Daily Archives

February 3, 2022

ପରୀକ୍ଷା ବନ୍ଦ ଦାବି ଭିତରେ ଆଭିମୁଖ୍ୟ ସ୍ପଷ୍ଟ କଲେ ସରକାର । ଦେବାକୁ ପଡିବ କ୍ଲାସ ପ୍ରମୋସନ୍ ପରୀକ୍ଷା, ଦଶମ ଓ ଦ୍ୱାଦଶ…

କନକ ବ୍ୟୁରୋ : କରୋନା ଯୋଗୁଁ ପାଠପଢା ପ୍ରଭାବିତ ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଉପରେ ପରୀକ୍ଷା ଲଦି ଦିଆଯାଉଛି । ଏଭଳି ଅଭିଯୋଗ କରି ରାଜଧାନୀରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଯୁକ୍ତ ୨ ଛାତ୍ରଛାତ୍ରୀ । ବିଶେଷ କରି ଏନଏସୟୁଆଇ ସମର୍ଥିତ ଛାତ୍ରଛାତ୍ରୀ ପ୍ରତିବାଦକୁ ଓହ୍ଲାଇଛନ୍ତି । ହେଲେ…

ଏସଡିଏମଙ୍କ ଉପରେ ସବାର ହେଲା ପୁଷ୍ପା ଷ୍ଟାଇଲ, ପଞ୍ଚାୟତ ଅଧିକାରୀଙ୍କୁ କହିଲେ ଏଭଳି କଥା

କନକ ବ୍ୟୁରୋ : ଯେବେ ଠାରୁ ପୁଷ୍ପା ଫିଲ୍ମ ରିଲିଜ ହୋଇଛି ସେବେଠାରୁ ଏହି ସିନେମାର ଏକ ସଂଳାପ ସମସ୍ତଙ୍କ ମୁହଁରେ ଶୁଣିବାକୁ ମିଳୁଛି । ଡାଇଲଗଟି ଏଭଳି କି ‘ମେଁ ଝୁକୁଙ୍ଗା ନେହିଁ’ । ଏହି ସଂଳାପକୁ ନେଇ ବିଭିନ୍ନ ଢଙ୍ଗରେ ଆକ୍ଟିଂ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ହେଲେ ରାଜସ୍ଥାନର ଜଣେ…

ନାକରେ ଦିଆଯିବ କରୋନା ଟିକା । ବିଶ୍ୱକୁ ବାଟ ଦେଖାଇଲା ଭାରତ ।

କନକ ବ୍ୟୁରୋ : କରୋନା ବିରୋଧୀ ଲଢେଇରେ ପୁଣି ଥରେ ବିଶ୍ୱକୁ ବାଟ ଦେଖାଇଛି ଭାରତ । ସ୍ୱଦେଶୀ ଟିକା କୋଭାକ୍ସିନ୍ ପ୍ରସ୍ତୁତ କରିଥିବା ଭାରତ ବାୟୋଟେକ୍ କମ୍ପାନୀ ଆଣିବାକୁ ଯାଉଛି, ଇଂଟ୍ରାନାଜାଲ୍ କରୋନା ଭାକସିନ୍ । ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ କମ୍ପାନୀକୁ ଅନୁମତି ଦେଇଛି…

୭ ରୁ ଖୋଲିବ ସ୍କୁଲ, କଲେଜ । ଡିଜିଟାଲ ନୁହେଁ, ଏବେ କଳାପଟାରେ ପାଠପଢା ।

କନକ ବ୍ୟୁରୋ : ସ୍କୁଲ ଖୋଲିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶର ୨୪ ଘଣ୍ଟା ଭିତରେ ବଡ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ସୋମବାର ଠାରୁ ସ୍କୁଲ ଓ କଲେଜ ଖୋଲିବାକୁ ଘୋଷଣା କରାଯାଇଛି । ୭ ତାରିଖରୁ ଅଷ୍ଟମରୁ ଉପରକୁ ଶ୍ରେଣୀଗୃହ ପାଠପଢା ଆରମ୍ଭ ହେବ । ସେହିପରି ୨ ବର୍ଷ ପରେ ସ୍କୁଲକୁ ଫେରିବେ…

କରୋନାରେ ସଂକ୍ରମିତ ହେବା ପରେ ଫଟୋ ଛାଡିଲେ ଧୱନ । କହିଲେ କିଛି ଏମିତି କଥା ।

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଟିମକୁ ଝଟକା ଦେଇଛି କରୋନା । ଦଳର ୭ ଜଣ ସଦସ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି, ଯେଉଁଥିପାଇଁ ଆଜି ଟିମ୍ ଅଭ୍ୟାସ କରିବାକୁ ଓହ୍ଲାଇନଥିଲା । କରୋନାରେ ସଂକ୍ରମିତ ହୋଇଥିବା ଖେଳାଳୀଙ୍କୁ କ୍ୱାରେଣ୍ଟିନରେ…

ଅଳ୍ପକେ ବର୍ତ୍ତିଲେ ଅସଦୁଦ୍ଦିନ ଓୱେସି , ନିର୍ବାଚନ ପ୍ରଚାର ସାରି ଫେରୁଥିବା ବେଳେ ଗୁଳିମାଡ

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ନିର୍ବାଚନରେ ଆରମ୍ଭ ହୋଇଛି ହିଂସାକାଣ୍ଡ । ଆଜି ସକାଳେ ଯୋଗୀ ସରକାରଙ୍କର ଜଣେ ମନ୍ତ୍ରୀ ନାମାଙ୍କନ ଦାଖଲ କରିବାକୁ ଯାଉଥିବା ବେଳେ ତାଙ୍କ ଉପରେ ଆକ୍ରମଣ କରିବାକୁ ଜଣେ ଯୁବକ ପ୍ରୟାସ କରୁଥିବା ଖବର ଆସିଥିଲା  । ଏବେ ପୁଣି ଏଆଇଏମଆଇଏମ ନେତା ଅସଦୁଦ୍ଦିନ…