Daily Archives

April 12, 2021

ମାୟାନଗରୀରେ ମହାମାରୀ ବ୍ୟାପୁଛି । ମହାରାଷ୍ଟ୍ର ଓ ଦିଲ୍ଲୀରେ ଲକଡାଉନ ଫେରିବା ନେଇ ବଢିଲା ଆଶଙ୍କା, କେଜ୍ରିୱାଲ କହିଲେ,…

କନକ ବ୍ୟୁରୋ : ମହାରାଷ୍ଟ୍ର ଓ ଦିଲ୍ଲୀରେ ପୁଣି ଫେରିବ କି ଲକଡାଉନ? କାରଣ ଦେଶରେ ବଢୁଥିବା ସଂକ୍ରମଣ ଭିତରେ ମହାରାଷ୍ଟ୍ର ଓ ଦିଲ୍ଲୀରେ ଦ୍ରୁତ ଗତିରେ ବଢୁଛି ସଂକ୍ରମଣ । ପ୍ରତିଦିନ ଚିହ୍ନଟ ହେଉଛନ୍ତି ରେକର୍ଡ ସଂଖ୍ୟକ ନୂଆ ସଂକ୍ରମିତ । କରୋନା ଭୂତାଣୁର ଏହି ପ୍ରକୋପକୁ ରୋକିବାକୁ ମହାରାଷ୍ଟ୍ର…

ମମତାଙ୍କ ପ୍ରଚାର ଉପରେ ଲାଗିଲା ବ୍ୟାନ୍ । ଆସନ୍ତାକାଲି ସନ୍ଧ୍ୟା ୮ଟା ଯାଏଁ କରିପାରିବେନି ପ୍ରଚାର ।

କନକ ବ୍ୟୁରୋ : ମମତାଙ୍କ ନିର୍ବାଚନ ପ୍ରଚାର ଉପରେ ରୋକ । ୨୪ ଘଣ୍ଟା ପ୍ରଚାର କରିପାରିବେନି ମମତା । ନିର୍ବାଚନ କମିସନ ମମତାଙ୍କ ପ୍ରଚାର ଉପରେ ରୋକ ଲଗାଇଛନ୍ତି  । ସୋମବାର ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ପ୍ରଚାର କରିପାରିବେନି ମମତା । ମିଳିଥିବା ସୂଚନା ମୁତାବକ…

 ଫେରାର ହେବା ର୍ପୂବରୁ ରୂପ ବଦଳାଇଥିଲା କି ହାଇଦର? ହସ୍ପିଟାଲରୁ ଆସିଲା ଫଟୋ, ଅଚେତ ହୋଇଥିବା କନେଷ୍ଟବଳ କହିଲେ,…

କନକ ବ୍ୟୁରୋ : ହାଇଦର ଫେରାର ହେବା ପୂର୍ବରୁ ହାଇଦରର ଏକ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ହାଇଦରର ଚେହେରା ବଦଳି ଯାଇଛି । ମୁହଁରେ ଦାଢି ନାହିଁ, ନିଶ ବି ଭିନ୍ନ ବାଗରେ କଟାଯାଇଛି । ଫେରାର ହେବାର କିଛି ସମୟ ପୂର୍ବରୁ ଏହି ଫଟୋ ଉଠାଯାଇଥିବା କୁହାଯାଉଛି । ଫେରାର ହେବାର କିଛି ସମୟ…

କରୋନାକୁ ନେଇ ବିଶେଷଜ୍ଞଙ୍କ ଆକଳନ । ଓଡିଶାରେ ମେ ମାସରେ ଶୀର୍ଷ ଛଇଁପାରେ କରୋନା, ନିହାତି ଆବଶ୍ୟକ ନଥିଲେ ହସ୍ପିଟାଲ ନ…

କନକ ବ୍ୟୁରୋ :  କରୋନାର ଦ୍ୱିତୀୟ ଲହରର ଶୀର୍ଷ ବା ପିକ ଆସନ୍ତା ମେ ମାସରେ ହୋଇପାରେ ବୋଲି କହିଛନ୍ତି ବିଶେଷଜ୍ଞ । ବିଭିନ୍ନ ମେଡେଲକୁ ଅନୁଧ୍ୟାନ କରି ଏପରି ପୂର୍ବାନୁମାନ କରିଛନ୍ତି ବିଶେଷଜ୍ଞ । ଅନ୍ୟପଟେ  ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଜରୁରୀ ନଥିଲେ ମେଡିକାଲରେ ଭିଡ ନ କରିବାକୁ ପରାମର୍ଶ…

କରୋନା କାଳର ଦୁଇଟି ଦୃଶ୍ୟ । ଗୋଟିଏ ପଟେ କୁମ୍ଭମେଳାରେ ଲକ୍ଷଲକ୍ଷ ଲୋକଙ୍କ ଭିଡ ଆଉ ଅନ୍ୟପଟେ ଛତିଶଗଡର ବିଭିନ୍ନ…

କନକ ବ୍ୟୁରୋ : କରୋନା ଉଦବେଗଜନକ ଭାବେ ବଢୁଥିବା ବେଳେ ହରିଦ୍ୱାରରୁ ଆସିଛି ଚିନ୍ତାଜନକ ଦୃଶ୍ୟ । କୁମ୍ଭମେଳାରେ ଆସ୍ଥାର ବୁଡ ପକାଇବାକୁ ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଜମୁଛି । ଯେମିତି କରୋନାର ଭୟ ନାହିଁ । ଦେଖିଲେ ଲାଗୁଛି ସଂକ୍ରମଣ ବଢାଇବାକୁ ଭୂମି ପ୍ରସ୍ତୁତ କରାଯାଉଛି । ସେପଟେ ଛତିଶଗଡ…

ଆଇପିଏଲ ଲଢେଇ: ଟସ ଜିତି ରାଜସ୍ଥାନର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ 

କନକ ବ୍ୟୁରୋ: ଆଜି ଆଇପିଏଲ ହାଇଭୋଲ୍ଟେଜ ମ୍ୟାଚରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ ଓ ପଞ୍ଜାବ କିଙ୍ଗସ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ରାଜସ୍ଥାନ ରୟାଲ୍ସ । ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ପଞ୍ଜାବ କିଙ୍ଗସ । ଆଜିର ମ୍ୟାଚରେ ଉଭୟ ଜିତି…