Daily Archives

June 20, 2024

ଜଳ ପାଇଁ ଯୁଦ୍ଧ ! ଟୋପେ ପାଣି ପାଇଁ ଦିଲ୍ଲୀରେ ହାହାକାର । ଟ୍ୟାଙ୍କର ସାମ୍ନାରେ ଲାଗୁଛି ଲମ୍ବା ଲାଇନ ।

କନକ ବ୍ୟୁରୋ: ଦିଲ୍ଲୀରେ କମୁନି ଜଳ ସଂକଟ । ପାଣି ମୁନ୍ଦିଏ ପାଇଁ ଆଉଟୁ ପାଉଟୁ ହେଉଛନ୍ତି ରାଜଧାନୀବାସୀ । ପାଣି ପାଇଁ ସବୁଠି ହାହାକାର ପଡିଛି । ଟ୍ୟାଙ୍କର ସାମ୍ନାରେ ଲୋକଙ୍କ ଲମ୍ବା ଲାଇନ ଲାଗୁଥିବା ଦେଖିବାକୁ ମିଳିଛି । ତେବେ ପାଣିକୁ ନେଇ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଲୋକଙ୍କ…

ଲଗାଣ ବର୍ଷା ପରେ ଆସାମର ହାଲ୍ ବେହାଲ୍ । ଭୟଙ୍କର ବନ୍ୟା ସ୍ଥିତି । ଜଳବନ୍ଦୀ ଜୀବନ ।

କନକ ବ୍ୟୁରୋ: ଆସାମରେ ଭୟଙ୍କର ବନ୍ୟା ସ୍ଥିତି । ଲଗାଣ ବର୍ଷା ଯୋଗୁଁ ଅଣାୟତ୍ତ ହୋଇଛି ପରିସ୍ଥିତି । ଘରେ ଘରେ ବନ୍ୟା ପାଣି ପଶିଯାଇଥିବା ବେଳେ ରାସ୍ତାଘାଟ, ଚାଷଜମି ଆଦି ଜଳମଗ୍ନ ହୋଇପଡିଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେବେ ବନ୍ୟା ଫଳରେ ଏକ ଲକ୍ଷରୁ…

ନାଟକରେ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କୁ ଅପମାନ । ଘଟଣାରେ ୪ ଛାତ୍ରଙ୍କ ଉପରେ ୧ ଲକ୍ଷ ୨୦ ହଜାର ଟଙ୍କା ଜରିମାନା ।

କନକ ବ୍ୟୁରୋ: ଚର୍ଚ୍ଚାରେ ଆଇଆଇଟି ବମ୍ବେର କାର୍ଯ୍ୟାନୁଷ୍ଠାନ । ରାମ-ସୀତାଙ୍କ ଭୂମିକାରେ ବିବାଦୀୟ ଅଭିୟନ ପାଇଁ ୪ ଜଣ ଛାତ୍ରଙ୍କୁ ଲକ୍ଷେ ୨୦ ହଜାର ଟଙ୍କାର ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କର୍ତ୍ତୃପକ୍ଷ । ୪୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ୪ ଛାତ୍ରଙ୍କୁ କୁହାଯାଇଛି ।…

ରାଜଧାନୀ ଭୁବନେଶ୍ୱରରୁ ମହିଳାଙ୍କୁ ଅପହରଣ ଅଭିଯୋଗ: ମୁଣ୍ଡ ଜାମିନ ରଖି କୋଟିଏ ଟଙ୍କା ଦାବି କଲେ ଅପହରଣକାରୀ

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରୁ ମହିଳାଙ୍କୁ ଅପହରଣ ଅଭିଯୋଗ । ମୁଣ୍ଡ ଜାମିନ ରଖି କୋଟିଏ ଟଙ୍କା ଦାବି କଲେ ଅପହରଣକାରୀ । ଏକ ପ୍ରତିଷ୍ଠିତ ଆପାର୍ଟମେଣ୍ଟରୁ ଅପହରଣ ହୋଇଥିବା ଅଭିଯୋଗ । ଏନେଇ ଚନ୍ଦକା ଥାନାର ଦ୍ୱାରସ୍ଥ ହେଲେ ମହିଳାଙ୍କ ପରିବାର ଲୋକ । ସେପଟେ ସିସିଟିଭି ଭିଡିଓ ଆଧାରରେ…

ତାମିଲନାଡୁରେ ମୁଣ୍ଡ ନେଉଛି ବିଷାକ୍ତ ମଦ । ୩୭ ମୃତ, ୬୦ରୁ ଅଧିକ ଅସୁସ୍ଥ ।

କନକ ବ୍ୟୁରୋ: ତାମିଲନାଡୁରେ ବିଷାକ୍ତ ମଦ ନେଲା ୩୭ ଜଣଙ୍କ ଜୀବନ । ବିଷାକ୍ତ ମଦ ପିଇ ୩୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତାମିଲନାଡୁ କଲ୍ଲାକୁରିଚି ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି । ମୃତ୍ୟୁ ସଂଖ୍ୟା ବଢିବାର ସମ୍ଭାବନା ରହିଛି । ତେବେ…

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ବଡ ଆଶ୍ୱସ୍ତି: ଜାମିନ ପ୍ରଦାନ କଲେ ଦିଲ୍ଲୀ କୋର୍ଟ

କନକ ବ୍ୟୁରୋ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଆଶ୍ୱସ୍ତି । ଅରବିନ୍ଦଙ୍କୁ ଜାମିନ ପ୍ରଦାନ କରିଛନ୍ତି ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ । କୋର୍ଟ କହିଛନ୍ତି, ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ କାଲି ଅରବିନ୍ଦ କେଜରିୱାଲ ତିହାର ଜେଲରୁ…