Daily Archives

April 16, 2021

ଘରେ ବି ପିନ୍ଧନ୍ତୁ ମାସ୍କ । ବାୟୁରେ କରୋନା ଭୂତାଣୁ ବ୍ୟାପୁଥିବା ନେଇ ମିଳିଲା ଠୋସ ପ୍ରମାଣ । ରିପୋର୍ଟ କହିଲା, ସାରା…

କନକ ବ୍ୟୁରୋ: ବର୍ତମାନ କରୋନା ସଂକ୍ରମଣକୁ ନେଇ ଏପରି କିଛି ରିପୋର୍ଟ ଆସିଛି, ଯାହା ଆପଣଙ୍କୁ ବି ଚିନ୍ତା କରିବାକୁ ବାଧ୍ୟ କରିଦେବ । ବର୍ଷେରୁ ଅଧିକ ହୋଇଗଲାଣି, କରୋନା ଭୂତାଣୁ ସାରା ବିଶ୍ୱରେ ଆତଙ୍କ ଜାରି ରଖିଛି । ଏବେ ଆମ ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଛି । ଏହି ସମୟରେ କରୋନା…

ଛବି କହୁଛି କରୋନାର କରୁଣ କାହାଣୀ । କେମିତି ଅଛି ଭାରତ…୧୦ ଚିତ୍ରରେ ଫୁଟିଲା ଅସଲ ବ୍ୟଥା ।

କନକ ବ୍ୟୁରୋ: ଶ୍ମଶାନରେ ଜଳୁଥିବା ଶବର ଫଟୋ ଚିତ୍ର ଦେଖିବା ପରେ ବି ଯଦି ମଣିଷ କହୁଛି, ଭୂତାଣୁକୁ ନେଇ ସେ ଭୟଭୀତ ନୁହେଁ, ତେବେ ହୁଏତ ସେ ଛଳନା କରୁଛି । ଆଉ ସେ ଛଳନା ଆଉ କାହା ସହିତ କରୁନି ବରଂ, ନିଜ ସହ ନିଜେ ହିଁ ଛଳନା କରୁଛି । ମଧ୍ୟପ୍ରଦେଶର ଭୋପାଳରୁ ଏଭଳି କିଛି ଚିତ୍ର ସାମ୍ନାକୁ…

ହାଇଦର ହାତରେ ହାତକଡି ପକାଇଲା ପୋଲିସ । ହେଲେ ଏବେ ବି ପ୍ରଶ୍ନ ଘେରରେ ହାଇଦର ଫେରାର୍ ହେବା ଘଟଣା ।

କନକ ବ୍ୟୁରୋ: ଶେଷରେ ହାଇଦର ହାତରେ ହାତକଡି ପଡିଛି ଆଉ ପୁଲିସକୁ ଆଶ୍ୱସ୍ତି ମିଳିଛି । କିନ୍ତୁ ଏହି କୁଖ୍ୟାତ ଅପରାଧୀକୁ ନେଇ ଯେଉଁ ଘଟଣା ଘଟିଲା ତାହା ଅନେକ ପ୍ରଶ୍ନ ସୃଷ୍ଟି କରୁଛି, ଯାହାର ଉତ୍ତର ମିଳିବା ନିହାତି ଆବଶ୍ୟକ । କମିଶନରେଟ ପୁଲିସର ଏହି ସଫଳତାକୁ ଲୋକେ ପ୍ରଶଂସା କରୁଛନ୍ତି ।…

ଏସସିବି ହସ୍ପିଟାଲରୁ ଫେରାର୍ ହେବା ପରେ କେମିତି ଧରାପଡିଲା ଦୁର୍ଦ୍ଦାନ୍ତ ଅପରାଧୀ ହାଇଦର । ପଢନ୍ତୁ, ପୂରା…

କନକ ବ୍ୟୁରୋ: କଟକ ଏସସିବି ମେଡିକାଲରୁ ହାର୍ଡକ୍ରୋର କ୍ରିମିନାଲ ହାଇଦର ଫେରାର ହେବା ପରେ ଓଡିଶା ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏପରିକି ହାଇଦର ଫେରାର ଷଡଯନ୍ତ୍ର ପଛରେ ବରିଷ୍ଠ ଅଧିକାରୀଙ୍କ ହାତ ଥିବା ଅଭିଯୋଗ ଆଣିଥିଲେ ବିଭିନ୍ନ ରାଜନୈତିକ ଦଳର ନେତା…

ରାଜ୍ୟରେ କୋଭିଡ ଟିକାର ଅଭାବ । ୧୦ ଦିନ ଭିତରେ ୨୫ ଲକ୍ଷ ଟିକା ଯୋଗାଇବାକୁ ଚିଠି ଲେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।

କନକ ବ୍ୟୁରୋ: ଟିକା ପାଇଁ ପୁଣି ଚିଠି ଲେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଆଜି ପୁଣିଥରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହିତ ୧୦ ଦିନ ପାଇଁ ୨୫ ଲକ୍ଷ କୋଭିସିଲ୍ଡ ଟିକା ଯୋଗାଇବାକୁ ଅନୁରୋଧ କରିଛନ୍ତି ।…

ଆଇପିଏଲ ଲଢେଇ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଚେନ୍ନାଇ । ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ 

କନକ ବ୍ୟୁରୋ: ଆଜିର ଆଇପିଏଲ ହାଇଭୋଲ୍ଟେଜ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ ପଞ୍ଜାବ କିଙ୍ଗସ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଚେନ୍ନାଇ । ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ପଞ୍ଜାବ ଦଳ । ଚେନ୍ନାଇ ନିଜ ପ୍ରଥମ ବିଜୟ…