Daily Archives

June 19, 2024

ରଦ୍ଦ ହେଲା ୟୁଜିସି ନେଟ୍ ପରୀକ୍ଷା । ପରୀକ୍ଷାରେ ଅନିୟମିତତା ଅଭିଯୋଗ ପରେ ରଦ୍ଦ କଲା କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ।

କନକ ବ୍ୟୁରୋ: ରଦ୍ଦ ହେଲା ୟୁଜିସି ନେଟ୍ ପରୀକ୍ଷା । ଗତ ଜୁନ୍ ୧୮ ତାରିଖରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ଦେଶର ବିଭିନ୍ନ ସହରରେ କରାଯାଇଥିବା ୟୁଜିସି-ନେଟ୍ ପରୀକ୍ଷାକୁ ରଦ୍ଦ କରିଦିଆଯାଇଛି । ତେବେ ପରୀକ୍ଷାରେ କିଛି ଅନିୟମିତତା ଥିବା ଅଭିଯୋଗ ହେବା ପରେ କେନ୍ଦ୍ର ଶିକ୍ଷା…

ଆଶ୍ଚର୍ଯ୍ୟ କଲେ ଅଧିନାୟକ: ଟି-୨୦ ୱାଲ୍ଡକପରୁ ନ୍ୟୁଜିଲ୍ୟାଣ୍ଡ ବିଦା ପରେ ଅଧିନାୟକ ପଦ ଛାଡିଲେ କେନ ୱିଲିୟମସନ

କନକ ବ୍ୟୁରୋ: ଟି-୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଅଧିନାୟକ ପଦ ଛାଡିଲେ କେନ୍ ୱିଲିୟମସନ୍ । ଦଳ ଗ୍ରୁପ ଷ୍ଟେଜରୁ ବିଦା ହେବା ପରେ ଏଭଳି କଠୋର ନିଷ୍ପତି ନେଇଛନ୍ତି କେନ୍ । ଏହାସହ ୨୦୨୪-୨୫ ସିଜିନ୍ ପାଇଁ ସେଂଟ୍ରାଲ କଂଟ୍ରାକ୍ଟରୁ ନିଜ ନାଁ ଫେରାଇ ନେଇଛନ୍ତି ।…

ଶୁଣି ପାରୁନାହାଁନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ଅଳକା ୟାଗନିକ୍: ବିରଳ ନ୍ୟୁରୋ ରୋଗରେ ପୀଡିତ ପରେ ହରାଇଲେ ଶ୍ରବଣ ଶକ୍ତି

କନକ ବ୍ୟୁରୋ: ବିରଳ ରୋଗର ଶିକାର ହୋଇଛନ୍ତି ବଲିଉଡର ଲୋକପ୍ରିୟ ଗାୟିକା ଅଲକା ୟାଗନିକ। ନ୍ୟୁରୋ ଜନିତ ସମସ୍ୟାରେ ପୀଡ଼ିତ ଅଲକା ନିଜର ଶ୍ରବଣ ଶକ୍ତି ହରାଇଛନ୍ତି। ଏନେଇ ସେ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି, ଯାହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ନିରାଶା ଦେଖାଦେଇଛି। ଅଲକା ୟାଗନିକ।…

ନୂଆ ରୂପରେ ଐତିହାସିକ ନାଳନ୍ଦା ବିଶ୍ୱବିଦ୍ୟାଳୟ: ନୂତନ କ୍ୟାମ୍ପସକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ: ବିହାର ନାଳନ୍ଦା ବିଶ୍ୱବିଦ୍ୟାଳର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କାର୍ଯ୍ୟକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ୧୭ଦେଶର ରାଷ୍ଟ୍ରଦୂତ ଯୋଗ ଦେଇଥିଲେ । ୪୫୫ ଏକର ଜମିରେ ୧୭୪୯…

ରାସ୍ତାକଡ଼ରେ ଶୋଇଥିବା ଯୁବକଙ୍କ ଉପରେ ବିଏମଡବ୍ଲୁ କାର ଚଢ଼ାଇ ହତ୍ୟା: ଅଭିଯୋଗ ଘେରରେ ୟାଇଏସଆର କଂଗ୍ରେସ ସାଂସଦଙ୍କ ଝିଅ

କନକ ବ୍ୟୁରୋ: କ୍ଷମତା ବଳରେ ପୁଲିସକୁ ନାଲି ଆଖି । ଚେନ୍ନାଇରୁ ଆସିଛି ଏହି ହିଟ ଆଣ୍ଡ ରନ ଘଟଣା । ରାଜ୍ୟସଭା ସାଂସଦଙ୍କ ଝିଅ ଜଣେ ଯୁବକଙ୍କ ଉପରେ କାର ଚଢ଼ାଇବା ପରେ ଜାମିନରେ ମୁକୁଳିବା ଘଟଣା ଅନେକ ପ୍ରଶ୍ନ ସୃ୍ଷ୍ଟି କରିଛି । ୟାଇଏସଆର କଂଗ୍ରେସ ପାର୍ଟି ବିଡା ମସ୍ତାନା ରାଓଙ୍କ ଝିଅ ମାଧୁରୀ…

ଜଗନମୋହନଙ୍କ ଉପରେ ଟିଡିପିର ଅଭିଯୋଗ: ଋଷିକୋଣ୍ଡା ପାହାଡ଼ ଉପରେ ରହିଛି ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ୫ଶହ କୋଟି…

କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶରେ ରାଜନୀତିରେ ହିଲପ୍ୟାଲେସକୁ ନେଇ ଚର୍ଚ୍ଚା । ନୂଆ ସରକାର ଟିଡିପି ଏବେ ପୁରୁଣା ସରକାରଙ୍କ ଉପରେ ବଡ ଅଭିଯୋଗ ଆଣିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନଙ୍କ ପାହାଡ଼ ଉପରେ ୫ଶହ କୋଟି ମୂଲ୍ୟର ବିଳାସପୂର୍ଣ୍ଣ ବଙ୍ଗଳା ରହିଥିବା ଟିଡିପିର ଅଭିଯୋଗ ଏବେ ଚର୍ଚ୍ଚାର…