Daily Archives

June 21, 2021

ରାଜ୍ୟରେ ୧ କୋଟି ଟପିଲା ଟିକାକରଣ । ଚାଲିଛି ବଡ଼ ଅଭିଯାନ, ଗୋଟିଏ ଦିନରେ ୩ ଲକ୍ଷ ଟାର୍ଗେଟ୍, ଟିକାକେନ୍ଦ୍ରରେ ଲାଗିଲା…

କନକ ବ୍ୟୁରୋ : ଟିକାକରଣରେ ଏକ ମାଇଲ ଖୁଂଟ ଅତିକ୍ରମ କଲା ଓଡିଶା । ୫ ମାସ ଭିତରେ ରାଜ୍ୟରେ ୧ କୋଟି ଡୋଜ ଟିକାକରଣକୁ ଅତିକ୍ରମ କରିଛି ଓଡିଶା । ଗତ ଜାନୁୟାରୀ ୧୬ ତାରିଖରେ ଆରମ୍ଭ ହୋଇଥଲା ଟିକାକରଣ । ପର୍ଯ୍ୟାୟ କ୍ରମେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା, ୪୫ ବର୍ଷରୁ ଉଦ୍ଧ୍ୱର୍ ଓ ୧୮…

ଟିକାକରଣକୁ ନେଇ ତେଜିଲା ରାଜନୀତି । ରାଜ୍ୟର ବିଭିନ୍ନ ଟିକାକେନ୍ଦ୍ରରେ ଧସେଇ ପଶିଲେ ବିଜେପି କର୍ମୀ, ମୁଖ୍ୟମନ୍ତ୍ରୀଙ୍କ…

କନକ ବ୍ୟୁରୋ : ଦେଶରେ ଆଜିଠାରୁ ବଡଧରଣର ଟିକା ଅଭିଯାନ ଆରମ୍ଭ ହୋଇଥିବା ବେଳେ ଓଡିଶାରେ ଟିକାକରଣ ସମୟରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଆଜି ଅନୁଗୁଳ, ବାଲେଶ୍ୱର ଓ ରାୟଗଡାରେ ବିଜେପି କର୍ମୀ ଟିକାକରଣ କେନ୍ଦ୍ରରେ ଧସେଇ ପଶିଛନ୍ତି । ଟିକା କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିବା…

ବୃହତ ଟିକାକରଣ ଅଭିଯାନର ପ୍ରଥମ ଦିନରେ ରେକର୍ଡ । ଦେଶରେ ଗୋଟିଏ ଦିନରେ ଲାଗିଲା ୭୦ ଲକ୍ଷ ଡୋଜ  

କନକ ବ୍ୟୁରୋ: ଦେଶରେ କରୋନା ମହାମାରୀକୁ ରୋକିବାକୁ ଟିକାକରଣ ଅଭିଯାନକୁ ଜୋରଦାର କରାଯାଉଛି । ଆଜିଠୁ ଦେଶରେ ବୃହତ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଆଉ ପ୍ରଥମ ଦିନରେ ହିଁ ଟିକାକରଣରେ ରେକର୍ଡ କରିଛି ଭାରତ । ଆଜି ୭୦ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି । କେନ୍ଦ୍ର ସରକାର ଆଜିଠୁ…

ଟୀକାକରଣ ଭିତରେ ନିୟମକୁ ନେଇ ବଢିଲା ବିବାଦ । କେନ୍ଦ୍ର କହୁଛି ସିଧାସଳଖ ଆସିଲେ ବି ଦିଆଯିବ ଟୀକା, ଯାଜପୁର ଜିଲ୍ଲାପାଳ…

କନକ ବ୍ୟୁରୋ : ଆଜିଠୁ ସାରା ରାଜ୍ୟରେ କ୍ୟାମ୍ପେନ୍ ମୋଡରେ ଆରମ୍ଭ ହୋଇଛି ଟୀକାକରଣ ପ୍ରକ୍ରିୟା । କେନ୍ଦ୍ର ସରକାରଙ୍କ ନୂଆ ଟୀକା ନୀତି ଅନୁଯାୟୀ ଟୀକାକରଣ କରାଯାଉଛି । ପ୍ରତ୍ୟେକ ଦିନ ୩ ଲକ୍ଷ ଟୀକାକରଣ କରିବା ପାଇଁ ଟାର୍ଗେଟ୍ ରଖିଛନ୍ତି ସରକାର । କିନ୍ତୁ ଏହାରି ଭିତରେ ଦ୍ୱନ୍ଦ୍ୱ ବଢାଇଛି…

ରାଜଧାନୀରେ ସଂକ୍ରମଣ କମ, ସୁସ୍ଥ ଅଧିକ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୨୪୬ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ…

କନକ ବ୍ୟୁରୋ: ଭୁବନେଶ୍ୱରରେ ସଂକ୍ରମଣ କମୁଛି, ଆଉ ସୁସ୍ଥ ସଂଖ୍ୟା ବଢୁଛି । ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୨୪୬ କରୋନା ଆକ୍ରାନ୍ତ । କ୍ୱାରାଣ୍ଟାଇନ ସେଣ୍ଟରରୁ ୩୫ ଜଣ ଚିହ୍ନଟ ହୋଇଥିବା ବେଳେ ୨୧୧ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୫୫୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…

ଭୂତାଣୁ ଭିତରେ ଭଲ ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୪, ୫୮୭ କରୋନା ଆକ୍ରାନ୍ତ

କନକ ବ୍ୟୁରୋ: ଭୂତାଣୁ ଭିତରେ ରାଜ୍ୟ ପାଇଁ ଭଲ ଖବର । ଆଜି କରୋନାରୁ ସୁସ୍ଥ ହେଲେ ଆଉ ୪ ହଜାର ୫୮୭ କରୋନା ପଜିଟିଭ । ସେପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଧିରେ ଧିରେ କମିବାରେ ଲାଗିଛି । ଆଜି ଗୋଟିଏ ଦିନରେ ୩, ୦୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧାରୁ…