Daily Archives

November 2, 2021

ବରଫ ତରଳୁଛି, ବିପଦ ବଢୁଛି । ୧୦ ବର୍ଷ ଭିତରେ ଗ୍ରୀନଲ୍ୟାଣ୍ଡରେ ତରଳିଛି କୋଟି କୋଟି ଟନ୍ ବରଫ, ଫୁଲୁଛି ସମୁଦ୍ର ।

କନକ ବ୍ୟୁରୋ : ଗ୍ରୀନଲ୍ୟାଣ୍ଡରେ ଜମା ହୋଇଥିବା ବରଫ ଧୀରେଧୀରେ ତରଳିବାକୁ ଆରମ୍ଭ କରିଲାଣି। ଦେଖିବାକୁ ଗଲେ ଗତ ଦଶବର୍ଷ ମଧ୍ୟରେ ଗ୍ରୀନଲ୍ୟାଣ୍ଡରେ ଜମା ହୋଇଥିବା ପ୍ରାୟ ୩୫୦,୦୦୦ କୋଟି ଟନ୍ ବରଫ ତରଳି ଯାଇଛି। ଏହି କାରଣରୁ ବିଶ୍ୱସ୍ତରରେ ସମୁଦ୍ରର ଜଳସ୍ତର ପ୍ରାୟ ଏକ ସେଣ୍ଟିମିଟର ବୃଦ୍ଧି…

ଇଶାନଙ୍କୁ ଓପନିଂ ବ୍ୟାଟିଂ କରିବାକୁ ପଠାଇଥିଲା କିଏ? ନ୍ୟୁଜିଲାଣ୍ଡ ବିପକ୍ଷରେ କିଏ ନେଇଥିଲା ଏହି ନିଷ୍ପତ୍ତି, ବ୍ୟାଟିଂ…

କନକ ବ୍ୟୁରୋ : ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ପରାଜିତ ହେବା ପରେ ଭାରତୀୟ ବ୍ୟାଟିଂ ଅର୍ଡରକୁ ନେଇ ପ୍ରଶ୍ନ ଉଠାଇଛନ୍ତି କ୍ରିକେଟ ପ୍ରଂଶସକ । ରୋହିତଙ୍କ ବଦଳରେ ଇଶାନ କିଷାନଙ୍କୁ କିଭଳି ଓପନିଂ ପାଇଁ ପଠାଗଲା ତାହାକୁ ନେଇ ପ୍ରଶ୍ନ ଉଠିଥିଲା । ଏଭଳି ନିଷ୍ପତ୍ତି କିଏ ଏବଂ କାହିଁକି ନିଆଗଲା…

ଭୁବନେଶ୍ୱରରେ ଡବଲ ମର୍ଡର: ସ୍ତ୍ରୀ-ପୁଅକୁ ହତ୍ୟା କରି ସ୍ୱାମୀ ଫେରାର ହୋଇଥିବା ସନ୍ଦେହ

କନକ ବ୍ୟୁରୋ: ଭୁବନେଶ୍ୱର କଳିଙ୍ଗନଗରରେ ଡବଲ ମର୍ଡର । ଘର ଭିତରେ ମା-ପୁଅଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ହତ୍ୟାକାଣ୍ଡର କାରଣ ଏଯାଏଁ ଅସ୍ପଷ୍ଟ ରହିଛି । ହେଲେ ସ୍ତ୍ରୀ-ପୁଅକୁ ସ୍ୱାମୀ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ଘଟଣା ସ୍ଥଳରେ ତମାଣ୍ଡୋ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ…

ହିମାଚଳ ମୁଖ୍ୟମନ୍ତ୍ରୀଙ୍କ ବୟାନ, ପରାଜୟ ପାଇଁ ମହଙ୍ଗା ଦାୟୀ କହି କେନ୍ଦ୍ରକୁ ପରୋକ୍ଷରେ ଟାର୍ଗେଟ୍

କନକ ବ୍ୟୁରୋ : ହିମାଚଳ ପ୍ରଦେଶ ଉପନିର୍ବାଚନରେ କ୍ଷମତାରେ ଥିବା ବିଜେପି ଶୋଚନୀୟ ଭାବେ ପରାଜିତ ହୋଇଛି । ରାଜ୍ୟରେ ମଣ୍ଡି ଲୋକସଭା, ଓର୍ଫି, ଫତେହପୁର, ଜୁବ୍ୱଲ-କେଟଖାଇ ବିଧାନସଭା ଆସନରେ କଂଗ୍ରେସର ବିଜୟ ପରେ ହତୋତ୍ସାହିତ ହୋଇପଡିଛନ୍ତି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର । ଏନେଇ ସେ କେନ୍ଦ୍ର…

ଅଦରକାରୀ ପଦାର୍ଥରୁ ପ୍ରସ୍ତୁତ କରୁଛନ୍ତି କଳାକୃତି: ସମାଜକୁ ଦେଉଛନ୍ତି ସଚେତନର ବାର୍ତ୍ତା

କନକ ବ୍ୟୁରୋ: ବିଭିନ୍ନ ଅଦରକାରୀ ପଦାର୍ଥରୁ ପ୍ରସ୍ତୁତ କରୁଛନ୍ତି ଅନେକ ଜାତିର କଳାକୃତି । ପ୍ରଦୂଷଣ ରୋକିବା ସହିତ ଆଜିର ସମାଜକୁ ଦେଉଛନ୍ତି ସଚେତନର ବାର୍ତା । ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଗେଡ଼ିଆପଲ୍ଲୀ ପାଟଣା ଗାଁର ୧୭ ବର୍ଷର ଝିଅ ଜ୍ୟୋତିପ୍ରଭାଙ୍କ କଥା । ଭଗବାନ ସମସ୍ତଙ୍କୁ…

ଦୀପାବଳିରେ କଡାକଡି କଟକଣା: ବେଆଇନ ବାଣ ବିକ୍ରି ଉପରେ କଡାକଡି ହେବ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ: ସବୁଜ ବାଣ ବିକ୍ରି ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ । ଏସଆରସିଙ୍କ ସମେତ ସମସ୍ତ ଜିଲ୍ଲାପାଳ ଓ ଏସପି ମଧ୍ୟ ସାମିଲ । ବେଆଇନ ବାଣ ବିକ୍ରି ଉପରେ କଡାକଡି ହେବ କାର୍ଯ୍ୟାନୁଷ୍ଠାନ । ସବୁଜ ବାଣ ବିକ୍ରି ଓ ଫୁଟାଇବାକୁ କଡା ନିର୍ଦ୍ଦେଶ । ପିଇଏସଓ ଦ୍ୱାରା ପଞ୍ଜୀକୃ…