାରେ ଧରିବା ଯେତିକି ଚର୍ଚ୍ଚିତ, ଅପହରଣ ପଛର କାହାଣୀ ସେତିକି ରୋଚକ । ଇସାନଙ୍କ ସ୍କୁଲ ସମୟର ବନ୍ଧୁ ହିଁ ତାଙ୍କ ଅପହରଣ ମାଷ୍ଟର ମାଇଣ୍ଡ । ଚା’ ପିଇବାକୁ ଡାକି…