Daily Archives

December 15, 2021

‘ଓଡିଶା ବନିବ ଅଷ୍ଟ୍ରେଲିଆ’ । ଜାଣନ୍ତୁ କାହିଁକି ଏମିତି କହିଲେ ନୀତି ଆୟୋଗ ଉପାଧ୍ୟକ୍ଷ ?

କନକ ବ୍ୟୁରୋ : ଦେଶ ତୁଳନାରେ ଓଡିଶାରେ ମୁଣ୍ଡ ପିଛା ଆୟ ବଢିଛି । କୁପୋଷଣ କ୍ଷେତ୍ରରେ ମଧ୍ୟ ରାଜ୍ୟ ଭଲ କାମ କରିଛି । ରାଜ୍ୟ ସରକାରଙ୍କ ସହ ବୈଠକ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ନୀତିଆୟୋଗ ଉପାଧ୍ୟକ୍ଷ । ଏଥିସହ ସେ କହିଛନ୍ତି ଖଣିଜ ପଦାର୍ଥର ବିଦେଶ ପୁଞ୍ଜି ନିବେଶ ହେଲେ ଦେଶର…

ଶ୍ରୀମନ୍ଦିର ପାଇଁ ନୂଆ ଏସଓପି: ଆସନ୍ତା ୩୧ ଓ ଜାନୁଆରୀ ୧ରେ ବନ୍ଦ ରହିବ ଶ୍ରୀଜିଉ ଦର୍ଶନ

କନକ ବ୍ୟୁରୋ: କୋଭିଡ-୧୯ ମହାମାରୀର ସମ୍ଭାବିତ ୩ୟ ଲହରକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପାଇଁ ନୂଆ ଏସ୍‌ଓପି ଜାରି ହୋଇଛି। ନୂଆ ଏସ୍‌ଓପି ୨୦୨୧ ଡିସେମ୍ବର ୧୬ ତାରିଖ ଠାରୁ ଲାଗୁ ହେବ। ମନ୍ଦିର ଖୋଲା ରହିବା ସମୟରେ ଶ୍ରଦ୍ଧାଳୁ ମାନେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୂର୍ବାହ୍ନ ସାଢ଼େ ୫ଟାରୁ ରାତ୍ରି…

ଧନୀ ପାଉଛନ୍ତି ଶିକ୍ଷା, ପଛରେ ପଡୁଛି ଗରିବ । ମହାମାରୀ ସମୟରେ ବ୍ୟବସାୟୀଙ୍କ ହାତରେ ଶିକ୍ଷା ! ଶିକ୍ଷା ବ୍ୟବସ୍ଥାରେ…

କନକ ବ୍ୟୁରୋ : ଗୋଟିଏ ପଟେ ସରକାରୀ ସ୍ତରରେ ଅନଲାଇନ ପାଠପଢ଼ା ପ୍ରହସନରେ ପରିଣତ ହୋଇଛି । ଅନ୍ୟପଟେ ଅନଲାଇନ୍ ପ୍ଲାଟଫର୍ମରେ ଶିକ୍ଷା ବ୍ୟବସାୟୀଙ୍କୁ ଦିଆଯାଉଛି ପ୍ରୋତ୍ସାହନ । ମହାମାରୀ ଯୋଗୁଁ ସ୍କୁଲ ବନ୍ଦ ହୋଇଥିବା ବେଳେ ମାଲାମାଲ ହୋଇଛନ୍ତି ବାଇଜୁ ଭଳି ଶିକ୍ଷା ବ୍ୟବସାୟ କରୁଥିବା ସଂସ୍ଥା ।…

ଭୋଟର ଆଇଡି କାର୍ଡ ସହ ସଂଯୋଗ ହେବ ଆଧାର କାର୍ଡ: ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ଯାଇ କେନ୍ଦ୍ର ସରକାରଙ୍କ…

କନକ ବ୍ୟୁରୋ: ଭାଟର ଆଇଡି କାର୍ଡ ସହ ସଂଯୋଗ ହେବ ଆଧାର କାର୍ଡ । ନିବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ଏପରି ସୁଧାର ଆଣିଛନ୍ତି କେନ୍ଦ୍ର ସରକାର । ନିର୍ବାଚନ ଆୟୋଗର ସୁପାରିସ କ୍ରମେ ସରକାର ଏପରି ବଡ ପରିବର୍ତନ କରିବାକୁ ନିଷ୍ପତି ନେଇଛନ୍ତି । ଆଉ ଏକ ପ୍ରସ୍ତାବ ଅନୁସାରରେ ପ୍ରଥମ ଥର…

ଅନଲାଇନ ଶିକ୍ଷାର ବିକଳ ଚିତ୍ର । ପାଠ ବୁଝିପାରୁନାହାନ୍ତି ପିଲା, ବଢୁଛି ମାନସିକ ବିଷାଦ ।

କନକ ବ୍ୟୁରୋ : ଅନଲାଇନ୍ ଶିକ୍ଷା ନେଇ ସରକାର ଯେଉଁ ତଥ୍ୟ ଦେଉଥିଲେ, ତାକୁ ଭୁଲ ପ୍ରମାଣିିତ କରିଛି ଆତ୍ମଶକ୍ତି ଟ୍ରଷ୍ଟ ସହ ମିଶି ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ କରିଥିବା ସର୍ଭେ । ବିଶେଷ କରି ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବସ୍ତିରେ ମହାମାରୀ ବେଳେ ପାଠପଢ଼ାର ବିକଳ ଚିତ୍ର ସାମନାକୁ…

କଂଗ୍ରେସରେ ମିଶିବେ କି ହରଭଜନ ସିଂ? ସିଦ୍ଧୁଙ୍କ ପୋଷ୍ଟ ବଢାଇଲା ଚର୍ଚ୍ଚା

କନକ ବ୍ୟୁରୋ: ପଞ୍ଜାବ ରାଜନୀତିରେ ହଟଚମଟ ଭିତରେ ଏବେ ପୁଣି ଏକ ନୂଆ ବିଷ୍ୟ ସାମ୍ନାକୁ ଆସିଛି । ଯାହା ରାଜନୀତିର ଏହି ମାହୋଲକୁ ପୁଣି ଉଷ୍ମ କରିଦେଇଛି । ପଞ୍ଜାବର କଂଗ୍ରେସ ନେତା ନବଜ୍ୟୋତ ସିଦ୍ଧୁ ହରଭଜନ ସିଂଙ୍କ ସହ ଏକ ଫଟୋ ସୋସିଆଲମିଡିଆରେ ପୋଷ୍ଟ କରିଥିଲେ । ଆଉ ଏଥିରେ ସେ ଲେଖିଛନ୍ତି…