Daily Archives

April 16, 2021

ସୋମବାରଠାରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଫଲାଇନ୍ କ୍ଲାସ ଓ ପରୀକ୍ଷା ସ୍ଥଗିତ । ହଷ୍ଟେଲ ଛାଡିବାକୁ…

କନକ ବ୍ୟୁରୋ: ସୋମବାରଠାରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଫଲାଇନ୍ କ୍ଲାସ ଓ ପରୀକ୍ଷା ସ୍ଥଗିତ । ହଷ୍ଟେଲ ଛାଡିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦେଲା ଉଚ୍ଚଶିକ୍ଷା ବିଭାଗ । ରାଜ୍ୟରେ କରୋନା ସଂକ୍ରମଣ ଏବେ ଉପର ମୁହାଁ ହୋଇ ଗତି କରୁଛି । ଏପରି ସ୍ଥିତିରେ ଗତକାଲି ରାଜ୍ୟ…

ସଂକ୍ରମଣ ଭିତରେ କରୋନା ପୁଣି ଲେଖିଲାଣି ‘ଶବ ଶ୍ମଶାନର’ କାହାଣୀ । କେଉଁଠି ଶବକୁ ମଶାଣୀ ମିଳୁନି, କେଉଁଠି…

କନକ ବ୍ୟୁରୋ: ମତେ ନିଆଁ ଟିକେ ଦିଅ, ମତେ ଜାଳିପୋଡି ଦିଅ, ଜୁଇର ଡହଡହ ଜାଳରେ ମୋ ହାଡ ମାଂସକୁ ପୋଡି ପାଉଁଶ କରିଦିଅ । ମୁଁ ଜଳିଯାଏ, ତରଳିଯାଏ । ନା ଥିବ ସଂକ୍ରମଣ ଜନିତ ସନ୍ଦେହ, ନା ଥିବେ କେହି ଘୃଣା କରିବାର ମଣିଷ । ଏଠି ବ୍ୟବସ୍ଥା ବି କରୋନାରେ କବଳିତ । ସବୁ ସରକାରୀ ସୁବିଧାମାନେ ଏଠି…

୫ ବର୍ଷ ତଳେ ମହାନଦୀରେ ଛତିଶଗଡରୁ ଭାସିଆସିଥିଲେ, ୫ ବର୍ଷ ପରେ ବୋହୂ ସାଜି ଛତିଶଗଡ ଫେରିବେ… ବୁଧବାର ହେବ…

କନକ ବ୍ୟୁରୋ: ମହାନଦୀରୁ ମହାମିଳନ । ବୋହୂ ସାଜିବେ ନଦୀକନ୍ୟା । ଦିନେ ଏହି ମହାନଦୀରୁ ଭାସି ଯାଉଥିବା ଝିଅକୁ ଉଦ୍ଧାର କରି ନିଜର ଝିଅ ବୋଲି ପରିଚୟ ଦେଇଥିଲେ ଆଉ ଆଜି ସେହି ଝିଅକୁ କନିଆଁ ବେଶରେ ସଜେଇ ହାତକୁ ଦିହାତ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି ପାଳିତ ବାପାମାଆ । ଦୀର୍ଘ ୬ ବର୍ଷ ତଳେ…

ପାଣିପାଗ ବିଭାଗର ସତର୍କ ସୂଚନା । ୨୪ ଘଂଟା ମଧ୍ୟରେ ୮ ଜିଲ୍ଲାକୁ କାଳବୈଶାଖୀ ସହ ୧୯ ଜିଲ୍ଲାକୁ ବର୍ଷା ସମ୍ଭାବନା

କନକ ବ୍ୟୁରୋ : ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୮ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭବାନା ରହିଛି ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।…

ସର୍ବାଧିକ ଆକ୍ରାନ୍ତ ୧୨ଟି ରାଜ୍ୟକୁ ଅକ୍ସିଜେନ ଯୋଗାଣ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ  । ବିଭିନ୍ନ ପ୍ଲାଂଟ…

କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ମୁଖ୍ୟ ବାଧକ ସାଜିଛି ଅକ୍ସିଜେନର ଅଭାବ । ଦୈନିକ ଅକ୍ସିଜେନ୍ ଅଭାବରୁ କରୋନା ସଂକ୍ରମିତଙ୍କ ମୃତ୍ୟୁନେଇ ଖବର ଆସିବା ପରେ ଆଜି ଏନେଇ ପ୍ରଧାନମନ୍ତ୍ରୀ ଏକ ସମୀକ୍ଷା ବୈଠକ କରିଛନ୍ତି । ଏହି ସମୀକ୍ଷା ବୈଠକରେ ସର୍ବାଧିକ…

ଆସନ୍ତାକାଲି ଠାରୁ ରାଜଧାନୀରେ ନାଇଟ କର୍ଫ୍ୟୁ । ନାଇଟ୍ କର୍ଫ୍ୟୁକୁ ସଫଳ କରିବାକୁ ବିଏମସିର ଆହ୍ୱାନ । କର୍ଫ୍ୟୁକୁ…

କନକ ବ୍ୟୁରୋ : ଆସନ୍ତା କାଲିଠାରୁ ରାଜ୍ୟରେ ଲାଗୁହେବାକୁ ଯାଉଛି ନାଇଟ୍ କର୍ଫ୍ୟୁ । ଏହି କ୍ରମରେ ରାଜ୍ୟର ୨୦ ଟି ଜିଲ୍ଲାର ସହରାଞ୍ଚଳରେ ରାତି ୯ ଟା ଠାରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ରହିବ । ଏହା ସହ ଅନ୍ୟ ୧୦ ଟି ଜିଲ୍ଲାରେ ସଂନ୍ଧ୍ୟା ୬ ରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ୍…