Daily Archives

June 1, 2021

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୨୧ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ…

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶା, ଗଜପତି ଜିଲ୍ଲା ତଥା ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲା ଉପରେ କିଛି ସ୍ଥାନରେ ଏବଂ ଓଡିଶାର ବାକି ଜିଲ୍ଲାମାନଙ୍କରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା…

ସାପ କାମୁଡାରେ ଆଖି ବୁଜିଲା ମାଆ, ଅନାଥ ହୋଇଗଲେ ଦୁଇ ଛୁଆ… ପୂର୍ବରୁ ପରପାରିକୁ ଚାଲି ଯାଇଥିଲେ ବାପା, ଏବେ…

କନକ ବ୍ୟୁରୋ: ଅନାଥ କରିଦେଲା ସାପ । ବାପାଙ୍କ ପରେ ଆଖି ବୁଜିଲା ମାଆ...ସାପ କରିଦେଲା ସର୍ବହରା । ପିଲାଙ୍କ ମୁଣ୍ଡରୁ ହଟିଗଲା ମାଆର ପଣତ । ଦୁଇ ଭାଇଙ୍କ ପାଇଁ ଏବେ ସ୍ୱପ୍ନ ପାଲଟିଗଲା ମାଆ ଡାକ । ଆଉ ଡର ଲାଗିଲେ କାହାକୁ ଡାକିବେ ଦୁଇ ଭାଇ... ଭୋକ ଲାଗିଲେ କାହାକୁ ମାଗିବେ ଭାତ ତିଅଣ ? ମାଆ…

ମାସ୍କ ପିନ୍ଧିଲେ ଲାଗିବ ଜୋରିମାନା ! ଏମିତି ଏକ ସ୍ଥାନ, ଯେଉଁଠି ମାସ୍କ ପିନ୍ଧିଲେ ଦେବାକୁ ପଡିବ ଫାଇନ୍ । ଜାଣନ୍ତୁ…

କନକ ବ୍ୟୁରୋ : ମାସ୍କ ପିନ୍ଧିଲେ ଜୋରିମାନା ! ମାସ୍କ ପିନ୍ଧିଲେ ଏଠାରେ ଦେବାକୁ ପଡିବ ଏକ୍ସଟ୍ରା ଚାର୍ଜ । ଏକଥା ଶୁଣି ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ । ଯେ ଯେତେବେଳେ, କରୋନାର ସଂକ୍ରମଣ ରୋକିବାକୁ ପୂରା ବିଶ୍ୱ ଲଢେଇ କରୁଛି ଆଉ ଅନେକ କଟକଣା ଭିତରେ ଲୋକେ ଛନ୍ଦି ହୋଇରହୁଛନ୍ତି,…

କରୋନାର କରୁଣ କାହାଣୀ । ୨୪ ଘଣ୍ଟା ଭିତରେ ଚାଲିଗଲା ବାପା ଓ ପୁଅଙ୍କ ଜୀବନ, ରାୟଗଡାରୁ ଆସିଲା ଦୁଃଖଦ ଖବର । 

କନକ ବ୍ୟୁରୋ : କରୋନା ଉଜାଡ଼ି ଦେଲା ସଂସାର । ୨୪ଘଣ୍ଟା ଭିତରେ ବାପା ପୁଅଙ୍କର ମୃତ୍ୟୁ ହୋଇଛି । ରାୟଗଡା ସହରର ଜଣେ ଜଣାଶୁଣା ସୁନା ବ୍ୟବସାୟୀ ତଥା କୋଟି କୋଟି ଟଙ୍କାର ମାଲିକ ପେଦିସେଟି କୁମାର ସ୍ୱାମୀ ଦୁଇଟି ଡ଼ୋଜ ନେଇଥିଲେ ମଧ୍ୟ କରୋନାରେ ତାଙ୍କର ମୃତ୍ୟୁ ହୋଇଛି । ଚଳିତ ମାସ ପହିଲାରେ…

ନବରଙ୍ଗପୁରରେ ଅଘଟଣ । କୂଅ ସଫା କରିବା ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ ।

କନକ ବ୍ୟୁରୋ: ନବରଙ୍ଗପୁରରେ ଅଘଟଣ । କୂଅ ସଫା କରିବା ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ । ଜଣେ ଗୁରୁତରଙ୍କୁ ଚିକିତ୍ସା ପାଇଁ ହାଟଭରାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି । ରାଇଘର ବ୍ଲକ ହାଟଭରାଣ୍ଡି ପଂଚାୟତର ସୋନାରପାରା ଗାଁରେ କୂଅ ସଫା କରିବାକୁ କୁଅ ଭିତରେ…

ଦିନେ ସୋନୁ ସୁଦଙ୍କୁ ଫଟୋସୁଟ୍ ପାଇଁ ମନା କରିଥିଲା ନାମୀଦାମୀ ମାଗାଜିନ୍ । ଏବେ ସେହି ମାଗାଜିନର ମେନ୍ ପେଜର ସ୍ଥାନ…

କନକ ବ୍ୟୁରୋ : ଦିନେ ସୋନୁଙ୍କୁ ରିଜେକ୍ଟ କରିଥିଲା ଷ୍ଟାରଡଷ୍ଟ ମାଗାଜିନ୍ । ଆଜି ମାଗାଜିନର କଭର ପେଜର ସ୍ଥାନ ପାଇଛି ସୋନୁଙ୍କ ଫଟୋ । ଏକ ମାଗାଜିନ୍ ସୁଟର ଅଡିସନ୍ ଦେଇ ଦିନେ ରିଜେକ୍ଟ ହୋଇଥିଲେ ସୋନୁ ସୁଦ୍ । ଆଉ ଆଜି ସେହି ମାଗାଜିନର କଭର ପେଜରେ ଶୋଭା ପାଉଛି ସୋନୁଙ୍କ ଫଟୋ । ଷ୍ଟାରଡଷ୍ଟର…