Daily Archives

October 24, 2021

ଚାକିରିରୁ ଅବସର ନେଇ କରିଛନ୍ତି ନର୍ସରୀ । ଲଗାଇଛନ୍ତି ଦେଶବିଦେଶର ଭଳି କି ଭଳି ଫୁଲଫଳର ଚାରା

କନକ ବ୍ୟୁରୋ: ଭଳି କି ଭଳି ଗଛର ଚାରା ଲାଗିଛି । ଫୁଲ ହେଉ କି ଫଳ, ଚାରା ନେବାକୁ ଏଠାକୁ ପାଖ ଓ ଦୂରରୁ ଛୁଟିଆସନ୍ତି ଲୋକ । ଏହେଉଛି ସାମନ୍ତ ସିଂହାର ସ୍ୱାଇଁଙ୍କ ବନଦୁର୍ଗା ନର୍ସରୀ । ଏଠାରେ ଦେଶବିଦେଶର ଫୁଲ ଓ ଫଳର ଚାରା ମିଳୁଛି । ରାଜ୍ୟ ଉଦ୍ୟାନ ବିଭାଗରେ ଆର୍ଗୋନୋମିଷ୍ଟ ଭାବେ ଅବସର ପରେ…

ଭୁବନେଶ୍ୱର ବିନ୍ଦୁ ସାଗରକୁ ଡ଼େଇଁ ଆତ୍ମହତ୍ୟା କଲେ ବି-ଟେକ୍ ଛାତ୍ର । ଆର୍ଥିକ ଅନଟନରୁ ମାନସିକ ଚାପରେ ଥିବା କହିଲେ…

କନକ ବ୍ୟୁରୋ : ଭୁବନେଶ୍ୱର ବିନ୍ଦୁ ସାଗରରୁ ଜଣେ ବିଟେକ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ଏକ ଘରୋଇ ଇଂଜିନିୟରିଂ କଲେଜରେ ପଢୁଥିବା ଛାତ୍ର ଜଣକ ଆର୍ଥିକ ସମସ୍ୟା ଯୋଗୁଁ ମାନସିକ ଦୁଶ୍ଚିନ୍ତାରେ ରହିଥିଲେ । ତେବେ ଗତକାଲି ଇନଷ୍ଟାଗ୍ରାମରେ ଏକ ସୁଇସାଇଡ ନୋଟ ଲେଖି ରାତିରେ ବିନ୍ଦୁ ସାଗରକୁ…

ମମିତା ହତ୍ୟାକାଣ୍ଡ ବିରୋଧରେ ଜାରି ରହିଛି ପ୍ରତିବାଦ । ମନ୍ତ୍ରୀଙ୍କ ଇସ୍ତଫା ଦାବି ଦୋହରାଇଲେ ବିରୋଧୀ ।

କନକ ବ୍ୟୁରୋ : ମମିତା ମେହେର ହତ୍ୟା ଘଟଣାରେ ରାଜରାସ୍ତାରେ ଜାରି ରହିଛି ପ୍ରତିବାଦ । ରାଜନୈତିକ ଆରୋପ ପ୍ରତ୍ୟାରୋପ ଆହୁରି ଜୋର ଧରିବାରେ ଲାଗିଛି । ମମିତା ମେହେର ହତ୍ୟାକାଣ୍ଡ ମାମଲା ଏବେ ରାଜ୍ୟର ସୀମା ଡେଇଁ ଜାତୀୟ ସ୍ତରରେ ଆଲୋଚନାର ପ୍ରସଙ୍ଗ ପାଲଟିଛି । ମୃତ ମମିତାଙ୍କ ପରିବାରକୁ…

ଶଙ୍ଖା ତିଆରିକୁ କୂଳ ବେଉସା କରି ଚଳୁଥିଲେ କାରିଗର । କରୋନା କଟକଣା ପରେ ପରେ ମାନ୍ଦା ପଡ଼ିଛି ବେପାର ।

କନକ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନୂଆ ବଜାର ଶଙ୍ଖା ପାଇଁ ବେଶ୍ ପରିଚିତ । କହ୍ନେଇ ଲାଲ ନନ୍ଦୀ ଏବଂ ଅଜିତ ନନ୍ଦୀ ଶଙ୍ଖା ବ୍ୟବସାୟ କରନ୍ତି । ଶଙ୍ଖା ତିଆରି ସେମାନଙ୍କ କୁଳ ବେଉସା । ଶଙ୍ଖରୁ ଶଙ୍ଖା ତିଆରି କରି ସ୍ଥାନୀୟ ଅଂଚଳ ସହିତ ପୁରୀ, ଭୁବନେଶ୍ୱର , କଟକ , ରାଉରକେଲା, ଓଡିଶାର…

ରିକ୍ସା ଚାଳକଙ୍କ ନିକଟରେ ପହଂଚିଲା ଆୟକର ବିଭାଗର ୩.୪୩ କୋଟିର ନୋଟିସ, ବାର୍ଷିକ କାରବାର ୪୩.୪୦ କୋଟି

କନକ ବ୍ୟୁରୋ : ମଥୁରା ଆୟକର ବିଭାଗ ପକ୍ଷରୁ ଜଣେ ରିକ୍ସା ଚାଳକଙ୍କୁ ୩.୪୩ କୋଟି ଟଙ୍କାର ଆୟକର ନୋଟିସ ପଠାଇବା ପରେ ଏହାକୁ ନେଇ ଏବେ ଆଲୋଚନା ଜୋର ଧରିଛି । ଏହି ନୋଟିସ ପାଇବା ପରେ ରିକ୍ସା ଚାଳକଙ୍କ ପରିବାର ଚିନ୍ତାରେ ପଡିଯଇଛନ୍ତି । ଏନେଇ ରିକ୍ସା ଚାଳକଙ୍କ ପରିବାର ଯେତେବେଳେ ଆୟକର ବିଭାଗ…

ପାନ ପୋଷୁଛି ପେଟ । ମାଲକାନଗିରି ଏମଭି-୩୧ ଗାଁରେ ପାନ ବରଜ କରି ରୋଜଗାର କରୁଛନ୍ତି ଚାଷୀ ।

କନକ ବ୍ୟୁରୋ: ମାଲକାନଗିରିରେ ପାନ ବରଜ । ଉପକୂଳ ପରି ଏବେ ଉପାନ୍ତ ଅଂଚଳରେ ଚାଲିଛି ପାନ ଚାଷ । ଏହି ଚିତ୍ର ହେଉଛି ମାଲକାନଗିରି ଜିଲ୍ଲା ଏମଭି ୩୧ ଗାଁରୁ । ନିଜ ବାରି ପଟ ପାନ ବରଜରେ ଦିନ ରାତି ଏକ କରି ଦେଇଛନ୍ତି କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏମଭି ୩୧ ଗାଁର ରାଧାକୃଷ୍ଣ ପାତ୍ର । ପୂର୍ବରୁ…