Daily Archives

October 15, 2021

ଭୟାନକ ସଡକ ଦୁର୍ଘଟଣା । ଓଲଟିଲା ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଟ୍ରାକ୍ଟର, ୧୧ ମୃତ

କନକ ବ୍ୟୁରୋ : ବିଜୟାଦଶମୀରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୭ ଜଣ ମହିଳାଙ୍କ ସମେତ ମୋଟ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଅନେକ ଲୋକ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୪ ଜଣ ଛୋଟ ପିଲାଥିବା କଥା କୁହାଯାଇଛି । ସୂଚନା ମୁତାବକ ଝାନ୍ସିର ଚିରଗାଁଓ…

ଆଫଗାନିସ୍ତାନର ଏକ ମସଜିଦରେ ବିସ୍ଫୋରଣ: ୩୨ ମୃତ, ୪୦ରୁ ଅଧିକ ଆହତ

କନକ ବ୍ୟୁରୋ: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ବି ସେଠାରେ ହିଂସା କମୁନି । ଏବେ ବି ବିସ୍ଫୋରଣ ଜାରି ରହିଛି । ଆଜି ଆଫଗାନିସ୍ତାନର କାନ୍ଧାହାରରେ ଥିବା ଏକ ମସଜିଦରେ ଭୟଙ୍କର ବିସ୍ଫୋରଣ ହୋଇଛି । ଯେଉଁଥିରେ ୩୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଥିବା…

ଚେନ୍ନାଇ ଚାମ୍ପିୟନ ହେଉ ଅବା କୋଲକାତା, ଫାଇନାଲରେ ହେବାକୁ ଯାଉଛି ଏହି ରେକର୍ଡ…

କନକ ବ୍ୟୁରୋ: ବିଶ୍ୱର ସୁବୁଠୁ ଧନୀ କ୍ରିକେଟ ଲିଗର ଆଜି ଫାଇନାଲ ମ୍ୟାଚ୍ । ଶୁକ୍ରବାର ଇଣ୍ଡିଆନ୍ ପ୍ରିମିୟର ଲିଗର ଟାଇଟଲ ପାଇଁ ମୁହାଁମୁହିଁ ହେବାକୁ ଯାଉଛନ୍ତି ଚେନ୍ନାଇ ସୁପର କିଙ୍ଗସ୍ ଓ କୋଲକାତା ନାଇଟ୍ ରାଇଡର୍ସ । ଦୁଇ ଦଳ ପୂର୍ବରୁ ମଧ୍ୟ ଆଇପିଏଲ୍ ଟ୍ରଫି ହାତେଇ ସାରିଛନ୍ତି ହେଲେ…

ୟୁପିରେ ରହିଛି ୧୫୩ ବର୍ଷ ପୁରୁଣା ରାବଣ ମନ୍ଦିର, କେବଳ ଦଶହରା ଦିନ ଖୋଲିବା ନେଇ ରହିଛି ପରମ୍ପରା

କନକ ବ୍ୟୁରୋ : ବିଜୟ ଦଶମୀରେ ସାରା ଦେଶରେ ରାବଣର ପ୍ରତିମୂତ୍ତି ଦହନ କରିବାର ପରମ୍ପରା ରହିଛି । ହେଲେ ଉତ୍ତରପ୍ରଦେଶର କାନପୁର ଏଭଳି ଏକ ସ୍ଥାନ ଯେଉଁଠି ବିଜୟା ଦଶମୀରେ ରାବଣଙ୍କୁ ପୂଜା କରାଯାଏ । କେବଳ ସେତିକି ନୁହେଁ ଏଠାରେ ପୂଜା କରିବା ପାଇଁ ବି ରହିଛି ରାବଣଙ୍କର ମନ୍ଦିର । ସବୁଠାରୁ…

ଟି-୨୦ ବିଶ୍ୱକପ ପାଇଁ ୟୁଏଇ ବାହାରିଲା ପାକିସ୍ତାନ: ଫ୍ୟାନ କହିଲେ, ଭାରତଠୁ ଜିତିକି ଆସିବ ନହେଲେ…

କନକ ବ୍ୟୁରୋ: କିଛି ଦିନ ପରେ ଆରମ୍ଭ ହେବ ଟି-୨୦ ବିଶ୍ୱକପ । ଆଉ ଏଥିପାଇଁ ପ୍ରତ୍ସୁତି ଆରମ୍ଭ ହୋଇସାରିଲାଣି । ଭାରତ ତାର ପ୍ରଥମ ମ୍ୟାଚରେ ପାକିସ୍ତାନକୁ ୨୪ ତାରିଖରେ ଭେଟିବ । ଟି-୨୦ ବିଶ୍ୱକପ ପାଇଁ ପାକିସ୍ତାନ ଆଜି ୟୁଏଇ ଗସ୍ତ କରିଛି । ଯେଉଁଠି ବିଶ୍ୱକପ ମ୍ୟାଚ ଖେଳାଯିବ । ତେବେ ଏହି…

ଆଇଟମ୍ ଗର୍ଲ ରାନୀ ପଣ୍ଡାଙ୍କ ନାଁରେ ବଜାରରେ ଖୋଲିଲା ମୋମୋ ଷ୍ଟଲ୍ ।

କନକ ବ୍ୟୁରୋ: ରାନୀ ପଣ୍ଡା ହଟ୍ ମୋମୋ । ରାନୀଙ୍କ ନାଁରେ ମୋମୋ ଷ୍ଟଲ୍ । ଏ କଥା ଶୁଣିବା ପରେ ଆପଣଙ୍କୁ ଲାଗୁଥିବ, ରାନୀ ପଣ୍ଡା କଲେ କି ମୋମୋ ଷ୍ଟଲ ? ନା ଯାତ୍ରା ଜଗତରୁ ଆସି ବ୍ୟବସାୟରେ ଦେଲେ ପାଦ? ନାଇଁ ଆଜ୍ଞା, ସେ ଭ୍ରମରେ ପଡନ୍ତୁନି କି ଆମେ ବି ସେମିତି ସନସନି ଖବର ଦେଉନୁ । ରାନୀଙ୍କ…