Daily Archives

June 24, 2021

ଟେଷ୍ଟ ବଢ଼ିବା ପରେ ଦୈନିକ ସଂକ୍ରମଣରେ ବୃଦ୍ଧି । ଦୁଇ ଦିନ ହେଲା ରାଜ୍ୟରେ ୫ ପ୍ରତିଶତ ଉପରେ ରହିଛି ଟେଷ୍ଟ ପଜିଟିଭିଟି…

କନକ ବ୍ୟୁରୋ : କିଛି ଦିନର ଆଶ୍ୱସ୍ତି ପରେ ପୁଣି ଦୈନିକ ସଂକ୍ରମଣ ହାର ସାମାନ୍ୟ ବଢିଛି । ଦୁଇ ଦିନ ହେଲା ପୁଣି ୫ ପ୍ରତିଶତକୁ ଟପିଛି ସଂକ୍ରମଣ ହାର । ତେବେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ରାଜ୍ୟରେ ସ୍ଥିତି ନିୟନ୍ତ୍ରଣରେ ରହିଛି । ପୂର୍ବ ଓ ଉତ୍ତର ଓଡ଼ିଶାରେ ସଂକ୍ରମଣ ପରେ ଆରମ୍ଭ…

ଜମ୍ମୁକାଶ୍ମୀରରେ ରାଜନୈତିକ ପ୍ରକ୍ରିୟା ଆରମ୍ଭ ହେବାକୁ ଖୋଲିଲା ବାଟ । ବିଧାନସଭା ନିର୍ବାଚନ କରିବା ପାଇଁ ସବୁ ଦଳଙ୍କ…

କନକ ବ୍ୟୁରୋ: ଜମ୍ମୁକାଶ୍ମୀରରେ ରାଜନୈତିକ ପ୍ରକ୍ରିୟା ଆରମ୍ଭ ହେବାକୁ ଖୋଲିଲା ବାଟ । ଜାମ୍ମୁ-କାଶ୍ମୀରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକ ପ୍ରାୟ ସାଢେ ୩ ଘଂଟା ଧରି ଚାଲିଥିଲା । ବୈଠକ ପରେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ…

କରୋନା ଯୋଗୁଁ ଛେରାପହଁରା କରିବା ପାଇଁ ଆସିଲେନି ଗଜପତି । ପ୍ରତିନିଧି ଭାବେ ନୀତି ସମ୍ପାଦନ କଲେ ମୁଦିରସ୍ତ ସେବାୟତ ।

କନକ ବ୍ୟୁରୋ : ଗତ ବର୍ଷ ରଥଯାତ୍ରା ଭଳି ଏବର୍ଷ ସ୍ନାନଯାତ୍ରାରେ ଛେରାପହଁରା କରିନାହାନ୍ତିି ଗଜପତି । ପରମ୍ପରା ଅନୁସାରେ ଗଜପତିଙ୍କ ପ୍ରତିନିଧି ଭାବେ ମୁଦିରସ୍ତ ସେବାୟତ ନୀତି ସଂପାଦନ କରିଛନ୍ତି । କୋଭିଡ୍ ନିୟମ ମାନି ଛେରାପହଁରା କରିବାକୁ ଆସିବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନକୁ…

କାଲି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ବୋର୍ଡ ଅଫିସରେ ବିଧିବଦ୍ଧ ଭାବେ ଅପରାହ୍ନ ୪ଟାରେ ବାହାରିବ ପରୀକ୍ଷା ଫଳ,…

କନକ ବ୍ୟୁରୋ : କାଲି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ପରୀକ୍ଷା ଫଳ ପ୍ରକାଶ ପାଇବ । ସନ୍ଧ୍ୟା ୬ଟାରେ ଦୁଇଟି ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ । ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ବିଏସଇ ଓଡିଶା ଡଟ୍ ଏସି ଡଟ୍ ଇନ୍, ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ବିଏସଇ…

ବିନା ଭକ୍ତରେ ଅନୁଷ୍ଠିତ ହେଲା ମହାପ୍ରଭୁଙ୍କ ସ୍ନାନଯାତ୍ରା । ୧୦୮ ଗରା ସୁବାସିତ ଜଳରେ ହେଲା ବଡ଼ ଠାକୁରଙ୍କ ମହାସ୍ନାନ,…

କନକ ବ୍ୟୁରୋ : ଜ୍ୟେଷ୍ଠ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ମହାସ୍ନାନ । ରତ୍ନବେଦୀରୁ ଓହ୍ଲାଇଆସି ସ୍ନାନବେଦୀରେ ବିଜେ କରିଥିଲେ ଜଗତର ନାଥ । ୧୦୮ ଗରା ସୁବାସିତ ଜଳରେ ହୋଇଛି ଜଳାଭିଷେକ । ଏହାପରେ ଗଜାନନ ବେଶରେ ଦର୍ଶନ ଦେଇଛନ୍ତି ଶ୍ରୀଜିଉ । ମହାପ୍ରଭୁଙ୍କ ଏହି ମହାମାନବୀୟ ଲୀଳା ଦେଖିବା ପାଇଁ…

ବିହାରର ପୂର୍ବ ଡିଜିପି ଗୁପ୍ତେଶ୍ୱର ପାଣ୍ଡେଙ୍କ ନୂଆ ଅବତାର । ୪୨ ଏନକାଉଣ୍ଟର ପରେ ସାଜିଲେ ପ୍ରବଚକ

କନକ ବ୍ୟୁରୋ : ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଏଥର ସେ ଏନକାଉଣ୍ଟର ସ୍ପେଶାଲିଷ୍ଟ ନୁହେଁ ଜଣେ ପ୍ରବଚକ ଭାବେ ଲୋକଙ୍କ ସାମ୍ନାକୁ ଆସିଛନ୍ତି । ଗୁପ୍ତେଶ୍ୱର ପାଣ୍ଡେ ଏକ ବ୍ୟାନର ଲଗାଇ ଶ୍ରୀମଦ୍ ଭଗବତ୍ ଉପରେ ପ୍ରବଚନ ଦେଉଥିବା ଦେଖିବାକୁ…