ଦୁଷ୍କର୍ମକାରୀଙ୍କୁ ୨୫ ବର୍ଷ ଜେଲ୍: ୨୦୧୪ ବଣାଇ ଦୁଷ୍କର୍ମ ମାମଲାର ଶୁଣାଣି କଲେ ପକ୍ସୋ କୋର୍ଟ

146

କନକ ବ୍ୟୁରୋ: ଦୁଷ୍କର୍ମକାରୀଙ୍କୁ ୨୫ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ପକ୍ସୋ କୋର୍ଟ । ନାବାଳିକା ଗଣଦୁଷ୍କର୍ମ ମାମଲାରେ ୨ଜଣଙ୍କୁ ଏହି ଜେଲ ଦଣ୍ଡାଦେଶ ହୋଇଛି । ୨୫ବର୍ଷ ଜେଲ ସହ ୧୦ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହାସହ ଜିଲ୍ଲାର ଲିଗାଲ ସେଲ ଅଥରିଟି ଜରିଆରେ ପୀଡିତାଙ୍କୁ ୭ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବ । ୨୦୧୪ରେ ବଣାଇ ଅଂଚଳରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିଲେ ।