Daily Archives

June 21, 2024

କଥା ରଖିଲେ , ନିଜ ନାଁ ବଦଳାଇଲେ ନେତା । ପୱନ କଲ୍ୟାଣ ଜିତିବା ପରେ ମୁଦ୍ରାଗଡା ପଦ୍ମନାଭମରୁ ପଦ୍ମନାଭ ରେଡ୍ଡୀ ହେଲେ…

କନକ ବ୍ୟୁରୋ : ଚ୍ୟାଲେଂଜ ହାରିବା ପରେ ନିଜ ନାଁ ବଦଳାଇଲେ ୟାଇଏସଆର କଂଗ୍ରେସ ନେତା । ଜନସେନା ମୁଖ୍ୟ ପୱନ କଲ୍ୟାଣ ଜିତିଲେ ୟାଇଏସଆର କଂଗ୍ରେସର ବରିଷ୍ଠ ନେତା ମୁଦ୍ରାଗଡା ପଦ୍ମନାଭ ନିଜ ନାଁକୁ କୋର୍ଟରେ ସତ୍ୟପାଠ ଦାଖଲ କରି ବଦଳାଇଛନ୍ତି । ନିର୍ବାଚନ ପୂର୍ବରୁ ପଦ୍ମନାଭ ଏନେଇ ପ୍ରତିଜ୍ଞା…

ଯୋଗମୟ ହେଲା ସାରା ବିଶ୍ୱ । ଦେଶ ବିଦେଶରେ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଆୟୋଜିତ । ଶ୍ରୀନଗର ଯୋଗ ଶିବିରରୁ ସୁସ୍ଥ ରହିବାକୁ…

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ଯୋଗ ଦିବସ ପାଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶ୍ରୀନଗର ସ୍ଥିତ ଶେର-ଏ- କଶ୍ମୀର ଇଂଟରନ୍ୟାସନାଲ କନଫରେନ୍ସ ସେଂଟରରେ ଯୋଗ କରିବା ସହ ଦେଶବାସୀଙ୍କୁ ବାର୍ତା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ୧୦ ବର୍ଷ ଭିତରେ ଯୋଗକୁ ନେଇ ସାରା ବିଶ୍ୱର…

ଲୋକସଭାର କାମଚଳା ବାଚସ୍ପତିଙ୍କୁ ନେଇ କଂଗ୍ରେସର ବିରୋଧ । ସଂସଦୀୟ ମାନଦଣ୍ଡକୁ ବିଜେପି ନଷ୍ଟ କରୁଥିବା କଂଗ୍ରେସର…

କନକ ବ୍ୟୁରୋ : କେରଳର ମାଭଲିକେରା ଲୋକସଭା ଆସନରୁ ଜିତିଥିବା କୋଡିକୁନେଲି ସୁରେଶ ବର୍ତମାନ ସବୁଠୁ ଅଧିକ ସମୟ ଅର୍ଥାତ ୨୯ବର୍ଷ ଧରି ସାଂସଦ ଅଛନ୍ତି । ସୁରେଶ ମାଭଲିକେରା ଓ ଅଦୁର ଆସନରୁ ୪ଥର ଲେଖାଏଁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ବରିଷ୍ଠତା ଦୃଷ୍ଟିରୁ କାମଚଳା ବାଚସ୍ପତି କରାଯିବା…

ନିଟ୍ ଓ ନେଟ୍ ପରୀକ୍ଷା ବିବାଦରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ହଟହଟା । ମନ୍ତ୍ରୀଙ୍କୁ କଳାପତାକା ଦେଖାଇ ଛାତ୍ର ସଂଗଠନର…

କନକ ବ୍ୟୁରୋ : ପୁର୍ନବାର ନିଟ କାଉନସେଲିଂକୁ ରୋକିବା ପାଇଁ ଯେଉଁ ଆବେଦନ କରାଯାଇଥିଲା ତାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।ଏଥିସହ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସିଠୁ ଜବାବ ମାଗିଛନ୍ତି କୋର୍ଟ । ପରବର୍ତୀ ଶୁଣାଣୀ ଜୁଲାଇ ୮ରେ ହେବ ।କୋର୍ଟ ଆଜି ତିନୋଟି ଆବେଦନ ଉପରେ ଶୁଣାଣୀ କରିଥିଲେ।…

କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ବସ୍ତି । ତଳକୋର୍ଟଙ୍କ ଜାମିନ ଆଦେଶ ଉପରେ ରୋକ ଲଗାଇଲେ ଦିଲ୍ଲୀ ହାଇକୋର୍ଟ

କନକ ବ୍ୟୁରୋ : କେଜ୍ରିୱାଲଙ୍କୁ ଜାମିନ ଦେବା ନେଇ ତଳକୋର୍ଟଙ୍କ ରାୟ ବିରୋଧରେ ଇଡିର ଆବେଦନକୁ ଦିଲ୍ଲୀହାଇକୋର୍ଟ ଗ୍ରହଣ କରିଛନ୍ତି । ଇଡି ନିଜ ଆବେଦନରେ କହିଥିଲା ଟ୍ଟ -ତଦନ୍ତର ଗୁରୁତ୍ବକୁ ଦେଖି କେଜ୍ରିୱାଲଙ୍କୁ ଜାମିନ ମିଳିବା ଉଚିତ ନୁହେଁ -ଏହା ତଦନ୍ତ ଉପରେ ପ୍ରଭାବ ପକାଇବ…

ଏନଟିଏର ବଡ ନିଷ୍ପତ୍ତି । ସିଏସଆଇଆର-ୟୁଜିସି ଓ ଏନଇଟି ପରୀକ୍ଷା ସ୍ଥଗିତ

କନକ ବ୍ୟୁରୋ : ବିବାଦ ଭିତରେ ଏନଟିଏର ବଡ ନିଷ୍ପତ୍ତି । ସିଏସଆଇଆର-ୟୁଜିସି ଓ ଏନଇଟି ପରୀକ୍ଷା ସ୍ଥଗିତ । ଏହିସବୁ ପରୀକ୍ଷା ଜୁନ ୨୫ ରୁ ୨୭ ତାରିଖ ମଧ୍ୟରେ ହେବାର ଥିଲା । ହେଲେ ଅନିବାର୍ଯ୍ୟ କାରଣ ଦର୍ଶାଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ଏସବୁ ପରୀକ୍ଷାକୁ ସ୍ଥଗିତ କରିଛନ୍ତି ।…