Daily Archives

April 5, 2021

ଦେଶରେ ଦିନକୁ ଲକ୍ଷେ ସଂକ୍ରମଣ । ରାଜ୍ୟରେ ବି କାୟା ମେଲାଉଛି କରୋନା । ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠୁ ୧୦ ଜିଲ୍ଲାରେ…

କନକ ବ୍ୟୁରୋ : ଚିନ୍ତା ବଢାଉଛି ସଂକ୍ରମଣ ।  ଆଉ ଏହି ଚେନକୁ ଭାଙ୍ଗିବା ଲାଗି  ଏବେ ବଡ ଚ୍ୟାଲେଞ୍ଜ ହୋଇଛି । ଆଜିଠାରୁ ରାଜ୍ୟର ସୀମାବର୍ତୀ ୧୦ଟି ଜିଲ୍ଲାରେ ନାଇଟକର୍ଫ୍ୟୁ ଲାଗୁ ହୋଇଛି । ସଂକ୍ରମଣ ବୃଦ୍ଧିକୁ ରୋକିବାର ବାଟ ଏକମାତ୍ର ଟିକାକରଣ ହୋଇଥିବାରୁ ଅଧିକ କୋଭିସିଲ୍ଡ ଟିକା ଯୋଗାଇ ଦେବା…

ଓଡିଶାରେ ହେବ ପେଟ୍ରୋଲିୟମ ଓ ଗ୍ୟାସ ଭିତ୍ତିଭୂମିର ବିକାଶ । ୨ ଲକ୍ଷ ୧୩ ହଜାର ୨୦୯ କୋଟିର ପୁଞ୍ଜିନିବେଶ

କନକ ବ୍ୟୁରୋ: ପେଟ୍ରୋଲିୟମ ମନ୍ତ୍ରଣାଳୟର ସଚିବ, ଇଣ୍ଡିଆନ ଅଏଲର ଅଧ୍ୟକ୍ଷ ଓ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ଆଲୋଚନା । ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସଚିବ ତରୁଣ କାପୁର ସୋମବାର ଭୁବନେଶ୍ୱର ଗସ୍ତରେ ଆସି ଓଡିଶାରେ ତୈଳ ବିପଣନ କମ୍ପାନୀ…

ଏଥର ନକ୍ସଲଙ୍କୁ ନିସ୍ତାର ନାହିଁ । ଲାଲଗଡରେ ପଶି ମାଓବାଦୀଙ୍କୁ ନିପାତ କରିବାକୁ ହେବ ଅପରେସନ ପ୍ରହାର, ଖୋଜି ଖୋଜି…

କନକ ବ୍ୟୁରୋ : ମାଓ ଦମନ ପାଇଁ କରାଯିବ ଅପରେସନ୍ ପ୍ରହାର-୩ । କରୋନା ଯୋଗୁଁ ମାଓ ଅପରେସନ ଟିକେ ଥମି ଯାଇଥିଲା । ଏବେ ଆଉ ନୁହେଁ । ଏଣିକି ମାଓ ଅପରେସନକୁ ଜୋରଦାର କରାଯିବ । ମାଓବାଦୀଙ୍କୁ ମୁହଁତୋଡ ଜବାବ ଦେବାକୁ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ । ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି…

ରାଜ୍ୟକୁ ଦିଆଯାଉ ତୁରନ୍ତ ୧୫ ଲକ୍ଷ କୋଭିସିଲ୍ଡ ଟିକା । କେନ୍ଦ୍ରକୁ ଅନୁରୋଧ କଲା ରାଜ୍ୟ ।

କନକ ବ୍ୟୁରୋ : ଓଡ଼ିଶାକୁ ଶୀଘ୍ର ୧୫ ଲକ୍ଷ କୋଭିସିଲ୍ଡ ଡୋଜ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖି ଅନୁରୋଧ କଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏବେ ରାଜ୍ୟରେ ୬ ଲକ୍ଷ କୋଭିସିଲ୍ଡ ଡୋଜ୍ ରହିଛି । ଏହି ଟିକା ୨ ଦିନ ପାଇଁ ପର୍ଯ୍ୟାପ୍ତ ହେବ । କାଲି ରାଜ୍ୟକୁ ୩ ଲକ୍ଷ ୪୯ ହଜାର…

ମାଓବାଦୀଙ୍କ କବଳରେ ଯବାନ । ସାମ୍ବାଦିକଙ୍କ ମାଧ୍ୟମରେ ଦେଲେ ସୂଚନା, ପତ୍ନୀ କହିଲେ ଅଭିନନ୍ଦନଙ୍କ ଭଳି କରାଯାଉ ଉଦ୍ଧାର

କନକ ବ୍ୟୁରୋ : ମାଓବାଦୀଙ୍କ କବଜାରେ ଯବାନ । ଛତିଶଗଡ ବିଜାପୁର ଜୋନାଗୁଡା ଜଙ୍ଗଲରେ ହୋଇଥିବା ନକ୍ସଲ ହମଲା ନିଖୋଜ ଯବାନଙ୍କ ପତା ମିଳିଛି । ଏବେ ମାଓବାଦୀ କବଜାରେ ଅଛନ୍ତି ଯବାନ । ନକ୍ସଲଙ୍କ କବଜାରେ ଥିବା ଯବାନଙ୍କ ରାକେଶୋର ସିଂ ମନହସ । ସେ ସିଆରପିଏଫ ୨୧୦ କୋବ୍ରା ବାଟାଲିୟନରେ କାର୍ଯ୍ୟରତ…

ମାଓବାଦୀଙ୍କ ପାଖରେ ବନ୍ଦୀ ଯବାନ, କୁନି ଝିଅ କହୁଛି ମୋ ବାପାଙ୍କୁ ଫେରାଇ ଆଣ ।

କନକ ବ୍ୟୁରୋ : ଛତିଶଗଡ ବିଜାପୁର ମାଓ ଆକ୍ରମଣରେ ମାଟି ମାଆ ପାଇଁ ଲଢି ସହିଦ୍ ହୋଇଗଲେ ଯବାନ । କିଏ ବାପାକୁ ହରାଇଲା, କିଏ ପୁଅକୁ ହରାଇଲା । ଆଉ କିଏ ଭାଇକୁ ହରାଇ ସ୍ତବ୍ଧ ହୋଇଯାଇଛି । ତ ପୁଣି କାହାର ମଥାରୁ ସିନ୍ଦୁର ଲିଭାଇଛନ୍ତି ନରହନ୍ତା ନକ୍ସଲ । ଚୁରମାର ହୋଇଯାଇଛି ସୁନାର ସଂସାର । ଆଉ…