Daily Archives

June 14, 2024

ସମ୍ବାଦ ସିଇଓ କନକ୍ଲେଭରେ ନୂଆ ଉପ ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀ । କେଭି ସିଂଦେଓ କହିଲେ, ଶିଳ୍ପ ପ୍ରତିଷ୍ଠା…

କନକ ବ୍ୟୁରୋ : ସମ୍ବାଦ ସିଇଓ କନକ୍ଳେଭ ତୃତୀୟ ସଂସ୍କରଣ ଅନୁଷ୍ଠିତ ହୋଇଛି । କିପରି ପରିବେଶ, ଜଳବାୟୁ ପରିବର୍ତନ ଏବଂ ପ୍ରଗତି ସମନ୍ୱୟ ଭାବରେ ଆଗକୁ ଯାଇ ରାଜ୍ୟରେ ବିକାଶ ହୋଇପାରିବ, ତାହା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଉଦ୍ୟୋଗୀ, ସରକାର, ନାଗରିକ ସମାଜ, ସାଧାରଣ ଜନତା ଏବଂ ସମସ୍ତ…

ସେନାକୁ ମିଳିଲା ପ୍ରଥମ ସ୍ୱଦେଶୀ ଆତ୍ମଘାତି ଡ୍ରୋନ୍ ‘ନାଗାସ୍ତ୍ର-୧’ । ଶତ୍ରୁ ମାଟିରେ ଆତଙ୍କବାଦୀଙ୍କ ଉପରେ କରିପାରିବ…

କନକ ବ୍ୟୁରୋ : ଆତ୍ମନିର୍ଭର ଦିଗରେ ଆଉ ପାଦେ ଆଗେଇଛି ପ୍ରତିରକ୍ଷା ବିଭାଗ । ସେନାକୁ ମିଳିଛି ପ୍ରଥମ ସ୍ୱଦେଶୀ ଆତ୍ମଘାତି ଡ୍ରୋନ୍ ‘ନାଗାସ୍ତ୍ର-୧’ । ଏହି ଡୋନକୁ ଶତ୍ରୁ ପକ୍ଷର ରାଡାର ମଧ୍ୟ ଧରିବାରେ ବିଫଳ ହେବ । ଏବେ ଏୟାର ଷ୍ଟ୍ରାଇକ୍ ପାଇଁ ଆଉ ଫାଇଟର ଜେଟର ଆବଶ୍ୟକତା ପଡ଼ିବ ନାର୍ହିିଁ ।…

ମହାରାଷ୍ଟ୍ରରେ କାହିଁକି କମିଲା ବିଜେପିର ସାଂସଦ ସଂଖ୍ୟା । ଅର୍ଗାନାଇଜରର ରିପୋର୍ଟକୁ ନେଇ ତେଜିଲା ବୟାନବାଜି

କନକ ବ୍ୟୁରୋ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖପାତ୍ର ସାପ୍ତାହିକ 'ଅର୍ଗାନାଇଜର'ରେ ପ୍ରକାଶିତ ଏକ ଲେଖାକୁ ନେଇ ତେଜିଛି ବିବାଦ । ମହାରାଷ୍ଟ୍ରରେ ଏନଡିଏ ସହଯୋଗୀ ବିଜେପି ଏବଂ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ମଧ୍ୟରେ ଏହାକୁ ନେଇ ବାକ୍ ଯୁଦ୍ଧ ଆରମ୍ଭ ହୋଇଛି । ଅର୍ଗାଇନଜର…

ସଂସଦରେ ପ୍ରବେଶ କରିବେ ପ୍ରିୟଙ୍କା ଗାନ୍ଧୀ । ବାଟ ଫିଟାଇବାକୁ ରାହୁଲ ଛାଡିପାରନ୍ତି ୱାୟନାଡ ଲୋକସଭା ଆସନ

କନକ ବ୍ୟୁରୋ : ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ନିର୍ବାଚନ ପଦାର୍ପଣକୁ ନେଇ ପୁଣି ଥରେ କଳ୍ପନାଜଳ୍ପନା ଜୋର ଧରିଛି । ରାହୁଲ ଗାନ୍ଧୀ ୱାୟନାଡ ଲୋକସଭା ଆସନ ଖାଲି କଲେ ନିର୍ବାଚନ ଲଢ଼ିପାରନ୍ତି ବୋଲି ଜଣାପଡ଼ିଛି । ୨୦୧୯ ନିର୍ବାଚନ ପରଠାରୁ ପ୍ରିୟଙ୍କା ନିର୍ବାଚନ ଲଢ଼ିବାର ସମ୍ଭାବନା ଦେଖାଦେଇଥିଲା…

ନାବାଳିକାକୁ ଯୌନ ନିର୍ଯାତନା ମାମଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କୁ ଗିରଫଦାରୀରୁ ସୁରକ୍ଷା ପ୍ରଦାନ…

କନକ ବ୍ୟୁରୋ : ନାବାଳିକାକୁ ଯୌନ ନିର୍ଯାତନା ମାମଲାରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବିଏସ୍ ୟେଦୁରପ୍ପାଙ୍କୁ ଗିରଫଦାରୀରୁ ସୁରକ୍ଷା ପ୍ରଦାନ । କର୍ଣ୍ଣାଟକ ହାଇକୋର୍ଟ ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ଏହି ସୁରକ୍ଷା ପ୍ରଦାନ କରିଛନ୍ତି । ଜଣେ ନାବାଳିକାଙ୍କୁ ଅସଦାଚରଣ…

ଇଟାଲୀ ଜି-୭ ବୈଠକରେ ଭାରତୀୟ ଶୈଳୀରେ ଆତିଥ୍ୟ । ହାତଯୋଡି ‘ନମସ୍କାର’ କହିି ଅତିଥିଙ୍କୁ ସ୍ୱାଗତ କଲେ ଇଟାଲୀ…

କନକ ବ୍ୟୁରୋ : ଜି-୭ ବୈଠକ ବର୍ତ୍ତମାନ ଇଟାଲୀରେ ଚାଲିଛି । ଇଟାଲୀ ନିଜେ ଏହି ବୈଠକ ଆୟୋଜନ କରୁଛି । ଏହି ବୈଠକରେ ଯୋଗ ଦେବା ପାଇଁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ମୁଖ୍ୟମାନେ ପହଂଚିଛନ୍ତି । ଏହି ବୈଠକରେ ଯୋଗଦେବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପହଂଚିଛନ୍ତି ।…