Daily Archives

June 13, 2024

ଜୁନ୍ ୨୦ରେ ବିଧାନସଭା ବାଚସ୍ପତି ନିର୍ବାଚନ । ଜୁନ୍ ୧୮ ଓ ୧୯ ତାରିଖରେ ଶପଥ ନେବେ ନୂଆ ବିଧାୟକ । ଆଠଗଡ ବିଧାୟକ…

କନକ ବ୍ୟୁରୋ: ଆସନ୍ତା ଜୁନ୍ ୨୦ ତାରିଖରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ । ଏଥିସହିତ ଏହା ପୂର୍ବରୁ ଜୁନ୍ ୧୮ ଏବଂ ୧୯ ତାରିଖରେ ଦୁଇ ଦିନ ଧରି ନୂଆ ବିଧାୟକ ଶପଥ ଗ୍ରହଣ କରିବେ । କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଥମେ ନୂଆ ବିଧାୟକଙ୍କ ଶପଥ ପାଠ କରାଇବେ । ଏହାପରେ ଜୁନ୍…

ହଟିବ ସ୍କୁଲରେ ଲାଗିଥିବା ୫ଟି ବୋର୍ଡ: ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ଓସେପା ପ୍ରକଳ୍ପ ନିର୍ଦ୍ଦେଶ

କନକ ବ୍ୟୁରୋ: ହଟିବ ସ୍କୁଲରେ ଲାଗିଥିବା ୫ଟି ବୋର୍ଡ । ବୋର୍ଡ ହଟାଇବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ । ସବୁ ଏଚଏସଟି ସ୍କୁଲରୁ ୫ଟି ବୋର୍ଡ ହଟାଇବାକୁ ଚିଠି । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଲେ ଓସେପା ପ୍ରକଳ୍ପ ନିର୍ଦ୍ଦେଶ । ସରକାର ବଦଳିବା ପରେ…

ଜୁନ୍ ୨୬ରେ ଲୋକସଭା ବାଚସ୍ପତି ନିର୍ବାଚନ । କିଏ ହେବ ବାଚସ୍ପତି, ବଢିଲା ଚର୍ଚ୍ଚା….

କନକ ବ୍ୟୁରୋ: ଶେଷ ହେଇସାରିଛି ଲୋକସଭା ନିର୍ବାଚନ, ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇସାରିଛନ୍ତି ନରେନ୍ଦ୍ର ମୋଦୀ ଏବଂ ତାଙ୍କ ମନ୍ତ୍ରୀମଣ୍ଡଳ । ତେଣୁ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ଆଗାମୀ ଲୋକସଭାର ବାଚସ୍ପତି କିଏ ହେବ? ଆଉ ଏହାରି ଭିତରେ ଆସନ୍ତା ଜୁନ୍ ୨୬ ତାରିଖରେ ବାଚସ୍ପତି…

ଦିଲ୍ଲୀ ଜଳ ସଙ୍କଟ ଆବେଦନରେ ସୁପ୍ରିମକୋର୍ଟଙ୍କ ଶୁଣାଣୀ ,ସବୁପକ୍ଷଙ୍କ ସହ ଆଲୋଚନା କରି ସମାଧାନ କରିବାକୁ କୋର୍ଟଙ୍କ…

କନକବ୍ୟୁରୋ:ଦିଲ୍ଲୀରେ ଜଳ ସଙ୍କଟ ସମ୍ପର୍କିତ ଆପ ସରକାରଙ୍କ ଆବେଦନ ଉପରେ ଶୁଣାଣୀ କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି ରାଜ୍ୟମାନଙ୍କ ମଧ୍ୟରେ ଯମୁନା ନଦୀ ଜଳ ବଂଟନ ଜଡିତ ମାମଲା ଏକ ସମ୍ବେଦନଶୀଳ ପ୍ରସଙ୍ଗ ଅଟେ । ଯମୁନା ନଦୀ ବୋର୍ଡ ଜଳ ବାଟିବା ଦାୟିତ୍ୱ ନେବା ଜରୁରୀ । କାଲି ସମସ୍ତ…

ପୁଣି ହଲଚଲ ମହାରାଷ୍ଟ ରାଜନୀତି ,ବିଧାନସଭା ନିର୍ବାଚନ ପୂର୍ବରୁ ଶରଦ ପାୱାରଙ୍କ ବଡ ଦାବି ପଟପରିବର୍ତନ ନେଇ ଏନସିପି…

କନକବ୍ୟୁରୋ:ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବଡ ବୟାନ । ଶରଦ କହିଛନ୍ତି ଆଗାମୀ ୪ରୁ ୬ମାସ ମଧ୍ୟରେ ମହାରାଷ୍ଟ୍ର ଲୋକମାନେ ଚାହିଁଲେ ସରକାର ବଦଳାଇପାରିବେ । ଯାହା ପାଇଁ ସେ ଜନତାଙ୍କଠୁ ସମର୍ଥନ ଲୋଡିଛନ୍ତି । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶରଦ କହିଥିଲେ ମହାରାଷ୍ଟ୍ରରେ ଯେଉଁ ସମସ୍ୟା ଚାଲିଛି…

ଜମ୍ମୁକାଶ୍ମୀରରେ ବଢ଼ୁଛି ଆତଙ୍କୀ କାର୍ଯ୍ୟକଳାପ,ପ୍ରଧାନମନ୍ତ୍ରୀଙ୍କ ଜରୁରୀ ବୈଠକ ୪ଦିନରେ ୪ଥର ଆକ୍ରମଣ

କନକବ୍ୟୁରୋ:ଜମ୍ମୁକାଶ୍ମୀରରେ ଆତଙ୍କୀ ଆକ୍ରମଣକୁ ନେଇ ଆଜି ସମୀକ୍ଷା ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବୈଠକରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ବରିଷ୍ଠ ଅଧିକାରୀ ସାମିଲ ଥିଲେ ।କଠୁଆ, ଡୋଡା ଓ ରିଆସୀ ଅଂଚଳରେ ହୋଇଥିବା ଆକ୍ରମଣ ପଛରେ ପାକିସ୍ତାନୀ…