Daily Archives

July 13, 2021

ଉତ୍ତର-ପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ପ୍ରଧାନମନ୍ତ୍ରୀ କଲେ ଆଲୋଚନା । କହିଲେ କରୋନର ତୃତୀୟ ଲହର ପୂର୍ବରୁ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର-ପୂର୍ବ ରାଜ୍ୟ ମାନଙ୍କର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ଏହି ଆଲୋଚନାରେ ପ୍ରଧାନମନ୍ତ୍ରୀ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ବଢୁଥିବା ଭିଡକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।…

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ : ଅର୍ଥନୈତିକ ବ୍ୟାପାର…

କନକ ବ୍ୟୁରୋ : ମୋଦୀ ଟିମରେ ବଢ଼ୁଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱ । କେନ୍ଦ୍ର ସରକାରଙ୍କ କ୍ୟାବିନେଟର ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କମିଟି ଭାବରେ ଜଣାଶୁଣା ଅର୍ଥନୈତିକ ବ୍ୟାପର ସମ୍ପର୍କିତ କ୍ୟାବିନେଟ କମିଟି । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ଥାନ…

ପୃଥିବୀ ପୃଷ୍ଠକୁ ମାଡ଼ି ଆସୁଛି ସୌରଝଡ଼ : ଜାଣନ୍ତୁ କ’ଣ କହିଲେ ପ୍ଲାନେଟୋରିୟମ୍ ନିର୍ଦ୍ଦେଶକ ?

କନକ ବ୍ୟୁରୋ : ପୃଥିବୀ ପୃଷ୍ଠକୁ ଖୁବ ଦ୍ରୁତ ଗତିରେ ଏକ ସୌରଝଡ ମାଡି ଆସୁଛି । ଘଂଟା ପ୍ରତି ଏହା ପ୍ରାୟ ୧୬ ଲକ୍ଷ କିଲୋମିଟର ଗତିରେ ଅଗ୍ରସର ହେଉଛି । ଆମେରିକା ମହାକାଶ ଗବେଷଣା ସଂସ୍ଥା- ନାସାର ସୂଚନା ଅନୁସାରେ ଏହା ଆଜି କିମ୍ବା ଆସନ୍ତାକାଲି ପୃଥିବୀର ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ପ୍ରବେଶ…

ଅନ୍ଧବିଶ୍ୱାସ କୁହନ୍ତୁ ବା ଅର୍ଥାଭାବ…କଷ୍ଟ ସହୁଛି କୁନିଝିଅ : ସାପ କାମୁଡିବା ପରେ ନଷ୍ଟ ହେବାକୁ ବସିଛି ହାତ

କନକ ବ୍ୟୁରୋ : ଅନ୍ଧ ବିଶ୍ୱାସ କୁହନ୍ତୁ ବା ଅର୍ଥାଭାବ, କୁନି ଝିଅଟିକୁ ସାପ କାମୁଡିବା ପରେ ବି ଘରେ ପକାଇ ରଖିଛନ୍ତି ପରିବାର । ନାଗ ସାପ କାମୁଡିବା ସତ୍ୱେ ସୌଭାଗ୍ୟରୁ ଝିଅଟି ବଂଚି ଯାଇଛି । ହେଲେ ଯନ୍ତ୍ରଣାରେ ଛଟପଟ ହେଉଛି କୁନି ଝିଅ । ଗୋଟିଏ ହାତ ନଷ୍ଟ ହେବାକୁ ବସିଲାଣି । ନୀଳପଡି…

ଶ୍ରୀମନ୍ଦିରରେ ୩ଟି ଦ୍ୱାରାର ହେବ ରୂପା ଛାଉଣୀ : ଗତକାଲି ବିଳମ୍ବିତ ରାତିରେ ଶ୍ରୀମନ୍ଦିରରେ ପହଂଚିଲା ୬ଟି ଷ୍ଟ୍ରିଲ…

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରର ୩ଟି ଦ୍ୱାର ରୁପା ଛାଉଣୀ ପାଇଁ ପହଂଚିଛି ଷ୍ଟିଲ ଫ୍ରେମ । ଗତକାଲି ରଥଟଣା ସରିବା ପରେ ବିଳମ୍ବିତ ରାତିରେ ନିଳାଦ୍ରୀ ଭକ୍ତ ନିବାସରୁ ୩ଟି ଦ୍ୱାର ପାଇଁ ୬ଟି ଷ୍ଟିଲ ଫ୍ରେମ ଶ୍ରୀମନ୍ଦିରକୁ ନିଆଯାଇଛି । ଶ୍ରୀମନ୍ଦିରର ୩ଟି ଦ୍ୱାର ଉପରେ ରୁପାର ଛାଉଣୀ ହେବ ।…

ବୁଲେଟ ଟ୍ରେନ ପ୍ରକଳ୍ପର ସମୀକ୍ଷା କଲେ ଅଶ୍ୱିନୀ ବୈଷ୍ଣବ : ଅହମ୍ମଦାବାଦ, ମୁମ୍ବାଇ ମଧ୍ୟରେ ହେବାକୁ ଥିବା ପ୍ରକଳ୍ପର…

କନକ ବ୍ୟୁରୋ : ନୂଆ ରେଳମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ବୁଲେଟ୍ ଟ୍ରେନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ଅହମ୍ମଦାବାଦ୍-ମୁମ୍ବାଇ ମଧ୍ୟରେ ଚାଲିବାକୁ ଥିବା ବୁଲେଟ ଟ୍ରେନ୍ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଜାତୀୟ ଦ୍ରୁତଗାମୀ ରେଳ ପରିଚାଳନାର ନିର୍ଦ୍ଦେଶକ ସତୀଶ…