Daily Archives

June 1, 2021

ଟିକାର ଗ୍ଲୋବାଲ ଟେଣ୍ଡରକୁ ଲାଗିଲା ଝଟକା । ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେଲେନି ବିଶ୍ୱର ବଡ଼ ବଡ଼ କମ୍ପାନି, ରାଜ୍ୟ…

କନକ ବ୍ୟୁରୋ : କିଛି ଦିନ ପୂର୍ବରୁ ଓଡିଶା ସରକାର ବିଦେଶରୁ ଟିକା ଆମଦାନୀ କରିବା ପାଇଁ ଗ୍ଲୋବାଲ ଟେଣ୍ଡର ଡାକିଥିଲେ । ଆଜି ଏ ସଂପର୍କରେ ନବକିଶୋର ଦାସ, କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି । ଏଥିରେ ସେ ସ୍ପଷ୍ଟ କରିଛନ୍ତି, କିଛି ବୈଧାନିକ ପ୍ରସଙ୍ଗ କାରଣରୁ ଓଡିଶା ସରକାର ବିଦେଶୀ…

ଟିକା ମିଶ୍ରଣକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବଡ ବୟାନ । କହିଲା, ସମସ୍ତଙ୍କୁ ନେବାକୁ ପଡିବ ଗୋଟେ ଟିକାର…

କନକ ବ୍ୟୁରୋ : ଦୁଇଟି ଭିନ୍ନ ଟିକାର ଡୋଜ ନେବା ନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାର ମଙ୍ଗଳବାର ସ୍ପଷ୍ଟ କରିଛନ୍ତି ଯେ ଏହାର ପ୍ରଭାବ ଉପରେ ପର୍ଯ୍ୟାପ୍ତ ବୈଜ୍ଞାନିକ ପ୍ରମାଣ ସଂଗ୍ରହ ନହେବା ପର୍ଯ୍ୟନ୍ତ…

ଏବର୍ଷ ଓଡ଼ିଶାରେ ସ୍ୱାଭାବିକ୍ ହେବ ମୌସୁମୀ ବର୍ଷା । ଆଇଏମଡିର ଆକଳନ ଜୁନରେ ଅଧିକ ବର୍ଷିବ ।

କନକ ବ୍ୟୁରୋ : ଚଳିତ ମୌସୁମୀ ଋତୁରେ ଓଡ଼ିଶାରେ ସ୍ବାଭାବିକ ବର୍ଷା ହେବ । ଜୁନ ମାସରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ଯ଼େ, ସାଧାରଣତଃ ଜୁନ ୧ରେ କେରଳରେ ମୌସୁମୀ ଆସିଥାଏ…

ମମତାଙ୍କୁ ମୋଦି ଦେଇନଥିଲେ ବାତ୍ୟା ସମୀକ୍ଷା ବୈଠକରୁ ଅଧାରୁ ଯିବାକୁ ଅନୁମତି । ଦିଦିଙ୍କ ୯ଟି ବଡ଼ ହମଲାର ଜବାବ ରଖିଲା…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ୟାସ ସମ୍ପର୍କିତ ସମୀକ୍ଷା ବୈଠକ ଅଧାରୁ ଯିବା ପୂର୍ବରୁ ୩ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁମତି ନେଇଥିଲି ବୋଲି କହିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଦିଦିଙ୍କ ଦାବିକୁ ମିଛ ବୋଲି କହି ସେଦିନର ପୁରା ଘଟଣା…

ବ୍ଲାକ ଫଙ୍ଗସ୍: ଆଇଆଇଟି ହାଇଦ୍ରାବାଦ ପ୍ରସ୍ତୁତ କଲା ଓରାଲ ସଲ୍ୟୁସନ ।

କନକ ବ୍ୟୁରୋ : ଦେଶରେ ଏବେ କରୋନା ସହିତ ବ୍ଲାକ ଫଙ୍ଗସ୍ ବି ମହାମାରୀ ରୂପ ନେବାକୁ ବସିଲାଣି । କରୋନା କାଳରେ ବି ଏହି ବ୍ଲାକ ଫଙ୍ଗସ୍ ରୋଗରେ ସଂକ୍ରମିତ ହୋଇ କିଛି ଲୋକଙ୍କ ଜୀବନ ଗଲାଣି । କରୋନା ତୁଳନାରେ ଏହି ରୋଗର ଚିକିତ୍ସା କେବଳ ମହଙ୍ଗା ନୁହେଁ, ଏବେ ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କ…

ମମତାଙ୍କ ମୁଖ୍ୟ ପରାମର୍ଶଦାତା ଅଳ୍ପନଙ୍କୁ କେନ୍ଦ୍ର ପଠାଇଲା କାରଣ ଦର୍ଶାଅ ନୋଟିସ । ରୁଜୁ ହୋଇପାରେ ଏତଲା ।

କନକ ବ୍ୟୁରୋ : କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଥମୁନି ବିବାଦ । ଗତକାଲି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଆଲାପନ୍ ବନ୍ଦୋପାଧ୍ୟାୟଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରିବା ପରେ ଆଜି କେନ୍ଦ୍ର ଅଳ୍ପନ ବନ୍ଦୋପଧ୍ୟାୟଙ୍କୁ…