Daily Archives

December 1, 2021

କରୋନାର ନୂଆ ଭୁତାଣୁ ଓମିକ୍ରନକୁ ନେଇ ବଢୁଛି ବିଶ୍ୱବାସୀଙ୍କ ଚିନ୍ତା । ବିଶ୍ୱର ୨୧ ଟି ଦେଶକୁ ବ୍ୟାପି ସାରିଲାଣି…

କନକ ବ୍ୟୁରୋ : କରୋନା ଭୁତାଣୁର ନୂଆ ଭାରିଆଂଟ ଓମିକ୍ରନ ଏବେ ସାରା ବିଶ୍ୱବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ବର୍ତମାନ ପର୍ଯ୍ୟନ୍ତ ଏ ଭୁତାଣୁ ବିଶ୍ୱର ୨୧ ଟି ଦେଶକୁ ବ୍ୟାପି ସାରିଲାଣି । ଫଳରେ ଭାରତ ସରକାର ମଧ୍ୟ ଓମିକ୍ରନ ନେଇ କଟକଣା ଲଗାଇଛନ୍ତି । ଓମିକ୍ରନ ଭୁତାଣୁର ଭୟାବହତାକୁ…

ସଂସଦରେ କୃଷିମନ୍ତ୍ରୀଙ୍କ ବଡ଼ ବୟାନ, ‘ଆନ୍ଦୋଳନବେଳେ ହୋଇ ନାହିଁ ଚାଷୀ ମୃତ୍ୟୁ’

କନକ ବ୍ୟୁରୋ : ସଂସଦର ଶୀତକାଳିନ ଅଧିବେଶନରେ ବୁଧବାର ଏଭଳି ବୟାନ ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ ସିଂହ ତୋମାର । ସେ କହିଛନ୍ତି, ଆନ୍ଦୋଳନ ବେଳେ ମୃତ୍ୟୁ ହୋଇଥିବା ଚାଷୀଙ୍କ ବିଷୟରେ କୌଣସି ପ୍ରକାରର ତଥ୍ୟ କୃଷି ମନ୍ତ୍ରାଳୟ ପାଖରେ ନାହିଁ । ତେଣୁ କୃଷକ ପରିବାରକୁ କୌଣସିପ୍ରକାର…

ଓମିକ୍ରନ ଆଣିଲା ଲକଡାଉନ୍ ଆଶଙ୍କା । କେମିତି ହେବ ବାହାଘର, ଚିନ୍ତାରେ ରାଜ୍ୟର ଅନେକ ପରିବାର ।

କନକ ବ୍ୟୁରୋ : କରୋନା କମିବା ପରେ କଟକଣା ବି ହଟିଥିଲା, ଧିରେ ଧିରେ ବାହାଘର ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବାହାଘର ସିଜିନ୍ ଆସିଥିବାରୁ ଅଟକି ରହିଥିବା ଅନେକ ବାହାଘର ପାଇଁ କାର୍ଡ ଛପା ଠାରୁ ଆରମ୍ଭ କରି, ମଣ୍ଡପ ବୁକିଂ, ଟେଣ୍ଟ, କ୍ୟାଟେରିଂ ଭଳି ଆୟୋଜନ ହୋଇଛି । ଏବେ…

ମୋଦୀ ସରକାର ବିରୋଧରେ ଦିଦିଙ୍କ ମୋର୍ଚ୍ଚା, ବିରୋଧୀ ମୋର୍ଚ୍ଚାରେ ନାହିଁ ୟୁପିଏ

କନକ ବ୍ୟୁରୋ : ରାଜ୍ୟ ରାଜନୀତିରୁ ବାହାରି ଏବେ ଜାତୀୟ ରାଜନୀତି ପାଇଁ ଅଂଟା ଭିଡିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏବେ ବେଙ୍ଗଲ ଛାଡି ଦିଲ୍ଲୀ ଯିବେ ଦିଦି । ଏଥିପାଇଁ ବିଜେପି ସରକାର ବିରୋଧରେ ମୋର୍ଚ୍ଚା ପାଇଁ ଲାଗିଛନ୍ତି ମମତା । ଆଉ ତାଙ୍କର ଏହି ମୋର୍ଚ୍ଚାରେ ନାହିଁ…

ଯେବେ ପ୍ରଥମେ ଠାବ ହୋଇଥିଲା ଓମିକ୍ରନ । ନୂଆ ଷ୍ଟ୍ରେନ ଦେଖି ଚମକି ପଡିଥିଲେ ବୈଜ୍ଞାନିକ, ନିଜ ଆଖିକୁ କରିପାରିନଥିଲେ…

କନକ ବ୍ୟୁରୋ : ଦକ୍ଷିଣ କୋରିଆର ଜଣେ ବୈଜ୍ଞାନିକ କହିଛନ୍ତି, କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’କୁ ଯେତେବେଳେ ସେ ପ୍ରଥମ ଥର ଦେଖିଲେ, ସେତେବେଳେ ଏକ ପ୍ରକାର ଚମକି ପଡିଥିଲେ । ଏଇ ଭାରିଆଣ୍ଟ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଦେଖାଯାଇଥିଲା । ବୈଜ୍ଞାନିକ ଜଣଙ୍କ ନୂଆ ଭାରିଆଣ୍ଟକୁ ଦେଖି ପ୍ରଥମେ…