Daily Archives

April 6, 2021

ଭୁବନେଶ୍ୱରରେ ଶହେ ଟପିଲା ଦୈନିକ ସଂକ୍ରମଣ । ଆଜି ୮୦ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ।

କନକ ବ୍ୟୁରୋ: ରାଜ୍ୟରେ ହୁ ହୁ ହୋଇ ଦୈନିକ କରୋନା ସଂକ୍ରମଣ ବଢୁଥିବାବେଳେ ଏବେ ରାଜଧାନୀ ଭୁବନେଶ୍ୱରର କରୋନା ଗ୍ରାଫ୍ ଡରାଇବା ଆରମ୍ଭ କରିଛି । ଆଜି ଗୋଟିଏ ଦିନରେ ରାଜଧାନୀରୁ ଶତାଧିକ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ରାଜଧାନୀବାସୀଙ୍କ ମନରେ ଛନକା ପଶିଛି । ଚିନ୍ତାର ବିଷୟ ଏହା ଯେ,…

ସଂକ୍ରମଣ ବଢୁଥିବାବେଳେ ପୁଣି ଫୋକସରେ ପୁରୀ । ରେଳଷ୍ଟେସନରେ କଡାକଡି ହେଲା ଚେକିଂ । ସେପଟେ, ବ୍ରହ୍ମପୁରରେ ଟିକା ବନ୍ଦ…

କନକ ବ୍ୟୁରୋ: ସଂକ୍ରମଣ ବଢୁଥିବାବେଳେ ଏବେ ପୁଣି ଫୋକସକୁ ଆସିଛି ପୁରୀ । ପୁରୀ ରେଳଷ୍ଟେସନରେ ଯାତ୍ରୀମାନେ ପହଂଚିବା ପରେ ସେମାନଙ୍କର ଯାଂଚ ହେଉଛି । ଯେଉଁମାନେ ଅଧିକ ସଂକ୍ରମିତ ରାଜ୍ୟରୁ ଆସିଛନ୍ତି ସେମାନଙ୍କ ସ୍ୱାବ ସଂଗ୍ରହ କରାଯାଉଛି । ଖାଲି ସେତିକି ନୁହେଁ, ମାସ୍କ ବ୍ୟବହାରକୁ କଡାକଡି…

କୋଭିଡ୍ ସ୍ଥିତି ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ୧୦ ଦିନ ପାଇଁ କୋଭିଡ୍ ନିୟମ କଡାକଡି କରିବାକୁ ନିର୍ଦ୍ଦେଶ ।

କନକ ବ୍ୟୁରୋ: ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ମୁଖ୍ୟତଃ ପଶ୍ଚିମ ଓଡିଶାକୁ ଫୋକସ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କହିବା ମୁତାବକ, ଛତିଶଗଡ ସୀମାନ୍ତ ଜିଲ୍ଲାଗୁଡିକରେ କରୋନା ବ୍ୟାପିଛି । ତେଣୁ ଏହି ଜିଲ୍ଲାକୁ ଯିବାକୁ…

୧୦ ଦିନ ପାଇଁ ସିଲ ହେଲା ଟଙ୍କପାଣି ରୋଡ ‘ତରୁ’ ଆପାର୍ଟମେଣ୍ଟ । କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସିଲ ହେଲା…

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ଥିବା ଏକ ଆପାର୍ଟମେଣ୍ଟ ମଙ୍ଗଳବାର ୧୦ ଦିନ ପାଇଁ ସିଲ ହୋଇଛି। ସଂପୃକ୍ତ ଆପାର୍ଟମେଣ୍ଟରେ କିଛି ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଏଭଳି ପଦକ୍ଷେପ ନେଇଛି। ବିଏମ୍‌ସି ପକ୍ଷରୁ ଦିଆଯାଇଥିବା…

ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଲା ଅଲୌକିକ ଘଟଣା । ଶ୍ରୀଜଗନ୍ନାଥଙ୍କ ସ୍ୱପ୍ନାଦେଶ ପରେ ମନ୍ଦିର ତିଆରି କରୁଛନ୍ତି…

କନକ ବ୍ୟୁରୋ: ଯୁଗେ ଯୁଗେ ଭକ୍ତ ଆଉ ଭଗବାନଙ୍କର ସର୍ମ୍ପକକୁ ନେଇ ବହୁ କିମ୍ବଦନ୍ତୀ ରହିଛି । ସେଭଳି ଏକ ଆଲୌକିକ ଘଟଣା ଦେଖିବାକୁ ମିଳିିଛି ଗଜପତି ଜିଲ୍ଲାରେ । ମହାପ୍ରଭୁଙ୍କ ବାରମ୍ବାର ସପ୍ନାଦେଶ ପରେ ନିଜସ୍ୱ ଖର୍ଚ୍ଚରେ ମନ୍ଦିର ମରାମତି କାମ କରୁଛନ୍ତି ଜଣେ ଭକ୍ତ । ବିଭିନ୍ନ କାରଣରୁ…

କଏଦୀଙ୍କ ମାନସିକତାରେ ପରିବର୍ତ୍ତନ ଆଣୁଛି ଜଳେଶ୍ୱରର ସବୁଜ ସୁନ୍ଦର ଉପ-କାରାଗାର । ଜେଲରେ ଶୋଭା ପାଉଛି ସୁନ୍ଦର ଚାଷ ।

କନକ ବ୍ୟୁରୋ: କଥାରେ ଅଛି ସ୍ୱଚ୍ଛ ଏବଂ ସୁନ୍ଦର ପରିବେଶ ଜଣେ ବ୍ୟକ୍ତିର ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ସହାୟକ ହୋଇଥାଏ । ସୁନ୍ଦର ପରିବେଶ ଭିତରେ ରହିଲେ ମଣିଷ ମନରେ ସକାରତ୍ମକ ଭାବନା ଜାଗ୍ରତ ହୁଏ । ସେଥିପାଇଁ ବିଭିନ୍ନ ଅପରାଧିକ ମାମଲାରେ ଛନ୍ଦି ହୋଇ ଜେଲରେ ବନ୍ଦୀ ଜୀବନ…