Daily Archives

December 15, 2021

ଚିତରଞ୍ଜନଙ୍କ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଫୋନ କଲ୍ ଡିଟେଲ୍ସ ଖୋଲିପାରେ ମୃତ୍ୟୁ ରହସ୍ୟ ?

କନକ ବ୍ୟୁରୋ : ସଂଜୟଙ୍କ ସହଯୋଗୀଙ୍କ ମୃତ୍ୟୁ ରହସ୍ୟର ପରଦା ହଟାଇବ କ୍ରାଇମବ୍ରାଞ୍ଚ । ଡିଜିପିଙ୍କ ନିର୍ଦ୍ଦେଶ ପରେ ଗଠନ ହୋଇଛି ୪ ଜଣିଆ ଟିମ୍ । କଲ ଡିଟେଲସ ରେକର୍ଡ ଆଧାରରେ ଚିତରଂଜନଙ୍କ ମୃତ୍ୟୁର ମୂଳରେ ପହଞ୍ଚିବାକୁ ଆରମ୍ଭ ହୋଇଛି ଚେଷ୍ଟା । ସେପଟେ ଜଗନ୍ନାଥ ବାରମ୍ବାର ବୟାନ ବଦଳାଇବା…

ଅଭୟଙ୍କ ପରେ ପୁଲିସ ବିଭାଗର ମୁଖିଆ ହେବେ ସୁନୀଲ ବଂଶଲ । ପଞ୍ଚାୟତ ଓ ପୌର ନିର୍ବାଚନ ହେବ ବଡ଼ ଚ୍ୟାଲେଞ୍ଜ ।

କନକ ବ୍ୟୁରୋ : ରାଜ୍ୟର ନୂଆ ପୁଲିସ ଡିଜି ହେବେ ସୁନୀଲ ବଂଶଲ । ଡିଜିପି ଅଭୟଙ୍କ ସ୍ଥାନରେ ସୁନୀଲ ବଂଶଲ ଜାନୁୟାରୀ ପହିଲାରୁ ଦାୟିତ୍ୱ ଗ୍ରହଣ କରିବେ । ୧୯୮୭ ବ୍ୟାଚର ଏହି ଆଇପିଏସ ଅଧିକାରୀ ଏବେ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ଅଛନ୍ତି । ମୟୁରଭଂଜ ଏସପି ଭାବେ ପୁଲିସ କ୍ୟାରିଅର…

ପୁଅର ଚିକିତ୍ସା ପାଇଁ ସୋନୁ ସୁଦଙ୍କୁ ଭେଟିଲେ ରାଜବୀରଙ୍କ ପରିବାର । ସାହାଯ୍ୟ ପାଇଁ ନେହୁରା ହେଲେ, ହାତ…

କନକ ବ୍ୟୁରୋ: ସୋନୁ ସୁଦଙ୍କୁ ଭେଟିଲେ ରାଜବୀରଙ୍କ ପରିବାର । ପୁଅର ଚିକିତ୍ସା ପାଇଁ ବଲିଉଡ ଅଭିନେତା ତଥା ବିପଦ ବେଳର ଦେବଦୂତ ସାଜୁଥିବା ସୋନୁ ସୁଦଙ୍କୁ ଭେଟିଛନ୍ତି ରାଜବୀରଙ୍କ ବାପାମାଆ । ୧୯ ମାସର କୁନି ପୁଅକୁ ଦରକାର ୧୬ କୋଟିର ଇଞ୍ଜେକସନ । ଜୀବନ-ମୃତ୍ୟୁ ମଝିରେ ରହିଛି ମାତ୍ର ୪ ମାସ ।…

ବିଜୁ ସ୍ମାର୍ଟ ହେଲଥ କାର୍ଡରେ ସାମିଲ ହେଲା ସାରା ଓଡିଶା: ସାଢେ ୩ କୋଟି ଓଡିଆ ପାଇବେ ସୁବିଧା

କନକ ବ୍ୟୁରୋ: ସ୍ବାସ୍ଥ୍ୟସେବା ଇତିହାସରେ ଓଡିଶା ଆଜି ପାଇଛି ସବୁଠାରୁ ବଡ ସଫଳତା। ମାଲକାନଗିରି ରୁ ଅଗଷ୍ଟ ୨୦ ତାରିଖରେ ଆରମ୍ଭ ହୋଇଥିବା ସେବା ଓ ପ୍ରତିବଦ୍ଧତାର ଏ ଅଭିଯାନ ଆଜି ଯାଜପୁରରେ ଉଦଯାପିତ ହୋଇଛି । ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ସାମିଲ ହୋଇଛନ୍ତି ବିଜୁ…

ଉଚ୍ଚ ଶବ୍ଦ ସୃଷ୍ଟି କରିଥିବା ଡିଜେ ଅପରେଟରଙ୍କୁ ଧର, ନହେଲେ ଆମକୁ ବି… ।

କନକ ବ୍ୟୁରୋ : କାନଫଟା ଶବ୍ଦ ସୃଷ୍ଟି କରିଥିବା ଡିଜେ ଵାଲାକୁ ଧର, ନଚେତ ଜିଲ୍ଲାପାଳ ଓ ଏସପିଙ୍କ କାର୍ଯ୍ୟାଳୟ ବାହାରେ ଆମେ ଡିଜେ ବଜାଇବୁ । ବାସ୍ତବରେ ଛତିଶଗଡର ରାୟପୁର ପୁଲିସ ଅଧୀକ୍ଷକଙ୍କୁ ଏକ ନିଆରା ଚିଠି ଦିଆଯାଇଛି । ଏସପିଙ୍କ ନାମରେ ଲିଖିତ ଆବେଦନରେ ଆବେଦନକାରୀମାନେ ଡିସେମ୍ବର ୧୯ରେ…

ଜଣେ ନିର୍ଦ୍ଦୋଷକୁ ଫସାଇ ଦିଆଯାଇଛି…! ସାମ୍ବାଦିକଙ୍କୁ ଗାଳି କଲେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ର,…

କନକ ବ୍ୟୁରୋ : କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ପୁଣି ଥରେ ବିବାଦକୁ ଆସିଛନ୍ତି। ଜଣେ ସାମ୍ବାଦିକଙ୍କ ବୁମ ଛଡ଼ାଇନେବା ସହ ଖରାପ ବ୍ୟବହାର କରିଥିବାର ଭିଡିଓ ଭାଇରଲ ହୋଇଛି ।ଏହି ଭିଡିଓରେ ଯେତେବେଳେ ଅଜୟଙ୍କୁ ଲକ୍ଷ୍ମୀପୁର ଘଟଣାରେ ତାଙ୍କ ପୁଅ ଆଶିଷ ମିଶ୍ରଙ୍କ ବାବଦରେ ଏକ ପ୍ରଶ୍ନ…