Daily Archives

January 1, 2022

ଅଭିନେତ୍ରୀ ଜାକଲିନଙ୍କ ସହ ପ୍ରେମ ସଂପର୍କ ରଖିଥିଲେ ସୁକେଶ । ଜାଣନ୍ତୁ, କିଏ କହିଲେ ଏମିତି କଥା…

କନକ ବ୍ୟୁରୋ: ଶହ ଶହ କୋଟି ଟଙ୍କାର ଅର୍ଥ ହେରଫେର ଓ ଠକେଇ ମାମଲାରେ ଗିରଫ ହୋଇଥିବା ସୁକେଶ ଚନ୍ଦ୍ରଶେଖରଙ୍କ ସହ ଫଟୋ ଭାଇରାଲ ହେବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ନଜରକୁ ଆସିଥିଲେ ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡିଜ। ଠକେଇ ମାମଲାରେ ତାଙ୍କୁ ପଚରାଉଚରା କରାଯିବା ପରେ…

ବର୍ଷ ଆରମ୍ଭରୁ ରାଜଧାନୀରେ ମର୍ଡର । ଭୋଜିକୁ ବିରୋଧ କରିବାରୁ ଗଡିଲା ମୁଣ୍ଡ ।

କନକ ବ୍ୟୁରୋ: ରାଜଧାନୀର ସୁନ୍ଦରପଦା ଅଞ୍ଚଳରେ ଦୀପକ ରାଉତରାୟଙ୍କ ହତ୍ୟାକାଣ୍ଡକୁ ନେଇ ହଇଚଇ । ନୂଆ ବର୍ଷ ଭୋଜିକୁ ବିରୋଧ କରିବାରୁ ଗଡ଼ିଲା ମୁଣ୍ଡ । ବୁଧମଣ୍ଡପ ହଜ୍ ପୋଖରୀ ସୁରକ୍ଷା ଦାୟିତ୍ୱରେ ଥିବା ଦୀପକ ରାଉତରାୟ ନୂଆବର୍ଷ ରାତିରେ ପୋଖରୀ ପାଖରେ ଥିଲେ । ଏହି ସମୟରେ ଏଠାକୁ ଭୋଜି ପାଇଁ…

ଓମିକ୍ରନ ଭୟ ଭିତରେ ଚିଠି ଲେଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । କହିଲେ ସ୍ୱାସ୍ଥ୍ୟ ଭିତ୍ତିିଭୂମିକୁ…

କନକ ବ୍ୟୁରୋ: ସାରା ଦେଶରେ ଓମିକ୍ରନ ସଂକ୍ରମଣ ବଢୁଛି । ୟୁରୋପ ଏବଂ ଆମେରିକାରେ ସଂକ୍ରମଣ ହୁ ହୁ ହୋଇ ବଢୁଛି । ଏହାକୁ ନେଇ କେନ୍ଦ୍ର ସରକାର ଚିନ୍ତାପ୍ରକଟ କରିଛନ୍ତି । ତେଣୁ ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁୁ ଚିଠି ଲେଖି ସତର୍କ କରାଇଛି କେନ୍ଦ୍ର । ହସ୍ପିଟାଲରେ ବେଡ୍,…

ବର୍ଷ ଆରମ୍ଭରୁ ବୈଷ୍ଣୋଦେବୀ ଯାତ୍ରାରେ ଅଭାବନୀୟ ଘଟଣା । ଦଳାଚକଟାରେ ଚାଲିଗଲା ୧୨ ଜଣଙ୍କ ଜୀବନ

କନକ ବ୍ୟୁରୋ: ନୂଆବର୍ଷରେ ବୈଷ୍ଣୋଦେବୀ ଅଘଟଣକୁ ନେଇ ସାରା ଦେଶରେ ଚର୍ଚ୍ଚା । ତେବେ ମାଙ୍କ ଦର୍ଶନ ପାଇଁ ରାତିରୁ ଲମ୍ବା ଲାଇନ୍ ଥିଲା କିନ୍ତୁ ବଚସାରୁ ଠେଲାପେଲା ହେଲା ଆଉ ସୂର୍ଯ୍ୟୋଦୟ ହେବା ବେଳକୁ ଚାଲିଯାଇଥିଲା ୧୨ ଜୀବନ । ତେବେ ଏହି ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସରକାର ।…

ନୂଆବର୍ଷରେ ନେତାଙ୍କ ଘରେ ଜମିଲା ଭିଡ଼ । ଶୁଭେଚ୍ଛା ବାହାନାରେ ଭୁବନେଶ୍ୱରରେ ପଞ୍ଚାୟତ ଆଶାୟୀ ପ୍ରାର୍ଥୀଙ୍କ ଗହଳି

କନକ ବ୍ୟୁରୋ: ନେତାଙ୍କ ଘରେ ନୂଆ ବର୍ଷ ଭିଡ । କିଏ ଫୁଲତୋଡା ଦେଉଛି ତ’ ଆଉ କିଏ ମିଠା । ବର୍ଷ ଆରମ୍ଭରେ ପ୍ରିୟ ନେତାଙ୍କ ହାତରେ ନିଜ ରଚିତ ପୁସ୍ତକ ଉନ୍ମୋଚନ ମଧ୍ୟ କରିଛନ୍ତି ସମର୍ଥକ । କୋଭିଡ କଟକଣା ଭିତରେ ନେତା ଓ ସମର୍ଥକ ରାଜଧାନୀରେ ପାଳିଛନ୍ତି ନୂଆବର୍ଷ । ଆଗକୁ ରାଜ୍ୟରେ ପଞ୍ଚାୟତ ଓ…

ନୂଆବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ନୂଆ ଭିଡିଓ । ଦେଢ଼ ମିନିଟର ଭିଡିଓକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ।

କନକ ବ୍ୟୁରୋ: ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ । ନୂଆବର୍ଷ ଅବସରରେ ନବୀନ ନିବାସରେ ସୁଟ୍ ହୋଇଛି ଏକ ଦେଢ ମିନିଟର ଭିଡିଓ । ଯେଉଁଥିରେ ଏକ ଧଳା ଟି-ସାର୍ଟ ଓ ଲୁଙ୍ଗି ପିନ୍ଧି ମୁଖ୍ୟମନ୍ତ୍ରୀ ନିଜ କୋଠରୀ ବାହାରକୁ ଆସି ଜଗନ୍ନାଥଙ୍କୁ ମୁଣ୍ଡିଆ ମାରୁଥିବାର ଦୃଶ୍ୟ ରହିଛି…